Breaking News

ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||     

ପୋଖରୀକୁ ଗାଧୋଇବା ପାଇଁ ଯାଇ ପାଣିରେ ବୁଡି ବୃଦ୍ଧ ମୃତ |

22-May-2026

ଗାଧେଇବା ପାଇଁ ଯାଇ ପୋଖରୀରେ ବୁଡି ମୃତ ।

 ଓଡିଶା ଜନ ମତ,ହିଞ୍ଜିଳିକାଟୁ କୃଷ୍ ଚନ୍ଦ୍ ସାମନ୍ତର,

 ୨୨/୦୫/୨୬ :---

 ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଳକର ବେଲଗାଁ ଥାନା  ଅନ୍ତର୍ଗତ ଭାବନ୍ଧ ଗ୍ରାମରେ ଘଟିଛି  ଅଘଟଣ ।ପାଗଳବାବା ଆଶ୍ରମ ଛକର ରାସ୍ତାକଡରେ ଥିବା ପୋଖରୀରେ ବୁଡି ଜଣେ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।ସୁଚନାଅନୁଯାଇ ରମେଶ ବେହେରା ତାଙ୍କ ବୟସ ୬୨ ବେଳେ ସମୟ ପ୍ରାୟ ସାଢ଼େ ୧୨ଘଣ୍ଟ ସମୟରେ ନିକଟସ୍ଥ ଗାଧେଇବା ପାଇଁ ଯାଇ ଫେରି ନଥିଲେ  । କିଛି ସମୟ ପରେ ସେହି ଗ୍ରାମର ଜଣେ ବ୍ୟକ୍ତି ପାଗଳବାବା ଆଶ୍ରମ ନିକଟରେ ଥିବା ପୋଖରୀରେ ଜଣେ ବ୍ଯକ୍ତିଙ୍କ ଶରୀର ଭାସୁଥିବା ଦେଖି ଛକଠାରେ ଥିବା ଅନ୍ୟ ଲୋକଙ୍କୁ ଜଣାଇଥିଲେ । ଛକଠାରେ ଥିବା ସ୍ଥାନୀୟ ଲୋକ ବେଲଗାଁ ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ  । ଖବର ପାଇ ପୋଲିସ   ତୁରନ୍ତ ପୋଖରୀରେ  ବୁଡ଼ି ଯାଇଥିବା ଲୋକଟିକୁ ଉଦ୍ଧାର ନେଇ  ଭାବନ୍ଧ ଗ୍ରାମର ପୋଖରୀରେ ପହଞ୍ଚିଥିଲେ । ଭାଗ୍ୟର ବିଡମ୍ବନା ଯେ ପୋଖରୀକୁ ଯିବା ସମୟରେ  କେହି ମଧ୍ୟ ଜାଣି ପାରିନଥିଲେ ।  ବ୍ରହ୍ମପୁର ଠାରୁ ତରାତାରିଣୀ ମୁଖ୍ୟ ରାସ୍ତା ବେଳେ ବହୁ ବିଳମ୍ବରେ  ରାସ୍ତା କଡରେ  ଥିବା ପୋଖରୀରେ ଗୋଟିଏ ଶରୀର ଭାସୁଥିବା ଏବଂ ଉକ୍ତ ପୋଖରୀରେ ଅଳ୍ପ ପାଣି ଥିବା ଜଣାପଡିଛି । ମୃତ ଦେହଟି ରମେଶ ବେହେରାଙ୍କ ବୋଲି ଗ୍ରାମବାସୀମାନେ ବେଲଗାଁ ପୋଲିସକୁ କହିଛନ୍ତି ।ପୋଲିସ ଓ  ପୁରୁଷୋତ୍ତମପୁର ଅଗ୍ନିଶମ ବିଭାଗ    ଅଧିକାରୀ ଆଲୋକ କୁମାର ଦଳେଇ ଓଷ୍ଟାଫ ରମେଶ ବେହେରାଙ୍କ ମୃତ ଶରୀରକୁ ଉଦ୍ଧାର କରି  ପୋଷ୍ଟ ମର୍ଟମ ପାଇଁ ବ୍ରହ୍ମପୁର ପଠାଇଥିବା ନେଇ  ବେଲଗାଁ ପୋଲିସର ସୁଚନା ମିଳିଛି । ତେବେ ଅସହାୟ ଗ୍ରୀଷ୍ମ ତାପ ଯୋଗୁଁ ଉକ୍ତ ପୋଖରୀକୁ ଗାଧେଇବା ପାଇଁ ଯିବା ବେଳେ ପାହାଚରେ ଗୋଡ ଖସିଯିବା ଜଣାପଡିଥିବା ବେଳେ ରମେଶ ବେହେରାଙ୍କ ଶରୀରର ଅତିରିକ୍ତ ମୋଟା ହୋଇଥିବାରୁ ପାହାଚରେ ଗୋଡ ଖସିଯାଇ ପୋଖରୀ ପାଣିରେ ବୁଡି ଯାଇଥିବା ନେଇ ଘଟଣା ସ୍ଥଳରେ ଥିବା ଗ୍ରାମବାସୀଙ୍କ ପାଖରୁ ଶୁଣିବାରେ ମିଳୁଛି । 

News Comment

You Might Also Like

BACK TO TOP