Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

କବିସୂର୍ଯ୍ୟ ନଗର ଥାନା ସୁଶାନ୍ତ ମୃତ୍ୟୁ ଘଟଣା ର ତଦନ୍ତ ପୋଲିସ ପାଇଁ ମହଙ୍ଗା ପଡ଼ିବନିତ ?????

03-Jun-2026

ପୋଲିସ ପାଇଁ  ଅଡୁଆ ବଢିବକି ? ସୁଶାନ୍ତଙ୍କ ମୃତ୍ୟୁ ଘଟଣାର ତଦନ୍ତ ପରେ  |

ଓଡିଶା ଜନ ମତ  ବ୍ୟୁରୋ,

କବିସୂର୍ଯ୍ୟନଗର ଦିବ୍ୟାଙ୍ଗ ମୃତ ଘଟଣା ରେ ଆଜି ମଧ୍ୟ ଏଚ୍ଆର୍‌ପିସି ଆସି ତଦନ୍ତ କରୁଛି | ଡ଼ିଜି ୱାଇବି ଖୁରାନିଆ ଙ୍କ ନିର୍ଦେଶ କ୍ରମେ ମାନବ ସୁରକ୍ଷା ଅଧିକାର ବିଭାଗ ର କିଛି ଅଧିକାରୀ ଗଞ୍ଜାମ ଜିଲ୍ଳାର କବିସୂର୍ଯ୍ୟ ନଗର ସୁବୁଳିଆ ଗ୍ରାମକୁ ଯାଇ ଦିବ୍ୟଙ୍ଗ ଙ୍କ ମୃତ୍ୟୁ ଘଟଣା ର ତଦନ୍ତ କରି ପୁଣି ବ୍ରହ୍ମପୁର ଯାଇ ସେଠାରେ ଆଲୋଚନା କରିବେ  ||ତେବେ ହେଚ ଆର ପି ସି ତଦନ୍ତ କୁ ନେଇ ପୋଲିସ ପାଇଁ ଅଡୁଆ ବଢିବ କି ବୋଲି ସର୍ବସାଧାରଣ ରେ ଚର୍ଚ୍ଚା ଜୋର ଧରିଛି | ଯେଉଁଠି ରକ୍ଷକ ଯଦି ନିଜଅପରାଧିକ ଷ୍ଟାଫ ଙ୍କୁ ବଞ୍ଚାଇବାକୁ ଯାଇ  ଅନ୍ୟ ମାନଙ୍କ ପାଇଁ ଭକ୍ଷକ ସାଜିବ  ତେବେ ସମାଜରେ ଲୋକଙ୍କ ଆଶା ଭରସା ଆଉ କାହା ଉପରେ ରହିବ ବୋଲି  ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି | ସେପୁଣି ଏକ ଦିବ୍ୟଙ୍ଗ ବ୍ୟକ୍ତିଙ୍କୁ ବର୍ବର ଚିତ କାଣ୍ଡ ଭଳି ସମ୍ବେଦନ ଶିଳ ଘଟଣା  ଘଟଇଛି ପୋଲିସ |  ସୁଶାନ୍ତ କୁ ମାଡ଼ ମାରି କ୍ଷତ ସ୍ଥାନରେ ମରିଚ ଗୁଣ୍ଡ ଲଗେଇ ମାନସିକ,  ଶାରୀରିକ ଯନ୍ତ୍ରଣା ଦେବା ଓ ମରିବା ଅବସ୍ଥା ଆସି ଯିବାରୁ ଘରକୁ ପଠାଇ ଦେବା ଅମାନୁଷିକ କାର୍ଯ୍ୟ କରିଛି  ପୋଲିସ ବୋଲି  ସବୁଠାରେ ଚର୍ଚ୍ଚା  ହେଉଛି  | 
ଥାନା ହାଜତରେ ପୋଲିସ ଯୁବକଙ୍କୁ ପିଟିପିଟି ଲହୁଲୁହାଣ କରିଥିବା  ଅଭିଯୋଗ  ହୋଇଛି । ଗୁରୁତର ଅବସ୍ଥାରେ ପୋଲିସ ଦିବ୍ଯାଙ୍ଗ ଯୁବକ ସୁଶାନ୍ତ ସାହୁଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ପରେ ତାଙ୍କୁ ପ୍ରଥମେ ଆସିକା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା। ପରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତର
ଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାଘଟିବା ପରେ ଏବଂ ମିଡିଆରେ ପ୍ରଚାର ପରେ ନୂଆଏସପି ପୋଲିସ ଡ଼ିଜି ୱାଇବି ଖୁରାନିଆ ଙ୍କ ଏହିବିଷୟରେ ଅବଗତି କରେଇବା ପରେ ବଡ଼ ନିଷ୍ପତି ନେଲେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ | ଥାନର ସତନ୍ତ୍ର ଦାୟିତ୍ବରେ ଥୁବା ଆଇପିଏସ୍‌ ଅଧିକାରୀ  ନୀତିଶ କୁମାର ମିଶ୍ର ଙ୍କ ବଦଳିସହ ତିନି ପୋଲିସ ସସ୍ପେଣ୍ଡ, ଡ୍ରାଇଭର ବହିଷ୍କୃତ, ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ବଦଳି  ଆଦେଶ ଦେଇଥିଲେ  | ଏହାସହ ମୃତକଙ୍କ ପରିବାର ଙ୍କୁ ରେଡ଼କ୍ରସ ରୁ 30ହଜାର ଟଙ୍କା ଦେବା ସହ 7ଲକ୍ଷ ଟଙ୍କା  ଅନୁକମ୍ପା ମୂଳକ ସହାୟତା ଘୋଷଣା କରାଯାଇ ଥିଲା  | ଥାନାର ସବୁ ଷ୍ଟାଫ ଙ୍କ ବଦଳି ସହଏହାର ଏଚ୍ଆରପିସି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଡ଼ିଜି ମହୋଦୟ ।  ଗତକାଲି ଦୁଇଜଣ ହେଚ ଆର ପି ସି  ଦୁଇଜଣ ଅଧିକାରୀ ଆସି ତଦନ୍ତ କରିଥିଲା ବେଳେ  ଆଜି ଦୁଇଜଣ ଅଧିକାରୀ ଆସି ତାଙ୍କ ବାପା ଓ ମାଆଙ୍କୁ ଏକ ବଙ୍ଗଳା କୁ ନେଇ ଏହି ମୃତ୍ୟୁ ଘଟଣାର  ତଦନ୍ତ କରି ତାଙ୍କୁ କିଛି କଥା ପଚାରିଥିଲେ  | ସୁଶାନ୍ତ ଙ୍କ ବାପାଙ୍କ କଥା ଅନୁସାରେ ଆଗାମୀ ଦିନରେ ଏହି ହେଚ ଆର ପି ସି  ତଦନ୍ତ ପୋଲିସ ପାଇଁ ମହଙ୍ଗା ପଡିଜିବନୀତ ବୋଲି ସୁଶାନ୍ତ ଙ୍କ ବାପାଙ୍କ କଥାରୁ ଜଣା ପଡୁଛି  |  ତେବେ ନ୍ୟାୟିକ ତଦନ୍ତ ଆସିଲା ପରେ ସବୁପୁଲିସିର ଗୁମର ଖୋଲି ଯିବ ବୋଲି ଚର୍ଚ୍ଚା ହେଉଛି |

News Comment

You Might Also Like

BACK TO TOP