Breaking News

ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||     

ସୁନାଥର ବାପୁଜୀ ସେବାସଂସ୍ଥା ଓ ପଠାଗାର ର ବାର୍ଷିକ ଉତ୍ସବ ଅନୁଷ୍ଠିତ ||

03-Jun-2026

ସୁନାଥର ବାପୁଜୀ ସେବା ସଂସ୍ଥା ଓ ପାଠାଗାରର ବାର୍ଷିକ ଉତ୍ସବଅନୁଷ୍ଠିତ,

 | ଓଡିଶା ଜନ ମତ ବ୍ୟୁରୋ 

ପରୁଷୋତ୍ତମପୁର ବ୍ଳକ ଅନ୍ତର୍ଗତ ସୁନାଥରସ୍ଥିତ ବାପୁଜୀ ସେବା ସଂସ୍ଥା ଓ ପାଠାଗାରର ୪୩ତମ ବାର୍ଷିକ ଉତ୍ସବ ଓ ସହୀଦ୍ ଯୁଗଳ କିଶୋର ପଣ୍ଡାଙ୍କ ୩୩ତମ ସ୍ମୃତି ଚାରଣ ଉତ୍ସବ ଶିକ୍ଷାବିତ୍ ଗୋବିନ୍ଦ ନାହାକଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ମାନ୍ୟବର ଶ୍ରୀଯୁକ୍ତ ଖଲ୍ଲିକୋଟ ବିଧାୟକ ପୁର୍ଣ ଚନ୍ଦ୍ର ସେଠୀ,  ଚାଇଲଡ  ଲାଇନସ୍ ନିର୍ଦ୍ଦେଶକ,ଶ୍ରୀଯୁକ୍ତ ସୁଧୀର  ସାବତ,ପୁରୁଷୋତ୍ତମପୁର ଥାନାର ସେକେଣ୍ଡ ଅଫିସର ସୁଶାନ୍ତ ମିଶ୍ର,ସରପଞ୍ଚ ଅନୀଲ କୁମାର ନାହାକ ବିଧାୟକ ପ୍ରତିନିଧି ଶ୍ରୀ କୋରା ସାଈଁ, ଖ୍ୟାତନାମା ନାଟ୍ୟକାର ଲିଙ୍ଗରାଜ ନାହାକ ଶ୍ରୀଯୁକ୍ତ ରଞ୍ଜିତ୍‌ କୁମାର ବେହେରା ଜିଲ୍ଲା ପରିଷଦ ସଭ୍ୟ, ଶ୍ରୀଯୁକ୍ତ ଦାମୋଦର ପଣ୍ଡା ଅବସର ପ୍ରାପ୍ତ ଶିକ୍ଷକ, ସମାଜ ସେବି ଶ୍ରୀଯୁକ୍ତ ଜଗତ ବନ୍ଧୁ ପଣ୍ଡା ଓ ସୁରେଶ ଚନ୍ଦ୍ର ପଣ୍ଡା ସ୍ଥାନୀୟ ସମିତି ସଭ୍ୟା ପ୍ରତିନିଧ ଶ୍ରୀ ମହେଶ୍ବର ବସନ୍ତିଆ ଯୋଗଦାନ କରିଥିଲେ । ମଞ୍ଚାସିନ ଅତିଥି ମାନେ ପ୍ରଥମେ ଯୁଗଳ ବାବୁଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ ପରେ ଅତିଥି ମାନଙ୍କ ଦ୍ବାରା ଦୀପ ପ୍ରଜ୍ଜଳନ କରାଯାଇଥିଲା । ଅତିଥ୍ ମାନଙ୍କ ପରିଚୟ ଶ୍ରୀ ବିଭୁତି ନାହାକଙ୍କ ଦ୍ବାରା ପ୍ରଦାନ ପରେ ସ୍ଥାନୀୟ ପରମାନନ୍ଦ ଶିଶୁ ବିଦ୍ୟା ମନ୍ଦିରଛାତ୍ରୀମାନଙ୍କ ଦ୍ବାରା ସ୍ବାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ସଂଘର ବରିଷ୍ଠ ସଭ୍ୟ ଶ୍ରୀ କାମରାଜୁ ନାହାକଙ୍କ ଦ୍ବାରା ସଂପାଦକୀୟ ବିବରଣୀ ପଠନ ପରେ ଯୁଗଳ ଜ୍ୟୋତି ସମ୍ପର୍କୀୟ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ବାରା ପୁଷ୍ପଗୁଛ ସହ ମାନପତ୍ର ପ୍ରଦାନ କରାଯାଇଥିଲା । ମୂଖ୍ୟ ଅତିଥୁ ଯୁଗଳ ବାବୁଙ୍କ ସ୍ମୃତି ଚାରଣ କରିବା ସହିତ ଭବିଷ୍ୟତରେ ଏହି ଭଳି କାର୍ଯ୍ୟକ୍ରମକୁ ‌‌ ଦକ୍ଷତାର ସହ ଆଗେଇ ନେବା ସହିତ ଆଜିର ଯୁବପିଢୀଙ୍କୁ ସେବା ଓ ତ୍ୟାଗ ଆଦର୍ଶରେ ଅନୁପ୍ରାଣୀତ ହେବା ପାଇଁ ମାର୍ଗ ଦର୍ଶନ କରିଥିଲେ । ଶେଷରେ ମୁନା ନାହାକ ସ୍ଥାନୀୟ ଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ସଭ୍ୟ ମାନେ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବାରେ ସହଯୋଗ କରିଥିଲେ । ଏମାନଙ୍କ ମଧ୍ୟରେ ସର୍ବଶ୍ରୀ ସୁରେଶ ମହାପାତ୍ର, ରାମହରି ନାହାକ, ବୁଦ୍ଧିଆ ନାହାକ, ସଦାନନ୍ଦ ବସନ୍ତିଆ, ହାଡୁ ନାହାକ, ସନ୍ତୋଷ କୁମାର ନାହାକ, ବିଜୟ ନାହାକ, ଶିବ ନାହାକ, ରବି ନାହାକ, ଲିଙ୍ଗା ନାହାକ, ହରି ବସନ୍ତିଆ, ସିଦ୍ଧାନ୍ତ ମହାପାତ୍ର, ଅରୁଣ କୁମାର ପ୍ରଧାନ, ଜଗନ୍ନାଥ ନାହାକ, ପ୍ରଶାନ୍ତ ବସନ୍ତିଆ, ସୁଶାନ୍ତ କୁମାର ନାହାକ, ଦେବରାଜ ବେହେରା, ହୃଦାନନ୍ଦ ମଳିକ, ଗୌର ବସନ୍ତିଆ ଓ ଯୋଗିନ୍ଦ୍ର ନାହାକ, ହରିହର ନାହାକ , ସୋମନାଥ ବସନ୍ତିଆ ପ୍ରମୁଖ ଅଟନ୍ତି। ଏହି ଅବସରରେ ପ୍ରାତଃରେ ସ୍ଥାନୀୟ ଶିକ୍ଷା ଅନୁଷ୍ଠାନର ଛାତ୍ର ଛାତ୍ରୀ ତଥା ସଂଘର ଯୁବ କର୍ମୀଙ୍କ ଦ୍ବାରା ଏକ ଶାନ୍ତି ଶୋଭାଯାତ୍ରା ଗ୍ରାମରେ ପରିକ୍ରମା କରିଥିଲା ।

News Comment

You Might Also Like

BACK TO TOP