Breaking News

ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||     

ଚିକିଟିରେ ବିଜେଡି ତରଫରୁ ରାଲି ଓ ତହସିଲଦାର ଙ୍କୁ ରାଷ୍ଟ୍ରପତି ଙ୍କ ଉଦେଶ୍ୟ ରେ ଦାବିପତ୍ର ପ୍ରଦାନ |

22-May-2026

ଚିକିଟି ରେ ବିଜେଡି ତରଫରୁ ରାଲି ଓ ରାଷ୍ଟ୍ରପତିଙ୍କୁ ଦାବୀପତ୍ର

ଓଡିଶା ଜନ ମତ, କୃଷ୍ଣ ଚନ୍ଦ୍ର ସାମନ୍ତରା, 

ବ୍ରହ୍ମପୁର, ତା--୨୨/୫/୨୦୨୬ :----
ଚିକିଟି ବ୍ଲକ ବିଜେଡି ଦଳର କର୍ମୀମାନେ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀଙ୍କ ନେତୃତ୍ୱରେ ଏକ ବିଶାଳ ରାଲି ସଂଗଠନ କରି ଇଲେକ୍ଟ୍ରିକ ଅଫିସ ଠାରୁ ତହସିଲ ଅଫିସ ଯାଇଥିଲେ। ଶହଶହ କର୍ମୀଙ୍କ ସହ ଶ୍ରୀମତୀ ଉଷା ଦେବୀ, ବିଧାୟକ ପ୍ରାର୍ଥୀ ଶ୍ରୀ ରୂପ ଦେବ, ଏନ୍ ଏ ସି ଅଧ୍ୟକ୍ଷା ଶ୍ରୀମତୀ ଦିପା ସାହୁ, ବ୍ରହ୍ମପୁର ବିଜେଡି ନେତା ସୁବାଷ ମହାରଣା, ସଂଗଠକ ସୁରେନ୍ଦ୍ର ମଣ୍ଡଳ, ପାତ୍ର ପୁର ବିଜେଡି ସଭାପତି ରାମନାଥ ପାଣିଗ୍ରାହୀ ଓ ବିଭିନ୍ନ ପଞ୍ଚାୟତ ଲୋକପ୍ରତିନିଧି ଗଣ ଯାଇ ଚିକିଟି ତହସିଲଦାର ଶ୍ରୀ ବିଶ୍ବରଂଜନ କହଁ- ରଙ୍କୁ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟ
ରେ ଲିଖିତ ଦାବୀ ପତ୍ର ପ୍ରଦାନ କରିଥିଲେ।ବର୍ତ୍ତମାନର 543 ସଦସ୍ୟ ବିଶିଷ୍ଟ ଲୋକ ସଭାରେ ଶତକଡା ୩୩% ମହିଳା ସଂରକ୍ଷଣ ରଖିବା ସହ ବିଧାନସଭାରେ ମଧ୍ୟ ଅନୁରୂପ ସଂରକ୍ଷଣ ରଖିବା ଦାବୀ କରିଥିଲେ। ଶାସକ ଦଳ ଚକ୍ରାନ୍ତ କରି ମହିଳା ଆରକ୍ଷଣ ସହିତ ସୀମା ନିର୍ଦ୍ଧାରଣ ଭୂଲ ଭାବେ ଉପସ୍ଥାପନ କରୁଛନ୍ତି ବୋଲି ଦର୍ଶାଇ ଥିଲେ। ରାଜ୍ୟ ରେ ଦିନକୁ ଦିନମହିଳାଅତ୍ୟାଚାର ବଢ଼ିବାରେ ଲାଗିଛି ଓ ସରକାର ଆଖିବୁଜି ରହୁଛନ୍ତି ଯାହା କି ଅପରାଧ ରେକର୍ଡ ବଢ଼ିଚାଲିଛି ବୋଲି କ୍ଷୋଭ ପ୍ରକାଶ କରିବା ସହ ଆଗାମୀ ଦିନରେ ଲୋକେ ରାଜରାସ୍ତାକୁ ଆସି ଅତ୍ୟାଚାର ଜବାବ ଦେବେ ବୋଲି ପ୍ରକାଶ କରିଥିଲେ।ତହସିଲଦାର ଉକ୍ତ ଦାବୀପତ୍ର ରଖି ମାନନୀୟା ରାଷ୍ଟ୍ରପତିଙ୍କୁ ଜଣାଇବେ ବୋଲି କହିଥିଲେ।

News Comment

You Might Also Like

BACK TO TOP