Breaking News

ଟ୍ରେନ ଧକ୍କାରେ ଟ୍ରାକ ମେନ ର ମୃତ୍ୟୁ ||   (03-Oct-2026)       ||      ସୋରଡ଼ା ମଠ ସାହିର ନିଖୋଜ ଛାତ୍ର ର ମୃତ ଦେହ ଉଦ୍ଧାର ||   (03-Oct-2026)       ||      କୁନୀ ଝିଅର ଆରୋଗ୍ୟ ପାଇଁ ଘରେ, ଘରେ ଛାତ୍ର, ଛାତ୍ରୀ ମାଗୁଛନ୍ତି ଅର୍ଥ |   (03-Oct-2026)       ||      ବରିଷ୍ଠ ଶିକ୍ଷକ ନେତା କାମ ରାଜୁ ମହାରଣା ଆନ୍ତର୍ଜାତୀୟ ବରିଷ୍ଟ ନାଗରିକ ଦିବସ ରେ ସମ୍ବର୍ଦ୍ଧିତ |    (03-Oct-2026)       ||      ଖୋର୍ଦ୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲ ର 125ତମ ବାର୍ଷିକ ସମାରୋହରେ ଯୋଗଦେଲେ ଓଡିଶା ରାଜ୍ୟପାଳ |   (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀଓଶାସ୍ତ୍ରୀ ଜୟନ୍ତୀ ବରଗଡ଼ ରେ ମହା ସମାରୋହ ରେ ପାଳିତ ||   (03-Oct-2026)       ||      ଅନସ୍ଲୋ ହାଇସ୍କୁଲ ବିଜ୍ଞାନ ନାଟକ ପ୍ରତିଯୋଗୀ ତାରେ ଗଞ୍ଜାମ ଜିଲ୍ଳାରେ ପ୍ରଥମ ସ୍ଥାନ ପାଇଛି ||   (03-Oct-2026)       ||      ଝାରବନ୍ଧ ର ହିତେଶ୍ବରୀ ଚାକିରି କରିବା ସହ ପାଠ ପଢ଼ା ଏବଂ ନିଟ ରେସଫଳତା |    (03-Oct-2026)       ||      ପାଇକ ମାଳ ଥାନା ପରିସରରେ ଶାରଦୀୟ ଦୁର୍ଗା ପୂଜା ପାଇଁ ଶାନ୍ତି କମିଟି ଗଠିତ |    (03-Oct-2026)       ||      ରଣ ଝାଲୀ ଗ୍ରାମ ପଞ୍ଚାୟତ ରେ ଶିଶୁବିବାହ ନିଷେଧ ଉପରେ ଗ୍ରାମସଭା ଅନୁଷ୍ଠିତ |   (03-Oct-2026)       ||      ଶିକରପାଇ ବିଦ୍ୟାଳୟ ରେ ସାମର୍ଥ ଶିବିର ଅନୁଷ୍ଠିତ ||   (03-Oct-2026)       ||      ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||     

ବାଇକ ଓସାଇକେଲ ମଧ୍ୟରେ ଧକ୍କା ହୋଈ ବାଇକ ଚାଳକ ମୃତ |

16-Jun-2026

 ଭଞ୍ଜନଗର ଥାନା ଦଶପଲ୍ଲା ନିକଟ ତୁଳସୀ ପଲ୍ଲୀ ମନ୍ଦିର ସାମ୍ନାରେ ସଡକ ଦୁର୍ଘଟଣାରେ ଯୁବକଙ୍  ମୃତ୍ୟୁ, 

ଓଡିଶା ଜନ ମତ ବ୍ୟୁରୋ, 

 ଗାଡି ଚାଳନା ବେଳେ ଟିକେ ଦ୍ରୁତ ଗତି ରେ ନଚେତ ମୋବାଇଲ ରେ କଥାହୋଇ ନଚେତ ଅନ୍ୟମନସ୍କ ହୋଈ ଗାଡି ଚଳେଇଲା ବେଳେ  ବହୁତ ଦୁର୍ଘଟଣା ହେଉଛି | ଏବଂ ଦୁର୍ଘଟଣା ରେ କିଏ ପ୍ରାଣ ହରାଉଛନ୍ତି ତ ଅନ୍ୟକିଏ ଆହାତ ହୋଈ ମେଡିକାଲ ରେ ଚିକିତ୍ସିତ ହେଉଥିବାର ନଜିର ରହିଛି | ସେପରି ଏକ ଦୁର୍ଘଟଣା ଘଟି ଜଣେ ମୃତ ବରଣ କରିଥିଲା ବେଳେ ଅନ୍ୟଜଣେ ଆହାତ ହୋଈ  ମେଡିକାଲ ରେ ଚିକିତ୍ସିତ ହେଉଛି |
ଭଞ୍ଜନଗର ଥାନା ଅଧିନ ଦଶପଲ୍ଲା ମୁଖ୍ୟ ରାସ୍ତାର ତୁଳସୀପଲ୍ଲୀ ମନ୍ଦିର ସାମ୍ନାରେ ଏକ ମର୍ମନ୍ତୁତ ସଡକ ଦୁର୍ଘଟଣା ଘଟିଛି। ବାଇକ ଓ ସାଇକଲ ମଧ୍ୟରେ ଧକ୍କା ହେବା ଫଳରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଜାମପଲ୍ଲୀ ଗ୍ରାମର ଲଡୁ କିଶୋର ଗୌଡଙ୍କ ପୁଅ ଚନ୍ଦନ ଗୌଡ(୧୮)। ଏଥିସହ ବେଲଗୁଣ୍ଠା ବ୍ଳକ ଧୁମୁଛାଇ ଗ୍ରାମର ସନ୍ତୋଷ କୁମାର ପ୍ରଧାନ(୪୨) ଏଥିରେ ଆହତ ହୋଇଛନ୍ତି। ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ସେ ସୁସ୍ଥ ଥିବା ଜଣାପଡିଛି। ସୋମବାର ମଧ୍ୟାହ୍ନ ସମୟରେ ଚନ୍ଦନ ନିଜ ସଂର୍ପକୀୟ ଘର ଖପରା ଗ୍ରାମକୁ ଯିବା ପାଇଁ ବାହାରିଥିବା ତାଙ୍କ ବାପା ପ୍ରକାଶ କରିଛନ୍ତି। ସେ ଘର ଠାରୁ କିଛି ବାଟ ଯିବା ପରେ ତୁଳସୀପଲ୍ଲୀ ଗ୍ରାମର ମୁଖ୍ୟ ରାସ୍ତା ଏକ ମନ୍ଦିର ସମ୍ମୁଖରେ ଏକ ସାଇକଲ ସହ ଧକ୍କା ହେବାରୁ ସେ ରାସ୍ତା ଉପରେ କଚାଡି ହୋଇ ପଡିଥିଲେ। ଏହାପରେ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ଚନ୍ଦନକୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଏତଲାକ୍ରମେ କେସ ନମ୍ବର ୫୮୮/୨୬ ରେ ଏକ ମାମଲା ରୁଜୁ କରିଥିଲା। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ଅନ୍ୟପଟେ ମୃତ ଯୁବକ ଚନ୍ଦନ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଗାଡି ଚାଳକ ଲଡୁ କିଶୋର ଗୌଡଙ୍କ ପୁଅ। ବିଧାୟକ ଶ୍ରୀ ନାୟକ ଡାକ୍ତରଖାନାରେ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି।

News Comment

You Might Also Like

BACK TO TOP