Breaking News

ଶିକରପାଇ ବିଦ୍ୟାଳୟ ରେ ସାମର୍ଥ ଶିବିର ଅନୁଷ୍ଠିତ ||   (03-Oct-2026)       ||      ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||      କଳିଙ୍ଗାୟନ ତୌର୍ୟତ୍ରିକ୍ରମ ବିଶେଷ କାର୍ଯ୍ୟକ୍ରମ ଗାନ୍ଧୀଙ୍କ ଆଦର୍ଶ ରୁ ଆଧୁନିକ ସମାଜ ପର୍ଯ୍ୟନ୍ତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଛତ୍ରପୁର ଠାରେ ପାଳିତ |   (02-Oct-2026)       ||      ଛତ୍ରପୁର ମେଇନ ରୋଡ଼ ରେ ଥିବା ରାଜସ୍ତାନ ମିଠା ଦୋକାନ ରେ ସଟ ସର୍କିଟ ଯୋଗୁଁ ଦୋକାନ ପୋଡ଼ିଗଲା ||   (02-Oct-2026)       ||      ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||     

ଜଗତସିଂହପୁର ମହିଳା ୱାସ ରୁମରେ ହିଡେନ କେମେରା ଲଗାଇଥିବା ଘଟଣାର ଫର୍ଦାଫାସ |

01-Jun-2026

ମହିଳା ୱାସ ରୁମରେ କେମେରା ଲଗାଇବା ଘଟଣାର ଫର୍ଦା ଫାସ,

     ଓଡିଶା ଜନ ମତ ବ୍ୟୁରୋ,

ଜଗତସିଂହପୁର ଜିଲ୍ଲା ପାଳ ଙ୍କ ଡିଆର ଡିଏ ଅଫିସ ର ମହିଳା ୱାସ ରୁମରେ ଲଗାଯାଇଥିଲା ହିଡେନ କେମେରା  | ଘଟଣାରତଦନ୍ତ ପରେ ପୋଲିସ ଓ ଜିଲ୍ଲା ପାଳ ଙ୍କୁ ସୂଚନା ମିଳି ଥିଲା କି ପ୍ରେମରେ ବିଫଳ ହୋଈ ହିଡେନ କେମେରା ୱାସ ରୁମରେ ଲଗାଇ ଥିଲା ସଞ୍ଜୟ,| ତେବେ ଏହି ବିଷୟ ଜଣା ପଡିଲା ପରେ ମହିଳା ୱାସ୍ ରୁମ୍‌ରେ ହିଡେନ୍ କ୍ୟାମେରା ଲଗାଇବା ଘଟଣାରେ ଆକ୍ସନ ମୋଡ୍‌ରେ ଜଗତସିଂହପୁର ଜିଲ୍ଲାପାଳ । ରେଭିନ୍ୟୁ ଜୁନିୟର କ୍ଲର୍କ ସଞ୍ଜୟ ଅଧେଖାକୁ ନିଲମ୍ବନ କଲେ ଜିଲ୍ଲାପାଳ । ଏନେଇ ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।ଗତ ଗୁରୁବାର ଦିନ ଜଗତସିଂହପୁର ତିର୍ତ୍ତୋଲ ଅଞ୍ଚଳର ଡିଆରଡିଏ ଅଫିସର ଖେଳିଯାଇ ଥୁଲା ଚାଞ୍ଚଲ୍ୟ । ମହିଳା ୱାସ୍ ରୁମ୍‌ରେ କିଏ ଲଗାଇଥିଲା ସିକ୍ରେଟ୍ କ୍ୟାମେରା । ଯାହାକୁ ନେଇ ସେହି ସମୟରେ ଅଫିସ୍ ପରିସରରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଥିଲା ଏପିରିକିଘଟଣାସ୍ଥଳରେ ପୋଲିସ ପହଞ୍ଚି ତୁରନ୍ତ କ୍ୟାମେରାକୁ ଉଦ୍ଧାର କରି ତଦନ୍ତ ପାଇଁ ପଠାଇଥିଲା । ଏବଂ ପୋଲିସ ମଧ୍ଯ ଘଟଣାର ଛାନ୍‌ଭିନ୍ ଆରମ୍ଭ କରିଥିଲା । ଶେଷରେ ସେହି ଅଫିସରେ କାମ କରୁଥିବା ରେଭିନ୍ୟୁ ଜୁନିୟର କ୍ଲର୍କ ସଞ୍ଜୟ ଅଧେଖା କ୍ୟାମେରା ଲଗାଇଥିବା ଜଣାପଡିଥିଲା । ଗୋଟିଏ  ପଟେ ପୋଲି ତଦନ୍ତ ଚାଲୁଥିବା ବେଳେ ଅନ୍ୟପଟେ  ଜିଲ୍ଲାପାଳ କାର୍ଯ୍ୟାନୁଷ୍ଟାନ ନେଇଛନ୍ତି । ରେଭେନ୍ୟୁ କ୍ଲର୍କ ସଞ୍ଜୟକୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ | ଏବଂ ପୋଲିସ ସଞ୍ଜୟ କୁ ହାଜତ କୁ ନେଇ କେମେରା ଲଗାଇବା ବିଷୟରେ ପଚରା ଉଚରା କରି  କୋର୍ଟ ଫରୱାର୍ଡ କରିଛି |

News Comment

You Might Also Like

BACK TO TOP