Breaking News

ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||     

ବିଜ୍ଞାନ ମହାବିଦ୍ୟାଳୟ ରେ ରାଷ୍ଟ୍ରୀୟ ଯୁବ ଦିବସର କ୍ରୀଡା ପ୍ରତିଯୋଗିତା |

09-Jan-2026

ବିଜ୍ଞାନ ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ଯୁବ ଦିବସର  କ୍ରୀଡା ପ୍ରତିଯୋଗିତା,

ଓଡ଼ିଶା ଜନମତ,ପୋଲସରା,ସନ୍ତୋଷ କୁମାର ପଣ୍ଡା
  ତା.୦୭/୦୧/୨୦୨୬:

ଆସନ୍ତା ୧୨ ତାରିଖ ସୋମବାର ଦିନ ସ୍ବାମୀ ବିବେକାନନ୍ଦଙ୍କ  ଜନ୍ମ ଦିବସକୁ ସମଗ୍ର ଦେଶରେ ଜାତୀୟ ଯୁବ ଦିବସଭାବେ  ପାଳନ କରାଯିବ। ଏହି ପରିପ୍ରେକ୍ଷୀରେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ୬ ତାରିଖ ମଙ୍ଗଳବାର ଦିନ ଲେପ୍ଟନାଣ୍ଟ
ବିନତା କୁମାରୀ ଦାସଙ୍କ ସ°ଯୋଜନାରେ ମହାବିଦ୍ୟାଳୟର ଏନ୍.ସି.ସି. କ୍ୟାଡେଟ୍ ୨(୦) ବାଳିକା ବଟାଲିୟନ ରାୟଗଡ଼ା ତରଫରୁ ସ୍ଲୋ ସାଇକେଲ ରେସ ଏବଂ ସଟଫୁଟ୍ ରେସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅଧ୍ୟକ୍ଷ ଡ଼. ଦିଲୀପ କୁମାର ନାୟକ ଏହି ପ୍ରତିଯୋଗିତାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ପରେ ବାଳିକା ବର୍ଗରେ ହୋଇଥିବା ସାଇକେଲ ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ବର୍ଷା ରାଣୀ ସାହୁ, ଦ୍ୱିତୀୟ ସ୍ଥାନରେ ଛାତ୍ରୀ ରଚିତା କୁମାରୀ ସାହୁ ଓ ତୃତୀୟ ସ୍ଥାନରେ ବିଷ୍ଣୁପ୍ରିୟା ରାଉତ ବିଜୟୀ ହୋଇଥିବାବେଳେ ସଟଫୁଟ୍ ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ବର୍ଷା ରାଣୀ ସାହୁ, ଦ୍ୱିତୀୟ ସ୍ଥାନରେ ରାଜେଶ୍ୱରୀ ବେହେରା ଓ ତୃତୀୟ ସ୍ଥାନରେ ଛାତ୍ରୀ ମୌସୁମୀ ମହାନ୍ତିଙ୍କ ସମେତ ଛାତ୍ରୀ ଆସା ସ୍ୱାଇଁ ବିଜୟୀ ହୋଇଛନ୍ତି। ସେହିଭଳି ବାଳକ ବର୍ଗରେ ସାଇକେଲ ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ଛାତ୍ର ଶିପୁନ ନାହାକ, ଦ୍ୱିତୀୟ ସ୍ଥାନରେ ଜୁଲମ ଗୌଡ ଓ ତୃତୀୟ ସ୍ଥାନରେ ଛାତ୍ର ଶିବ ପ୍ରସାଦ ସାହୁ ବିଜୟୀ ହୋଇଥିବାବେଳେ ସଟଫୁଟ୍ ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ଛାତ୍ର ଶିବ ଶଙ୍କର ବେହେରା, ଦ୍ୱିତୀୟ ସ୍ଥାନରେ ଛାତ୍ର ନବୀନ ସାହୁ ଓ ତୃତୀୟ ସ୍ଥାନରେ ଛାତ୍ର ହିତ୍ରିକ ସାହୁ ବିଜୟୀ ହୋଇଛନ୍ତି। ଏଥିରେ ବିଚାରକ ଭାବେ ଲିପିନାଥ ସି°,ଟୁଟୁ ଡାକୁଆ,ଶ୍ରୀକାନ୍ତ ପ୍ରଧାନ, ଡ଼. ରୋଜିତା ମିଶ୍ର, ଡ଼. ମୀନାକ୍ଷୀ ପାଣିଗ୍ରାହୀ, ଡ଼. ଜ୍ୟୋତ୍ସା ରାଣୀ ପଟ୍ଟନାୟକ ପ୍ରମୁଖ ଦାୟିତ୍ୱ ତୁଲାଇଥିଲେ। ଏହାପରେ ଅଧ୍ୟକ୍ଷ ଏବଂ ଅଧ୍ୟାପକମାନେ ସ୍ଲୋ ସାଇକେଲ ପ୍ରତିଯୋଗିତାରେ ଅ°ଶଗ୍ରହଣ  କରି ନିଜ ନିଜର ଶାରିରୀକ ଏବଂ ମାନସିକ ଦକ୍ଷତା ଦେଖାଇଥିଲେ।

News Comment

You Might Also Like

BACK TO TOP