Breaking News

ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ଙ୍କୁ ବିଦାୟ ସମ୍ବର୍ଦ୍ଧନା    (02-Mar-2026)       ||      ଅରଖ ପୁର ଗ୍ରାମ ନିକଟରେ ଯୁବକ ଙ୍କୁ ଗୁଳି କରି ଅଭିଯୁକ୍ତ ଫେରାର |    (02-Mar-2026)       ||      ବୁଗୁଡ଼ା ବ୍ଳକ ଖରିଡା ୟୁପି ସ୍କୁଲ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (02-Mar-2026)       ||      ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ଯୁବକ ଙ୍କ ମୃତ୍ୟୁ |    (02-Mar-2026)       ||      ରାସ୍ତା ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର,   (02-Mar-2026)       ||      ବାଲୁଙ୍ଗା ଷ୍ଟେସନ ନିକଟରେ ଅଜଣା ଯୁବକଙ୍କ ମୃତ୍ୟୁ |    (02-Mar-2026)       ||      ତାରାତାରିଣୀ ମହା ବିଦ୍ୟାଳୟ ରେ ଛାତ୍ରୀ ଆତ୍ମ ରକ୍ଷା ତାଲିମ ଶିବିର ଅନୁଷ୍ଠିତ ||   (02-Mar-2026)       ||      ପ୍ରାଧ୍ୟାପକ ସୁଶାନ୍ତ କୁମାର ପଣ୍ଡାଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା |   (01-Mar-2026)       ||      ପୋଲସରା ରେ ପ୍ରବୋଧନ ତାଲିମ ଶିବିର ଅନୁଷ୍ଠିତ |    (01-Mar-2026)       ||      କୋଦଳାରେ ଚାଲିଛି ଠାକୁରଙ୍କ ଦୋଳ ଉତ୍ସବ | ବାଣ ଯାତ୍ରା ବନ୍ଦ ପାଇଁ ନିଷ୍ପତି |    (01-Mar-2026)       ||      ଝୁଲନ୍ତା ଅବସ୍ଥାରେ ଯୁବକ ଙ୍କ ମୃତ ଦେହ ଉଦ୍ଧାର |    (01-Mar-2026)       ||      ଯେଉଁଠି ପୋଲିସ କୁ ଦିନରେ ଆକ୍ରମଣ, ସେଠାରେ ସାଧାରଣ ଲୋକଙ୍କ ଅବସ୍ଥା କଣ ହେବ |    (01-Mar-2026)       ||      ରାସ୍ତାରେ ଅଟକାଇ ଲୁଟିନେଲେ 10ହଜାର ଟଙ୍କା |    (01-Mar-2026)       ||      ବର୍ତ୍ତମାନ A I ଯୁଗରେ ବି ପୁରୁଣାକୁ ମନେ ପକାଇ ଶଗଡ଼ ରେ ଆସିଲା କନିଆଁ |    (01-Mar-2026)       ||      ହାଇୱା ଧକ୍କାରେ ଜଣେ ଛାତ୍ର, ମୃତ, ଜଣେ ଛାତ୍ରୀ ଗୁରୁତର |    (28-Feb-2026)       ||      ବୁଲେଟ, ସ୍କୁଟି ମୁହାଁମୁହିଁ ଧକ୍କା, ଜଣେ ମୃତ, ତିନି ଗୁରୁତର,    (28-Feb-2026)       ||      ହୁକ୍କା ଆଡ୍ଡା ଉପରେ ଚଢ଼ାଉ କଲା ବ୍ରହ୍ମପୁର ଟାଉନ ଥାନା ପୋଲିସ |    (28-Feb-2026)       ||      ଖଲ୍ଲିକୋଟ, ଡ଼ି ଆଇ ଇ ଟି ପକ୍ଷରୁ ବିଜ୍ଞାନ ଦିବସ-- 2026 ଆୟୋଜିତ |    (28-Feb-2026)       ||      ମୋଟର ସାଇକେଲ ଲୁଟେରା ଗିରଫ, ତିନି ମୋଟର ସାଇକେଲ ଜବତ,   (28-Feb-2026)       ||      ପଲିଶ୍ରୀ ବିଜ୍ଞାନ ମହିଳା ମହାବିଦ୍ୟାଳୟ ର +3ଶେଷ ବର୍ଷ ଛାତ୍ରୀ ମାନଙ୍କୁ ଅଭିନନ୍ଦନ ||   (28-Feb-2026)       ||     

ଆଗାମୀ ନିର୍ବାଚନ ରେ ବିଜେଡିର ଦୁଇ ଟାଣୁଆ ନେତାଙ୍କ ମଧ୍ୟରେ କୋରେଇ ରେ ହେବ କଡା ଚାଲେଞ୍ଜ, ବବି /ଝିଲିକ |

04-Jan-2026

କୋରେଇ ରାଜନୀତିରେ ଦାସ ପରିବାର ଓ ଘଡ଼େଇ ପରିବାର ଭିତରେ ହେବ ମହା ଟକ୍କର,

     ଓଡିଶା ଜନ ମତ ବ୍ୟୁରୋ,

  ଲୋକେ କହିବାଟା ବେଳେ ବେଳେ ସତ ହେଉଛି, ରାଜ ନୀତିରେ କିଏ କାହାର ଶତ୍ରୁ ନୁହଁ, କିଏ କାହାର ମିତ୍ର ନୁହଁ ସମୟ ସ୍ରୋତରେ ସମସ୍ତେ  ନିଜର ଆଉ କେତେବେଳେପର ଏପରି ଏକ ଦୃଶ୍ୟ ହେଉଛି ଯାଜପୁର ଜିଲ୍ଲା କୋରେଇ ନିର୍ବାଚନ ମଣ୍ଡଳୀ ରୁ ଲଗାତାର ତିନିଅର ନିର୍ବାଚିତ ହୋଇ ମନ୍ତ୍ରୀ ଓ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ହୋଇଥିଲେ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି) । ଗତ ନିର୍ବାଚନରେ କବି ଯାଜପୁର ଆସନରୁ ପ୍ରାର୍ଥୀ ନହୋଇ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ସାଂସଦ ପ୍ରାର୍ଥୀ ହୋଇଥିଲେ । ନିର୍ବାଚନରେ ବିଜେପିର ଟାଣୁଆ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟରୁ ଶୋଚନୀୟ ପରାସ୍ତ ହୋଇଥିଲେ ।ବବି ଯାଜପୁର ଛାଡିଥିଲେ ମଧ୍ୟ ତାଙ୍କ ମାଆ ଙ୍କୁ ଯାଜପୁର ଆସନରୁ ଛିଡା ନକରି କୋରେଇ ଆସନରୁ ଛିଡା କରିଥିଲେ । ସେଠାରେ ମଧ୍ୟ ତାଙ୍କ ମାଆଙ୍କୁ ପରାଜୟର ମୁହଁ ଦେଖୁବାକୁ ପଢିଥିଲା । ଯାଜପୁର ରେ ବ୍ୟାପକ ବିକାଶ କରି ବବି କାହିଁକି ଯାଜପୁର ଛାଡିଲେ, ଯଦି ଛାଡିଲେ ତେବେ ନିଜ ମାଙ୍କୁ କାହିଁକି ଯାଜପୁରରୁ ଛିଡା ନକଲେ ସେଇ ପ୍ରଶ୍ନ ଏବେ ମଧ୍ୟ ଅସମାହିତ ହୋଇ ରହିଛି ।ଗତ ନିର୍ବାଚନରେ ବବି ସମ୍ବଲପୁରରୁ ପରାଳିତ ହେଲେ, ତାଙ୍କ ମାଙ୍କୁ କୋରେଲରୁ ଜିତାଇ ପାରିଲେ ନାହିଁ ବବିଙ୍କ ହାକିମତି ପାଇଁ ଦଳ ବି ଶାସନ ହରାଇଲା । ନିର୍ବାଚନ ସମୟରେ କୋରେଇରେ ବବିଙ୍କୁ ତୀବ୍ର ବିରୋଧ କରାଯାଇ ଥିଲା । ଯେହେତୁ ବବି କୋରେଇର ବାସିନ୍ଦା ନୂହଁତ୍ତି ଓ ନିଜ ପ୍ରଭାବ ସମୟରେ କୋରେଇକୁ ଅଣଦେଖା କରି ଯାଜପୁରକୁ ଅଧିକ ଗୁରୁତ୍ୱ ଦେଉଥିଲେ ତେଣୁ ତାଙ୍କ ପ୍ରତି ବିରୋଧା ଭାଷ ରହିଥିଲା । ଯାହାର ଫଳ ହେଲା ତାଙ୍କ ମା ସେଠାରୁ ପରାଜିତ ହେଲେ । ବବିଙ୍କ ସ୍ୱର୍ଗତ ପିତା ଅଶୋକ ଦାସ କୋରେଇରୁ ବାରମ୍ବାର ନିର୍ବାଚିତ ହୋଇଥିଲେ । ହେଲେ ଜିଲ୍ଲା ଗଠନସମୟରେ ଜିଲ୍ଲା ମୁଖ୍ୟାଳୟ ପାଣିକୋଇଲି  ବଦଳରେ ଯାଜପୁର ଟାଉନରେ ପ୍ରତିଷ୍ଠା ହେବାକୁ କୋରେଇବାସୀ ସହଜରେ ଗ୍ରହଣ କରି ନଥୁଲେ । ଏହା ପରେ ବବିଙ୍କ  ସମୟରେ ମେଡ଼ିକାଲ କଲେଜ ପାଣିକୋଇଲିରେ ପ୍ରତିଷ୍ଠା ହେବାକୁ କୋରେଇବାସୀ ଦାବି କରୁଥିଲା ବେଳେ ବବି କିନ୍ତୁ ଏହାକୁ ଯାଜପୁରରେ ପ୍ରତିଷ୍ଠା କରିଥିଲେ ଯାହା କୋରେଇବାସୀଙ୍କୁ କ୍ଷୁବ୍ଧ କରିଥିଲା । ଅନ୍ୟ କାରଣ ମଧ୍ୟ କୋରେଇବାସୀଙ୍କୁ କ୍ଷୁବ୍ଧ କରିଛି ବିଜେଡି ସରକାର ସମୟରେ ଇଂ ପ୍ରୀତିରଞ୍ଜନ ଘଡାଇ କୋରେଇର ବିଧାୟକ ରହିଥ‌ିଲେ । ତାଙ୍କୁ ସୁକିନ୍ଦା ପଠାଇ ତାଙ୍କ ସ୍ଥାନରେ ଆକାଶ ଦାସ ନାୟକଙ୍କୁ ଟିକେଟ ପ୍ରଦାନ କରାଗଲା । ଆକାଶ ବିଜୟୀ ହୋଇ ୫ ବର୍ଷ ବିଧାୟକ ରହିବା ପରେ ତାଙ୍କୁ ପରିବର୍ତନ କରାଯାଇ ଅଶୋକ ବଳଙ୍କୁ ଟିକେଟ ପ୍ରଦାନ କରାଗଲା । ଅଶୋକ ବିଧାୟକ ଥିଲା ବେଳେ ଆକାଶଙ୍କୁ ମୋ କଲେଜ ଅଧ୍ୟକ୍ଷ କରାଯାଇ ଅଶୋକଙ୍କ କ୍ଷମତାକୁ ସଙ୍କୁଚିତ କରାଗଲା |। ଗତ ନିର୍ବାଚନ ରେ ଶେଷ ପର୍ଯ୍ୟନ୍ତ ଆକାଶ ଓ ଅଶୋକଙ୍କୁ ଝୁଲାଇ ରଖାଯାଇ ଉଭୟ
ଙ୍କୁ ଟିକେଟ ଦିଆ ଗଲା ନାହିଁ । ଫଳରେ ଶେଷରେଆକାଶ  ବିଜେପିରେ  ସାମିଲ ହୋଇ ବବିଙ୍କ ମାଆଙ୍କୁ ପରାଜିତ କରି ବିଜୟୀ ହେଲେ । ଏହି ସବୁ ପଛରେ ବବିଙ୍କ ପ୍ରଛନ୍ନ ହାତ ହିଁ ଥିଲା ବୋଲି କୋରେଇବାସୀ ଜାଣି ସାରିଛନ୍ତି ।ତେଣୁଗତନିର୍ବାଚନ ରେ କୋରେଇବାସୀ ମାଟି ପୁଅର  ଡାକରା ଦେଇ ଆକାଶଙ୍କୁ ବିଜୟୀ କରିଥିଲେ । ନିର୍ବାଚନ ପୂର୍ବରୁ କୋରେଇ ବିଜେପିର ବହୁ ନେତାଙ୍କୁ ବିଜେଡିରେ ସାମିଲ କରିଥିଲେ ବି ବବି ନିଜ ମାଆଙ୍କୁ ବିଜୟୀ କରି ପାରିନଥିଲେ । ଏବେ ସରକାର ବଦଳିବା ପରେ ରାଜ୍ୟ ରାଜନୀତିରେ ବବିଙ୍କ ପ୍ରଭାବ କ୍ଷୁର୍ଣ୍ଣ ହୋଇଛି । ବଦଳା ସମୟରେ ବବି ଏବେ କୋରେଇ ଉପରେ ଅଧୁକ ଫୋକସ କରୁଛନ୍ତି । ବିଗତ ଦିନରେ ବବି ନିଜ ବ୍ୟବସାୟ ସାମ୍ରାଜ୍ୟ ବ୍ୟାସନଗରରେ ବିସ୍ତାର କରିଛନ୍ତି । ଯେହେତୁ ତାଙ୍କ ବାପା କୋରେଇ ଆସନରୁ ପ୍ରତି ନିଧୁତ୍ୱ କରୁଥିଲେ ତେଣୁ କୋରେଇ ଉପରେ ନିଜର ଆଧୁପତ୍ୟ ବିସ୍ତାର କରିବାକୁ ରଣନୀତି କରୁଥିବା ଚର୍ଚ୍ଚା ହେଉଛି । ସରକାର ପତନ ପରେ ବବି ବ୍ୟାସନଗର ପୌରପାଳିକା ଅଧ୍ୟକ୍ଷା ରହିଥ‌ିବା ସଂଗୀତା ପିଙ୍ଗୁଆଙ୍କୁ ପଦଚ୍ୟୁତ କରିଥିଲେ । ଜଣେ ଆଦିବାସୀ ମହିଳା ଭାବେ ଦଳୀୟ ପ୍ରାର୍ଥୀ ହୋଇ ବିପୁଳ ବିଜୟ ହାସଲ କରିଥିଲେ ମଧ୍ୟ ବବିଙ୍କ ଇଶାରାରେ ତାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ କରି ତାଙ୍କୁ ପଦଚ୍ୟୁତ କରାଯାଇଛି । ଯାହା ପୌରପାଳିକାର ଅଧୁବାସୀ ମାନଙ୍କୁ କ୍ଷୁବ୍ଧ କରିଛି । ଯାଜପୁରରୁ ଲଗାତାର ବିଜୟୀ ହେବା, ଯାଜପୁରର ବ୍ୟାପକ ବିକାଶ କରି ମଧ୍ୟ ବବି ଏବେ କୋରେଇ ନିର୍ବାଚନ ମଣ୍ଡଳୀରେ ଅଧ‌ିକ ସମୟ ଦେଉଛନ୍ତି । କେବଳ ସେ ନୂହଁନ୍ତି ତାଙ୍କ ସାନ ଭାଇ ବିଭୁ ପ୍ରସାଦ ଦାସ ମଧ୍ୟ କୋରେଇରେ ଘୁରି ବୁଲୁଛନ୍ତି । ଏହା ପଛରେ ଅନ୍ୟଏକ କାରଣରହିଥିବା କୋରେଇ ଅଞ୍ଚଳରେ ଆଲୋଚନା ହେଉଛି । କୋରେଇରେ ବିଧାୟକ ରହିଥିବା ସମୟରେ ଇଂ ପ୍ରୀତିରଞ୍ଜନ ଘଡାଇ ବ୍ୟାପକ ବିକାଶ କାର୍ଯ୍ୟ କରିଥିଲେ । ତାଙ୍କ ଟିକେଟ ପରିବର୍ତନକୁ ଆଜି ପର୍ଯ୍ୟନ୍ତ କୋରେଇବାସୀ ସହଜରେ ଗ୍ରହଣ କରି ପାରୁନାହାନ୍ତି । ଲଗାତାର ଦୁଇଥର ସୁବିନ୍ଦାର ବିଧାୟକ ହୋଇ ଇଂ ଘଡାଇ ସୁକିନ୍ଦାର ଆଖୁଦୃଶିଆ ବିକାଶ କରିଛନ୍ତି । ସେହି ଅନୁପାତରେ କୋରେଇ ବିକାଶ ସମ୍ଭବ ହୋଇ ନାହିଁ । ଏହା ସହିତ କୋରେଇବାସୀଙ୍କ ସହିତ ଇଂ ଘଡାଇଙ୍କ ବ୍ୟକ୍ତିଗତ ସମ୍ପର୍କ ମଧ୍ୟ ଖୁବ ନିବିଡ । ଯେହେତୁ ଇଂ ଘଡାଇ ସୁଜିନ୍ଦାକୁ ଛଡିବାର ନାହିଁ ତେଣୁ କୋରେଇବାସୀ ତାଙ୍କ ଧର୍ମପନ୍ତ୍ରୀ ଝିଲିକଙ୍କୁ କୋରେଇ ଆସନରୁ ପ୍ରାର୍ଥୀ କରିବାକୁ ଚାହୁଁଛନ୍ତି । ଗତ ନିର୍ବାଚନରେ ମଧ୍ୟ କୋରେଇର ଶତାଧ‌ିକ ବ୍ୟକ୍ତି ଏ ନେଇ ଅନୁରୋଧ କରିଥିଲେ । ଝିଲିକ ମଧ୍ୟ କୋରେଇର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଇ ଲୋକସମ୍ପର୍କ ବଢ଼ାଉଛନ୍ତି । ଜଣେ ଲୋକପ୍ରିୟ ଅଭିନେତ୍ରୀ ଭାବେ ତାଙ୍କରବେଶ କ୍ଷାତି ଓ ଲୋକପ୍ରିୟତା ଥୁଲା ବେଳେ ରାଜ୍ୟର ଅନ୍ୟତମ ପ୍ରତିଷ୍ଠିତ ରାଜନୈତିକ ପରିବାରର ବୋହୂ ଭାବେ ମଧ୍ୟ ବେଶ ପ୍ରତିଷ୍ଠା ରହିଛି । ତେଣୁ ଯଦି ଆଗାମି ଦିନରେ ସେ କୋରେଇରେ ପ୍ରତିଦ୍ୱିତା କରନ୍ତି ତେବେ ତାଙ୍କ ବିଜୟୀ ହେବା ସମ୍ଭାବନା ମଧ୍ୟ ଅଧୁକ ବୋଲି ଚର୍ଚ୍ଚା ହେଉଛି । ଯାହା ବବିଙ୍କୁ ବିବ୍ରତ କରିବା ସହିତ ତାଙ୍କ ଚିନ୍ତା ବଢ଼ାଇ ଦେଇଛି । ଯଦି ଏହା ସମ୍ଭବ ହୁଏ ତେବେ କୋରେଇ ତାଙ୍କ ହାତରୁ ଖସି ଯିବାର ଭୟ ରହିଛି । ତେଣୁ ବବି କଳେ ବଳେ କୌଶଳେ କୋରେଇରେ ସଂଗଠନ ସଜାତି ଡ୍ୟାନିଙ୍କ ଗଡ଼ ଭାଙ୍ଗିବା
କୁ ଉଦ୍ୟମକରୁଥିବାକୋରେଇରେ ଚର୍ଚ୍ଚା ହେଉଛି । ଅନ୍ୟ ଏକ ଘଟଣା ଏବେକୋରେଇରେ ବେଶ ଚର୍ଚ୍ଚା ହେଉଛି । ଗତ ୫ ତାରିଖ ଦିନ ରାଜ୍ୟର ଅନ୍ୟତମ ବରିଷ୍ଠ ଉଚ୍ଚନେତା ପ୍ରଫୁଲ୍ଲ ଚନ୍ଦ୍ର ଘଡାଇଙ୍କ ୮୫ ତମ ଜନ୍ମ ଦିବସ ତାଙ୍କ ଧବଳଗିରି ସ୍ଥିତ ବାସଭବନରେ ଆୟୋଜିତ ହୋଇଥିଲା । ସେଠାକୁ ସମସ୍ତଙ୍କୁ ନିମନ୍ତ୍ରଣ ଥିଲେ ମଧ୍ୟ ବ୍ୟାସନଗର ମୁନସିପାଲିଟିର ବିଜେଡିକାଉନସିଲର ମାନେ ଯାଇ ନଥିଲେ । ସେଠାକୁ ଯିବାକୁ କାଳେ ବବି ସେମାନଙ୍କୁବାରଣ କରିଥିଲେ । ଆଗକୁ ରାଜ୍ୟର ପ୍ରତିଷ୍ଠିତ ଦୁଇ ରାଜନୈତିକ ପରିବାର ଘଡେଇ ପରିବାର ଓ ଦାସ ପରିବାର ମଧ୍ୟରେ କୋରେଇରେ ପତିଆରା ଲଢେଇକୁ ଏଡାଇ ଦେଇ ହେବ ନାହିଁ । ବବିଙ୍କ ଅର୍ଥ ବଳରେ ତାଙ୍କ ସମର୍ଥନରେ ଏବେ ଥ‌ିବା କର୍ମୀ କିନ୍ତୁ ଭିତରେ ଭିତରେ ଜ୍ୟାନିଙ୍କ ସହିତ ନିବିଡ ସମ୍ପର୍କରେ ରହି ଥିବାର ଦେଖିବାକୁ ମିଳୁଛି |ତେଣୁ ଆଗାମୀ ନିର୍ବାଚନ ରେ ସମୟ କହିବ ଦୁହେଁ ବିଜେଡିର ଟାଣୁଆ ନେତା ଏବେ ପରସ୍ପର ବିରୋଧୀ ହୋଇ କୋରେଇ ରେ କାହାର ବିଜୟ ହେବ |

News Comment

You Might Also Like

BACK TO TOP