Breaking News

ପିତା ମାତାଙ୍କ ମୃତ୍ୟୁ ପରେ ବେସାହାରା ହେଲେ ଚାରି କୁନି ଚୁଆ |    (11-Aug-2026)       ||      ପ୍ରଭୁ ଗୋରେଖ ନାଥ ଙ୍କ ପୀଠରେ ଅପର୍ଯ୍ୟାପ୍ତ କାଉଡିଆ ଙ୍କ ଭିଡ଼ ,|    (11-Aug-2026)       ||      ବସ ଦୁର୍ଘଟଣାରେ ଅଟୋ ଚାଳକ ମୃତ, ଓଜଣେ ଗୁରୁତର |    (11-Aug-2026)       ||      ସାର୍ଟିଫିକେଟ ବନ୍ଧା ପଡିଥିବାରୁ ମିଳିଲାନି ଚାକିରୀ, ସ୍ୱାମୀ ସ୍ତ୍ରୀ ଦୁହେଁ ଏବେ ଦିନ ମଜୁରିଆ    (11-Aug-2026)       ||      ଜିଲ୍ଲପାଳ ଙ୍କ ଆହ୍ୱାନ " ଘରେ ଘରେ ତ୍ରିରଙ୍ଗା "କାର୍ଯ୍ୟକ୍ରମ ରେ ସାମିଲ ହୁଅନ୍ତୁ |   (11-Aug-2026)       ||      ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ ରେଯୁବ ରେଡ଼କ୍ରସ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ |    (11-Aug-2026)       ||      ଛତ୍ରପୁର ଶାଖା ଅବସର ସରକାରୀ କର୍ମଚାରୀ ସଙ୍ଘର ମାସିକ ବୈଠକ ଅନୁଷ୍ଠିତ ||   (11-Aug-2026)       ||      ବିନାୟକ ମନ୍ଦିର ର ଉନ୍ନତି ଲାଗି ହାତ ବଢ଼ାଇଲେ ସମାଜ ସେବୀ ଦୀପକ ମୁଦୁଲି |    (11-Aug-2026)       ||      ମାଲେସିଆ ରୁ କଲିକତା ଆସୁଥିବା ବିମାନ ପାଇଲେଟ ଙ୍କଉପସ୍ଥିତ ବୁଦ୍ଧିଯୋଗୁ ସମସ୍ତ ଯାତ୍ରୀ ସୁରକ୍ଷିତ ରେ ଓଲ୍ଲାହିଁଲେ |   (11-Aug-2026)       ||      ଗଜପତି ଜିଲ୍ଲା ନୁଆଁ ଗଡ଼ ପଞ୍ଚାୟତ ରେ ଜିଲ୍ଲପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ||   (10-Aug-2026)       ||      ଜଣେ ମହିଳା ତାଙ୍କ ଲମ୍ବା କେଶ ପାଇଁ ଗିନିଜ ବୁକ ଅଫ ରେକର୍ଡ କରିଛନ୍ତି |   (10-Aug-2026)       ||      ଦ୍ୱତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ ||   (10-Aug-2026)       ||      ଖଲ୍ଲିକୋଟ ରେ ପାଚିକା, ସହାୟିକା ଙ୍କ ତାଲିମ ଶିବିର ଆୟୋଜିତ |   (10-Aug-2026)       ||      ପୂର୍ବତନ ରାଷ୍ଟ୍ରପତି ଭି ଭି ଗିରି ଙ୍କ 132ତମ ଜୟନ୍ତୀ ପାଳିତ |    (10-Aug-2026)       ||      ବାଲିଗୁଡା ବ୍ଲକ ଓଏହାର ସମସ୍ତ ଶୈବ ପୀଠରେ ଶ୍ରାବଣ ଦ୍ୱତୀୟ ସୋମବାର ରେ ଜଳାଭିଷେକ,|   (10-Aug-2026)       ||      ସାପ କାମୁଡା ରେ ଦୁଇ ମାସ ଶିଶୁ ମୃତ, ବାପା ଗୁରୁତର |    (10-Aug-2026)       ||      ଲକ୍ଷାଧିକ ଟଙ୍କା, ସୁନା ଓ ଅନ୍ୟନ୍ୟ ସାମଗ୍ରୀ କୁ କେସିଙ୍ଗା ର ଏକ ଘରୁ ଚୋରି କଲେ ଚୋର |    (10-Aug-2026)       ||      ଶ୍ରୀକ୍ଷେତ୍ରପୋଢୁଆଁ ଯାତ୍ରାର ଅନ୍ୟତମ ପ୍ରବର୍ତ୍ତକ ସରୋଜ ନାୟକ ସମ୍ବର୍ଦ୍ଧିତ ||   (10-Aug-2026)       ||      କ୍ରୀଡା ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା |   (10-Aug-2026)       ||      ଜମି ମାଲିକ ନଆସିଲେ ମଧ୍ୟ ଭାଗ ଚାଷୀ ପଞ୍ଜିକରଣ କରିପାରିବେ ||   (10-Aug-2026)       ||     

ବାଲି ଟ୍ରକ ଧକ୍କାରେ ବାଇକ ଆରୋହୀ ଗୁରୁତର |

22-Feb-2026

ବାଲି  ହାଇଓ୍ବା ଧକ୍କାରେ ବାଇକ ଆରୋହୀ ଗୁରୁତରବ୍ରହ୍ମପୁ ସ୍ଥାନାନ୍ତର ।

       ଓଡିଶା  ଜନ ମତ ବ୍ୟୁରୋ,

ବର୍ତ୍ତମାନ ରାସ୍ତାରେ ଯେଉଁ ବାଲି ବୋଝେଇ ଟ୍ରକ ଗୁଡିକ ବେପରୁଆ ଭାବେ ଯିବା ଆସିବା କରୁଛି ପ୍ରତେକ ଦିନ କେଉଁଠି ନା କେଉଁଠି ଦୁର୍ଘଟଣା ଘଟି କେତେଲୋକଙ୍କ ଜୀବନ ଯାଉଛି ତ ଆଉକେତେ ଆହାତ ହୋଇ ଚିକିତ୍ସିତହେଉଥିବା ଦେଖାଯାଉଛ | ସେପର ଏ ଘଟଣ ଘଟିଛ  ହିଞ୍ଜିଳିକାଟୁ ପୌରାଞ୍ଚଳ ତଥା ୫୯ ନଂ ଜାତୀୟ ରାଜପଥର ସିନେମା ହଲ ନିକଟରେ  ଏକ ବାଲି ବୋଝେଏଏସ ୧୩୯୯) ଓ କ୍ଷତିଗ୍ରସ୍ତ ହୋଇଥିବା ବାଇକ (ଓଡି ୩୨ ଡି ୩୬୯୧) ଉଭୟ ଗାଡ଼ିକୁ ପୁଲିସ ଜବତକରି ତଦନ୍ତ ଚଳାଇଛି। ସୂଚନା ମୁତାବକ ବୁଗୁଡ଼ା ଥାନା ବି. କରଡ଼ା ବାଡ଼ି ଗ୍ରାମର କୁନା ଓ ସମ୍ପର୍କୀୟ ପରି ବାଇକ ଯୋଗେ ବ୍ରହ୍ମପୁରç ଅଭିମୁଖେ ଯାଉଥ‌ିବା ବେଳେ ଆସିକା ପଟରୁ ବାଲି ବୋଝେଇ ଏକ ହାଇୱା ଦ୍ରୁତଗତିରେ ଆସି ପଛ ପଟକୁ ଧକ୍କା ଦେଇଥିଲା। ଫଳରେ ଉଭୟେ ଗୁରୁତର ଆହତ ହୋଇଥିବା ବେଳେ ବାଇକଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଅଧ‌ିକ ଚିକିତ୍ସା ସକାଶେ ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ପୁଲିସ ସୁତ୍ରରୁ ଜଣାପଡିଛି। ପ୍ରକାଶ ଥାଉକି, ଋଷିକୁଲ୍ୟା ନଦୀର ନିଲାମ ଓ ନିଲାମ ହୋଇ ନ ଥ‌ିବା ବିଭିନ୍ନ ଘାଟରୁ ଦୈନିକ ଶହ ଶହ ବାଲି ବୋଝେଇ ହାଇଓ୍ବା ଓଭର ଲୋଡିଂ କରି ସ୍ଥାନୀୟ ସହରର ଜନଗହଳିପୂର୍ଣ୍ଣ ସ୍ଥାନ ମାନଙ୍କରେ ଅତି ଦ୍ରୁତଗତିରେ ଯିବା ଆସିବା କରୁଥିବା ନିତିଦିନିଆ ଘଟଣା ପାଲଟିଛି । ବହୁ ସମୟରେ ବାଲି ବୋଝେଇ ହାଇୱାଗୁଡ଼ିକର ଆବଶ୍ୟକ କାଗଜପତ୍ର ନଥିଲା ବେଳେ ଓଭରଲୋଡିଂ ସହ ଦିନରାତି ଦ୍ରୁତଗତିରେ ଯିବା ଆସିବା କରୁଥିବା ଦେଖାଯାଇଛି । ଖଣି, ତହସିଲ ଓ ପୁଲିସ ଅଧିକାରୀଙ୍କ ହାବୁଡ଼ରୁ ଖସିଯିବା ପାଇଁ ଦ୍ରୁତଗତିରେ ଯିବା ଆସିବା କରୁଥିବା ବେଳେ ବହୁ ଧନ ଜୀବନ ପ୍ରଭାବିତ ହେଉଥ‌ିବା ଦେଖାଯାଇଛି ।

News Comment

You Might Also Like

BACK TO TOP