Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

ବିଜାପୁର ସୁକୁମା ଅଞ୍ଚଳରେ ସୁରକ୍ଷା ବାହିନୀଙ୍କ ଏନ କାଉଣ୍ଟର ରେ 14ନକ୍ସଲ ନିପାତ |

04-Jan-2026

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା,  ବିଜାପୁର ସୁକୁମା ସୀମାରେ ଏନକାଉଣ୍ଟରରେ ୧୪ ନକ୍ସଲ ନିପାତ୍,

    ଓଡିଶା ଜନ ମତ ବ୍ୟୁରୋ,

ବର୍ତ୍ତମାନ ମାଓ ଗଡ଼ ଭୁଶୁଡି ଯାଉଛି | କେତେକ ସ୍ଥାନରେ ମାଓବାଦୀ ମାନେ ଅହିଂସା ରାସ୍ତା କୁ ଛାଡ଼ି ସାମାଜିକ ସ୍ରୋତ ରେ ଏସପି କିମ୍ବା ଡିଜିଙ୍କ ପାଖରେ ଆତ୍ମ ସମର୍ପଣ କରୁଛନ୍ତି | ବାକି ଯେଉଁସବୁ ସ୍ଥାନରେ ମାଓବାଦୀ ମାନେ ସକ୍ରିୟ ହେଉଛନ୍ତି ସେମାନଙ୍କୁ ଦୃଢ଼ ହସ୍ତରେ ଦମନ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ସାହା ନିର୍ଦେଶ ଦେଇଛନ୍ତି | ଏବଂ ତାହାକୁ କାର୍ଯ୍ୟକାରୀ କରୁଛନ୍ତି ସୁରକ୍ଷା ବାହିନୀ | ତେବେ ଛତିଶଗଡ଼ର ବିଜାପୁର ଏବଂ ସୁକମା ଜିଲ୍ଲା ସୀମାନ୍ତ ଅଞ୍ଚଳରେ ମାଓବାଦୀଙ୍କ ବିରୋଧରେ ସୁରକ୍ଷା ବାହିନୀକୁ ଏକ ବଡ଼ ଧରଣର ସଫଳତା ମିଳିଛି । ଡିଆରଜି ଏବଂ ସୁରକ୍ଷା ବାହିନୀର ମିଳିତ ଅଭିଯାନରେ ଦୁଇଟି ପୃଥକ ମୁହାଁମୁହିଁ ଏନକାଉଣ୍ଟରରେ ବିଜାପୁର ରୁ ୨ ଓ ସୁକମାରୁ ୧୨ ଜଣ ମୋଟ ୧୪ ଜଣ ନକ୍ସଲ ନିହତ ହୋଇଛନ୍ତି। ଘଟଣା ସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଏହି ଏନକାଉଣ୍ଟରରେ କୋଣ୍ଟା ଏରିଆ କମିଟିର ମୁଖ୍ୟ କମାଣ୍ଡର ସଚିନ ମଙ୍ଗକୁ ନିହତ ହୋଇଥିବା ସୂଚନା ମିଳିଛି । ସଚିନ ମଙ୍ଗକୁ ପୋଲିସ ପାଇଁ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଥିଲା ଏବଂ ସେ ପୂର୍ବରୁ ଏସପି ଆକାଶ ରାଓ ଗିରପୁଞ୍ଜଙ୍କ ହତ୍ୟାକାଣ୍ଡରେ ସିଧାସଳଖ ସାମିଲ ଥିଲା । ତା`ର ମୃତ୍ୟୁ ଫଳରେ ସେହି ଅଞ୍ଚଳରେ ନକ୍ସଲ ସଙ୍ଗଠନକୁ ଏକ ବଡ଼ ଝଟକା ଲାଗିଛି। ଘଟଣା ପରେ ବିଜାପୁର ଏବଂ ଆଖପାଖ ବଜାର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି । ଜିଲ୍ଲା ଏସପି ସ୍ତରରୁ ଏହି ସମ୍ପୂର୍ଣ ଅପରେସନ ଏବଂ ସୁରକ୍ଷା ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି । ସ୍ଥାନୀୟ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ସବୁଠାରେ ପାଟ୍ରୋଲିଂ ବଢ଼ାଇ ଦେଇଛି, ଏବଂ କୌଣସି ପ୍ରକାରର ଅଘଟଣକୁ ଏଡ଼ାଇବା ପାଇଁ ସୁରକ୍ଷା ବାହିନୀ ସମ୍ପୂର୍ଣ ସତର୍କ ଅଛନ୍ତି । ହୁଏତ ଆଉକିଛି ବର୍ଷ ପରେ ମାଓ ବାଦୀ ସଂଘଟନ ଗୁଡିକ ଲୋପ ପାଇଯିବ  ସୁରକ୍ଷା ବାହିନୀ ର ମିଳିତ ଅପରସନ ରେ |

News Comment

You Might Also Like

BACK TO TOP