Breaking News

ଶିକରପାଇ ବିଦ୍ୟାଳୟ ରେ ସାମର୍ଥ ଶିବିର ଅନୁଷ୍ଠିତ ||   (03-Oct-2026)       ||      ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||      କଳିଙ୍ଗାୟନ ତୌର୍ୟତ୍ରିକ୍ରମ ବିଶେଷ କାର୍ଯ୍ୟକ୍ରମ ଗାନ୍ଧୀଙ୍କ ଆଦର୍ଶ ରୁ ଆଧୁନିକ ସମାଜ ପର୍ଯ୍ୟନ୍ତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଛତ୍ରପୁର ଠାରେ ପାଳିତ |   (02-Oct-2026)       ||      ଛତ୍ରପୁର ମେଇନ ରୋଡ଼ ରେ ଥିବା ରାଜସ୍ତାନ ମିଠା ଦୋକାନ ରେ ସଟ ସର୍କିଟ ଯୋଗୁଁ ଦୋକାନ ପୋଡ଼ିଗଲା ||   (02-Oct-2026)       ||      ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||     

କାଳ ବୈଶାଖୀ ତାଣ୍ଡବ ରେ ଗୋଟିଏ ଗ୍ରାମର 40 ଛେଳି ମୃତ |

31-May-2026

କାଳବୈଶାଖୀର ତାଣ୍ଡବ ରେ ଗୋଟିଏ ଗ୍ରାମର ୪୦ ଟି ଛେଳି ମୃତ

ଓଡିଶା ଜନମତ ରାୟଗଡା,୩୧/୫(,

କାମେଶ୍ୱର କରକରିଆ :------

ଲଗାତାର ଦୁଇଦିନ କାଳବୈଶାଖୀ ତାଣ୍ଡବରେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ରେ ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ହୋଇଥିବା ବେଳେ ଗତ କାଲି ପୁଣି ମାଝୀଗୁଡା ପଞ୍ଚାୟତର କୁରାଡ଼ି ଗ୍ରାମରେ ୯ଟି ପରିବାରର ୪୦ଟି ଛେଳି ମୃତ୍ୟୁ କରିଥିବା ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟାରେ କାଳବୈଶାଖୀର ତାଣ୍ଡବରେ ଜୋର ରେ ପବନ ବହିବା ସାଙ୍ଗକୁ ବିଜୁଳି ଘଡଘଡି ମାରିବା ସହ ବର୍ଷା ହୋଇଥିଲା ସେତେବେଳେ କୁ ଗ୍ରାମର ଜଣେ ଯୁବକ ଛେଳି ଚରାଇ ଆସୁଥିବା ସମୟରେ ଜୋର ରେ ଘଡଘଡି ମାରିବାରୁ ଏକ ତେନ୍ତୁଳି ଗଛ କୁ ପଳାଇ ଯାଇଥିଲେ। ସେଠାରେ ଲାଛନା ଉର୍ଲାକା ଙ୍କ ୬ଟି, ଦୁଲମେ କାଡ୍ରାକା ଙ୍କର ୯ଟି, ହରି କାଡ୍ରାକା ଙ୍କର ୬ଟି, ଅନ୍ତରାଓ କାଡ୍ରାକାଙ୍କ ର ୭ଟି,, କୀର୍ତ୍ତି କାଡ୍ରାକାଙ୍କ ର ୪ଟି, ରହିଦାସ କାଡ୍ରାକା, ସାଧବ ମାଣ୍ଡିକା, ଶ୍ୟାମଧର କାଡ୍ରାକା ଓ ଗୁରୁନାଥ ମିଣିଆକା ଙ୍କ ୨ଟି ଲେଖାଏଁ ସମୁଦାୟ ୪୦ଟି ଛେଳି ବଜ୍ରପାତରେ ମୃତ୍ୟ ହୋଇଥିବା ଦେଖିବାକୁ ମିଳିଛି । ସେହିପରି ବୁଡ଼ାଗୁଡା ଗାଁ ର ରାଇସିଂ କାଡ୍ରାକା ଙ୍କ ଗୋଟିଏ ମୋଇଁଷି ବଜ୍ରପାତରେ ମୃତ ହୋଇଥିବା ବେଳେ ସିଙ୍ଗାରି ପଂଚାୟତ କାଙ୍ଗସେରୀ ଗାଁ ର ଦୁଇଟି ଘର ଟିଣ ଛପର ପବନରେ ଉଡେଇ ନେଇ ଘରେ ରଖିଥିବା ଆସବା ପତ୍ର ନଷ୍ଟ ଦୁଇ ପରିବାର ଅନ୍ୟ ଦ୍ୱାରସ୍ତ ହୋଇଛନ୍ତି।ଉକ୍ତ ଖବର ଗ୍ରାମବାସୀ ଙ୍କୁ ଜଣାଇବା ପରେ ଘଟଣା ସ୍ଥଳକୁ ଆସି ଦେଖିବା ବେଳକୁ ସବୁ ଛେଳି ମରି ପଡିଛନ୍ତି। ଉକ୍ତ ବିଷୟ ନେଇ କଲ୍ୟାଣ ସିଂହପୁର  ପ୍ରାଣିଚିକିତ୍ସକ ଅଧିକାରୀ ଡକ୍ଟର ସୁଶୀଲ କୁମାର ସେଠୀ ଙ୍କୁ ଯୋଗାଯୋଗ କରିଥିଲେ। ଆଜି ପ୍ରାଣିଚିକିତ୍ସକ ଅଧିକାରୀ ଡକ୍ଟର ସୁଶୀଲ କୁମାର ସେଠୀ, ଶିକରପାଇ ପ୍ରାଣିଚିକିତ୍ସକ ଅଧିକାରି ଅସୀମ କୁମାର ଦାସ, ମାଝୀଗୁଡା ପ୍ରାଣୀଧନ ନିରୀକ୍ଷକ  ଅନିତା ବିଡ଼ିକା, ରାଜସ୍ବ ନିରୀକ୍ଷକ  କେଶବ ଚନ୍ଦ୍ର ସାହୁ, ଅତିରିକ୍ତ ରାଜସ୍ବ ନିରୀକ୍ଷକ ଡ଼ି. ପ୍ରବୀଣ କୁମାର,ପ୍ରଣିଧନ ନିରୀକ୍ଷକ ଅନିତା ବିଡ଼ିକା,ସିକରପାଇ ପ୍ରାଣୀ ଚିକିତ୍ସକ ଅସୀମ କୁମାର ଦାସ,ଏମ ବି ୟୁ ଆଟେନେଣ୍ଡ କୈଳାସ ଶବର, ମାଝୀଗୁଡା ସରପଞ୍ଚ ଶାନ୍ତି କଣ୍ଡାଗରୀ, ନାଏବ ସରପଞ୍ଚ ନବେରାଓ କଣ୍ଡାଗରୀ, ଖ ଜୋନ ର ଜିଲ୍ଲାପରିଷଦ ସଭ୍ୟା ଡ଼ି ଗୌରିଦେବି ପ୍ରମୁଖ ଉପସ୍ଥିତ ରହିଥିଲେ। ପ୍ରାଣିଚିକିତ୍ସକ ମୃତ ଛେଳିର ବ୍ୟବଛେଦ କରି ପୋତି ଦେଇଥିଲେ। ଏହି ଗ୍ରାମର ସମସ୍ତ ଆଦିବାସୀ ଗରିବ ଶ୍ରେଣୀର ହୋଇଥିବାରୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଦାବୀ କରିଥିଲେ। ଏ ସମ୍ପର୍କରେ ଗୋଷ୍ଠୀ ପ୍ରାଣିଚିକିତ୍ସା ଅଧିକାରୀ ଡକ୍ଟର ସୁଶୀଲ କୁମାର ସେଠିଙ୍କୁ ପଚାରିବାରୁ  ବ୍ୟବଛେଦ ରିପୋଟ ତହସିଦାର ଙ୍କୁ ପଠାଇବୁ ସେ ସରକାରଙ୍କ ନିକଟକୁ ପଠାଇବେ। ସରକାରଙ୍କ ଠାରୁ ଯାହା ସହାୟତା ମିଳିବ ତାହା ଯୋଗାଇଦିଆଯିବ ବୋଲି କହିଥିଲେ।

News Comment

You Might Also Like

BACK TO TOP