Breaking News

ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||     

ଝାଡ଼େଶ୍ୱର ପୀଠରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ |

22-May-2026

ଝାଡ଼େଶ୍ୱର ପୀଠ ରେ ବିଜେପି ର ମିଶ୍ରଣ ପର୍ବ, ଚିକିଲି ଓ ବି ଏନ ପୁର ପଂଚାୟତ ର ଏକ ହଜାର ବିଜେଡି ଓ କଂଗ୍ରେସକର୍ମୀ ଙ୍କ ମିଶ୍ରଣ |

 ଓଡିଶା ଜନମତ ଖଲ୍ଲିକୋଟ,ମାଧବ ବେହେରା :---

ଶୁକ୍ରବାର ଦିନ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଶୈବ ପୀଠ ଝାଡ଼େଶ୍ୱର ମନ୍ଦିର ପରିସରରେ ଆୟୋଜିତ ବିଜେପି ର ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ରେ ଖଲ୍ଲିକୋଟ ବ୍ଲକ ର  ବି ଏନ ପୁର ପଂଚାୟତ ସରପଞ୍ଚ ଋଷି ବେହେରା ଙ୍କ ସମେ ବି ଏନ ପୁର ପଂଚାୟତ ର ଏକ ହଜାର କଂଗ୍ରେସ ଓ ବିଜେଡି ର ଏକ ହଜାର କର୍ମୀ ଭାରତ ର ପ୍ରଧାନ ମନ୍ତ୍ର ନରେନ୍ଦ୍ର ମୋଦି ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଖଲ୍ଲିକୋଟ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ପୁର୍ଣ ଚନ୍ଦ୍ର ସେଠୀ ଙ୍କ ଆଦର୍ଶ  ରେ ଅନୁପ୍ରାଣିତ ଓ ପଂଚାୟତ ର ସାମଗ୍ରିକ ବିକାଶ କୁ ଆଖି ଆଗରେ ରଖି ଉକ୍ତ ଦୁଇ ପଂଚାୟତ ର  ଛାମୁଆ ନେତା ଓ କର୍ମୀ ବିଜେପି ଦଳ ରେ ସାମିଲ ହୋଇ ଆଗାମୀ ପଂଚାୟତ ନିର୍ବାଚନ ରେ ସମ୍ପୂର୍ଣ୍ଣ ସହଯୋଗ ର ହାତ ବଢ଼ିଇବା ପାଇଁ  ନିଷ୍ପତ୍ତି ନେଇଥିବା ଶପଥ ନେଇଥିବା ପ୍ରକାଶ |ଉକ୍ତ କାର୍ଯ୍ୟକ୍ରମ ରେ ପୂର୍ବତନ ବ୍ଲକ ଆତ୍ମା ଅଧକ୍ଷ ବିଜେଡି ର ଯୁବ ନେତା ବିମ୍ବାଧର ତ୍ରିପାଠୀ ବିଜେପି ରେ ଅନୁଷ୍ଠାନିକ ଭାବେ ଯୋଗ ଦେଇଥିଲେ |ମିଶ୍ରଣ କାର୍ଯ୍ୟକ୍ରମ ରେ ପୂର୍ବତନ ବ୍ଲକ ଉପାଧ୍ୟାକ୍ଷ ପଦ୍ମ ସୁବୁଦ୍ଧି ରାଜ୍ୟଭ ବି ସି ମୋର୍ଚ୍ଚାର ଉପ ସଭାପତି କାଲୁରାମ ମହାରଣା, ରାଜ୍ୟ ଉଚ୍ଚ ନ୍ୟାୟାଳୟ ର ବରିଷ୍ଟ ଆଇନଜୀବୀ ତାପସ କୁମାର ଆଚାର୍ଯ୍ୟ, କାଳୁ ଚରଣ ପ୍ରଧାନ ଯୁବ ନେତା ନିରଞ୍ଜନ ନାୟକ ପୂର୍ବତବ ସରପଞ୍ଚ  ମନୋଜ ପ୍ରଧାନ ପ୍ରଦୀପ୍ତ କୁମାର ପଟନାୟଜ ପ୍ରମୁଖ ନେତା ମାନେ ଯୋଗ ନବାଗତ କର୍ମୀ ଓ ନେତା ମାନଙ୍କୁ ବିଜେପି ଟୋପି ଓ ଗାମୁଛା ପକାଇ ସ୍ୱାଗତ କରିଥିଲେ |ଚିକିଲି ପଂଚାୟତ ର ଆଦିକନ୍ଧ ଗୌଡ଼ ଟ୍ୱିଟୁ ଖୁଣ୍ଟିଆ, ବାନାମ୍ବର ପଟନାୟକ ଓ ବାପି ଖୁଣ୍ଟିଆ ପ୍ରମୁଖ ବିଜେପି ଦଳ ରେ ଯୋଗ ଦେଇଥିବା ଜଣାଅପଡ଼ିଛି |ଦିନକୁ ଦିନ ବିଧାୟକ ଙ୍କ ନେତୃତ୍ୱ ରେ ମିଶ୍ରଣ ପର୍ବ ରେ ବିଭିନ୍ନ ଦଳ ର ନେତା ଓ କର୍ମୀ ମାନଙ୍କ ଯୋଗ ଦାନ ବୃଦ୍ଧି ପାଇବା ଫଳରେ ଆଗାମୀ ପଂଚାୟତ ନିର୍ବାଚନ ରେ ବିଜେପି ନିରଙ୍କୁଶ ସଂଖ୍ୟା ହାସଲ କରି ବ୍ଲକ ନିଶ୍ଚିତ ଭାବେ ଦଖଲ କରିବ ବୋଲି ବିଧାୟକ ଶ୍ରୀ ସେଠୀ ଦୃଢ଼ ଆଶା ପ୍ରକାଶ କରିଛନ୍ତି |,

News Comment

You Might Also Like

BACK TO TOP