Breaking News

ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||     

ସିଏଚ ନୂଆଙ୍ଗା ରେ ଦୁଇଟି ମଣ୍ଡିକୁ ଉଦଘାଟନ କଲେ କବିସୂର୍ଯ୍ୟନଗର ବିଧ୍ୟୟକ ,

08-Jan-2026

ସି ଏଚ ନୂଆଙ୍ଗା ରେବିଧାୟକ ଙ୍କ ଦ୍ୱାରା ଖୋଲିଲା ଦୁଇଟି ଧାନ ମଣ୍ଡି,   

      ଓଡିଶା ଜନ ମତ ବ୍ୟୁରୋ, 

ପୁରୁଷୋତ୍ତମପୁର ବ୍ଲକ ଚାଙ୍ଗୁଡିପଦର ନୂଆଗାଁ ରେ ଦୁଇଟି ଧାନ ମଣ୍ଡି ର ଉଦଘାଟନ କଲେ କବିସୂର୍ଯ୍ୟ ନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ |  ଗୋଟିଏ ହେଉଛି  ରାଉଳପଲ୍ଲୀ ସ୍ଥିତ ଗୁପ୍ତେଶ୍ୱର ସମବାୟ  ସେବା ସମିତି, ଓ ଅନ୍ୟଟି ହେଉଛି  ଚାଙ୍ଗୁଡ଼ି ପଦର ନୂଆଙ୍ଗା ସେବା ସମବାୟ ସମିତି | ଏଗୁଡିକ ଅଧୀନରେ ଖରିଫ ଧାନ ସଂଗ୍ରହ ପାଇଁ ସରକାରୀ ସ୍ତରରେ ମଣ୍ଡି ବ୍ୟବସ୍ଥାର ଶୁଭଉଦଘାଟନ ହୋଇଛି। ସମବାୟ ସମିତି ସମ୍ପାଦକ ସନ୍ତୋଷ କୁମାର ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ  କାର୍ଯ୍ୟକ୍ରମ କୁ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଉପସ୍ଥିତରହି ଉଦଘାଟନ କରି ଥିଲେ। ସମ୍ମାନିତ ଅତିଥ୍ ଭାବେ ତହସିଲଦାର ବିନୋଦ କୁମାର ବେହେରା, ବିଡ଼ିଓ ଶରତ କୁମାର ପାତ୍ର,  ଯୋଗାଣ ନିରୀକ୍ଷକ ଜଗନ୍ନାଥ ପ୍ରଧାନୀ, ଆରଏମସି ନୋଡାଲ ଅଧୂକାରୀ ପବିତ୍ର କୁମାର ସାହୁ, ସମିତି ସଭ୍ୟା ଆଭା ପରିଡା,  ପାଣ୍ଡିଆ ସମିତିସଭ୍ୟ ସିମାଞ୍ଚଳ ଗୌଡ଼, ଖରିଡା ସରପଞ୍ଚ ପ୍ରତିନିଧି ରମେଶ ଦଳେଇ, ଏବଂ ଅନ୍ୟ ନିମନ୍ତ୍ରିତ ଅତିଥ୍ ଭାବେ ଶ୍ରୀକାନ୍ତ ପଣ୍ଡା, ଚନ୍ଦନ କୁମାରନାୟକ, କିଶୋର ଚନ୍ଦ୍ର ପରିଡା, ଲକ୍ଷ୍ମୀ ଚରଣ ପରିଡା, ଙ୍କ ସହ ବହୁ ସରପଞ୍ଚ ଏବଂ ସମିତିସଭ୍ୟ ଉପସ୍ଥିତ ଥିଲେ।ସମିତି ସଭାପତି ମୁରଲୀ ପାଣି ସ୍ବାଇଁ କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିବା ବେଳେ ମୁଖ୍ୟଅତିଥ୍ ବିଧାୟକ ଶ୍ରୀ ନାୟକ ଚାଷୀମାନଙ୍କୁ ଉଦ‌ବୋଧନ ଦେଇ ସରକାରଙ୍କ ମଣ୍ଡି ପରିଚାଳନା ବ୍ୟବସ୍ଥା ଓ ସରକାରୀ ସ୍ତରରେ ଦିଆଯାଉଥିବା ଇନପୁଟ ସବସିଡି ସମ୍ପର୍କରେ ସୂଚନା ଦେଇଥିଲେ। କୌଣସି ଚାଷୀଙ୍କୁ ଶୋଷଣର ଶିକାର ହେବାକୁ ଦିଆଯିବ ନାହିଁ ଏବଂ କୌଣସି  ପ୍ରକାର କଟନି ଛଟନିକୁ ମଧ୍ୟ ବରଦାସ୍ତ କରାଯିବ ନାହିଁ ବୋଲି ସୂଚନା ଦେଇଥିଲେ । ଏଣୁସମସ୍ତ ଚାଷୀଭାଇମାନେ ସରକାରଙ୍କ ବିଧ ବ୍ୟବସ୍ଥା ମଧ୍ୟରେ ଉତ୍ତମ ଧରଣର ଧାନ ଦେଇ ସରକାରୀ ଧାର୍ଯ୍ୟ ଟଙ୍କା ପାଇବାକୁ ହକଦାର ହେବେ ବୋଲି ସେ ସୂଚନା ଦେଇଥିଲେ।  ସମବାୟ ସମିତି  ଅଧୀନରେ ୧୨୦ ଜଣ ଚାଷୀ ପଞ୍ଜିକୃତ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଏହି ସମିତିକୁ ୨୮୨୨ ଦ୍ବିଣ୍ଟାଲ ଧାନ କ୍ରୟ ପାଇଁ ଅନୁମତି ଥିବା ଯୋଗାଣ ନିରୀକ୍ଷକ ଶ୍ରୀ ପ୍ରଧାନୀ ସୂଚନା ନା ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ  ଶତାଧିକ ମହିଳା ଏବଂ ପୁରୁଷ ଚାଷୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ସମ୍ପାଦକ ଶ୍ରୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ସେହି ପରି ସିଏଚ ନୂଆଙ୍ଗା ସେବା ସମବାୟ ସମିତି ଧାନ ମଣ୍ଡିକୁ ମଧ୍ୟ  ବିଧାୟକ ପ୍ରତାପ ନାୟକ  ଉଦଘାଟନ କରିବା ସହ ଚାଷୀମାନେ କିପରି ଉପକୃତ ହୋଇ ପାରିବେ ତାଉପରେ ଚାଷୀ ମାନଙ୍କୁ  ବୁଝାଇ ଥିଲେ |  ଏହି କାର୍ଯ୍ୟକ୍ରମ ରେ ସୋସାଇଟି ର ସମ୍ପାଦକ ଭଗବାନ ସାହୁ ଓ ଅନ୍ୟନ୍ୟ କର୍ମଚାରୀ ଉପସ୍ଥିତ ଥିଲେ |

News Comment

You Might Also Like

BACK TO TOP