Breaking News

ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||      ସାତନଳ ଠାରେ "ସ୍ୱଛତ୍ତ୍ୱ ରୁ ଦିବ୍ୟତ୍ବ ` ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ |    (11-Oct-2026)       ||      ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ||   (11-Oct-2026)       ||      ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||      ଦୁର୍ଗା ପୂଜାରେ ନୁଆଁ ଚମକ, ପଦ୍ମପୁର ରାଜବାଟି ରେ ସାଢ଼େ 6କେଜି ରୁପାରେ ତିଆରି ମୁକୁଟ ପିନ୍ଧିବେ ଦେବୀ |   (11-Oct-2026)       ||      ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||      ଖଲ୍ଲିକୋଟ ପୋଲିସ ଦ୍ୱାରା ଖୋଜାପଲ୍ଲୀ ଚିତ୍ରସେନ ଜେନା ହତ୍ୟାକାଣ୍ଡ ର ଜଣେ ଆସମୀ ଗିରଫ |   (10-Oct-2026)       ||      ପାଇକମାଳ ମାଉସୀ ମା ମନ୍ଦିର ଠାରେ ଗାୟତ୍ରୀ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ||   (10-Oct-2026)       ||      ଉତ୍କଳ ମଣୀ ଗୋପବନ୍ଧୁ ଦାଶ ଙ୍କ ଜୟନ୍ତୀ କରୁଣା କାନ୍ତି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ପାଳିତ ||   (10-Oct-2026)       ||      2026-ମଥୁରା କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||     

ପୁରୁଷୋତ୍ତମପୁର ବ୍ଲକରେ ଥିବା ଇଣ୍ଡିଆନ ଗ୍ୟାସ ସଂସ୍ଥା ରେ ଅସମାଜିକ ଉପଭୋକ୍ତା ଙ୍କ ଦୌରାତ୍ମ୍ୟ |

18-Mar-2026

ପୁରୁଷୋତ୍ତମପୁର ବ୍ଲକରେ  ମା ଶଙ୍କଟ ତାରିଣୀ ଏସ ହେଚ ଜି ଗ୍ୟାସଗ୍ରୁପ କୁ ସୁରକ୍ଷା ପ୍ରଦାନ ପାଇଁ କିଛି ଗ୍ରାହକ ଙ୍କ ଦାବି |

   ଓଡିଶା ଜନ ମତ ବ୍ୟୁରୋ

ବର୍ତ୍ତମାନ ଇରାନ, ଆମେରିକା ଓ ଇସ୍ରାଏଲ ମଧ୍ୟରେ ଲାଗିଥିବା ଯୁଦ୍ଧ ଯୋଗୁଁ ପୃଥିବୀ ର ବିଭିନ୍ନ ଦେଶରେ ପ୍ରାକୃତିକ ଗ୍ୟାସ ଓ ତୈଳ ସଙ୍କଟ ଦେଖା ଦେଇଛି। ଯାହାକି ଏହାର ପ୍ରଭାବ ଭାରତ ଉପରେ ମଧ୍ୟ ପଡିଛି। ବିଶେଷ କରି ଏଲପିଜି ଗ୍ୟାସ ର ଅଭାବ ଯୋଗୁ ସିଧା ରୋଷେଇ ଘରେ ମାଡ ହୋଇଛି। ଗାଁ ଠାରୁ ସହର ସବୁଠି ଗୋଟିଏ ହାଣ୍ଡି ଗ୍ୟାସ ପାଇବାକୁ ଚିନ୍ତା ଘାରିଛି।  ସେମଧ୍ୟରେ ଓଡିଶାସରକାର ଆଗର ଗ୍ୟାସ ପାଇବା ନିୟମ ରେ କିଛି ପରିବର୍ତ୍ତନ କରିଛନ୍ତି | ଆଗରୁ ଲୋକଙ୍କୁ ମାସକୁ ଦୁଇଟି ଗ୍ୟାସ ବୁକିଙ୍ଗକରୁଥିଲା ବେଳେ ଉଜ୍ୱଳା ଉପଭୋକ୍ତା ଙ୍କ ପାଇଁ 22 ଦିନରେ ମିଳୁଥିଲା  ଗ୍ୟାସ | କିନ୍ତୁ ଏବେ ଏହାକୁ ସରକାର ପରିବର୍ତ୍ତନ କରି ଗ୍ରାମାଞ୍ଚଳ ପାଇଁ 45 ଦିନ ଓ ବିଜ୍ଞାପିତ, ମୁନିସିପାଲିଟି ପାଇଁ ବୁକିଙ୍ଗ ର 25 ଦିନରେ ଗ୍ୟାସ ମିଳିବାକୁ କହିଥିଲା ବେଳେଏହି ନିୟମ କୁ ପୁରୁଷୋତ୍ତମପୁର ବ୍ଲକରେ ଓର ମାସ ଦ୍ଵାରା ଦିଆଯାଇଥିବା ଶକ୍ତି ଗ୍ରାମୀଣ ପ୍ରୋଜେକ୍ଟ ମା ଶଙ୍କଟ ତାରିଣୀ ସ୍ୱୟଂ ସହାୟିକା ଗ୍ରୁପକୁ ବିତରଣ ଦାଇତ୍ୱ ଦିଆ ଯାଇଛି | ବୁକିଙ୍ଗ ନିୟମ କିନ୍ତୁମାନୁ ନାହାନ୍ତି କିଛି ଉପୋଭୋକ୍ତା | ବୁକିଙ୍ଗ କରିବାର ପାଞ୍ଚ ସାତ ଦିନ ପରେ ଏହି ଗ୍ୟାସ ଡିପୋ କୁ ଆସି ଆମର ଗ୍ୟାସ କାହିଁକି ଆସିନି କହିଲା ପରେ ଦାଇତ୍ୱରେ ଥିବା ମହିଳା ସଭାପତି ତୁମର ଆହୁରି ଅଠର ଦିନ ବାକିଅଛି ପରେ ଆସିବ | ଏହାଶୁଣି କିଛି ମଦ୍ୟପ ଉପୋଭୋକ୍ତା ମାନେ ଉତକ୍ଷିପ୍ତ ହୋଈ ବିଭିନ୍ନ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ମାରିଦେବାର ଧମକ ମଧ୍ୟ ଦେଉଛନ୍ତି | କିଛି ଉପୋଭୋକ୍ତା ମାନେ କହିବାର କଥା ଯେଉଁ ମଦ୍ୟପ ବ୍ୟକ୍ତି ଓ ତାଙ୍କୁ ସହଯୋଗ କରୁଥିବା କିଛି ବ୍ୟକ୍ତି ଙ୍କ ଏପରି କାଣ୍ଡ କାରଖାନାକୁ ସେମାନେ ନିନ୍ଦା କରିବା ସହ ସେମାନଙ୍କ ଉପରେ ବ୍ଳକ ପ୍ରଶାସନ ପୋଲିସ ପ୍ରଶାସନ ସିଡିପିଓ ଦୃଷ୍ଟି ଦେବାସହ ଓରମାସ ସଂସ୍ଥା ର ମୁଖ୍ୟ ଏହି ମହିଳା ଗ୍ରୁପ ଙ୍କୁ ସୁରକ୍ଷା ପାଇଁ କିଛି ପୋଲିସ କିମ୍ବା ବ୍ଳକ ଷ୍ଟାଫ ଙ୍କୁ ସେଠାରେ ନିୟୋଜିତ କରିବାକୁ କିଛି ଉପୋଭୋକ୍ତା  ଅନୁରୋଧ କରିଛନ୍ତି | ଅସମାଜିକବ୍ୟକ୍ତି ଙ୍କ କହିବା କଥା କି ଏହିଗୃପ ଗ୍ୟାସ କଳା ବଜାରୀ କରି ବିକି ଦେଉଛନ୍ତି |  ଏହା ଉପରେ ଗ୍ରୁପରସଭାପତି ଙ୍କ କହିବା କଥା  ତାଙ୍କ ଅଫିସ କୁ ଲାଗି ଯୋଗାଣ ବିଭାଗ ଅଧିକାରୀ ଙ୍କ ଅଫିସ ଅଛି, ତାକୁ ଲାଗି ଏତିରିକ୍ତ ବିଡ଼ିଓ, ବିଡ଼ିଓ ଙ୍କ ଅଫିସ ସହିତ ସମନ୍ୱିତ ଶିଶୁ ବିକାଶ ବିଭାଗ ର ଅଫିସ ରହିଛି | ଯଦି ସେମାନଙ୍କ ସନ୍ଦେହ ହେଉଛିଗ୍ୟାସ କଳା ବଜାରୀ ହେଉଛି ବୋଲି ତେବେ ସେମାନେ ଏହି ଅଧିକାରୀ ଙ୍କ ପାଖରେ ଅଭିଯୋଗ କରି ଏହି ସଂସ୍ଥା ବିରୁଦ୍ଧରେଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ |ସେମାନଙ୍କ କହିବା କଥା ଏହିକି ଯେ ଦୁଃଖ ଏବଂ ପରିତାପର ବିଷୟ  ଏହିକି ସଂସ୍ଥା ଦ୍ଵାରା ଲୋକଙ୍କ ବୁକିଙ୍ଗ  400 ରୁ 450 ହେଉଥିଲା ବେଳେ ଇଣ୍ଡିଆନ ଛତ୍ରପୁର ଡିପୋ ରୁ ଦିନକୁ 50ରୁ 60 ଗୋଟି ଗ୍ୟାସ ସିଲିଣ୍ଡର ଆସୁ ଥିବାରୁ ଲୋକମାନଙ୍କୁ କିପରି ବିତରଣ କରାଯିବ ବୋଲି ସେ ଅତି କ୍ଷଭୋ ର ସହିତ କହିଛନ୍ତି | ତେଣୁ ଏହାଉପରେ  ଗଞ୍ଜାମ ଜିଲ୍ଲପାଳ, ପିଡି,  ବ୍ଳକ ଅଧିକାରୀ ଗୁରୁତ୍ୱ ଦେଈ ସଂସ୍ଥା ଖୋଲିବା ସମୟ ଠାରୁ  ବନ୍ଦ ପର୍ଯ୍ୟନ୍ତ ଏକ ପୋଲିସ ମୁତୟନ କଲେ ଅସମାଜିକ ବ୍ୟକ୍ତି ଙ୍କ ଆକ୍ରୋଶରୁ ସେମାନେ ରକ୍ଷା ପାଇ ପାରିବେବୋଲି  କହିଛନ୍ତି |

News Comment

You Might Also Like

BACK TO TOP