Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମ ଙ୍କ ସହ ଆଉ ପାଞ୍ଚ ଜଣଙ୍କ ଜାମିନ ଖାରଜ କଲେ ଏସଡ଼ିଜେ କୋର୍ଟ

17-Dec-2025

ଆଇନ ଯିଵି ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା ରେ ପାଞ୍ଚ ଅଭିଯୁକ୍ତ ଙ୍କ ସହ ବିକ୍ରମ ପଣ୍ଡା ଙ୍କ ଜାମିନ ଖାରଜ,

            ଓଡିଶା ଜନ ମତ ବ୍ୟୁରୋ,

ବିକ୍ରମଙ୍କ ସହ  ପାଞ୍ଚ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜହେଲା କଲେ ଏଡିଜେ କୋର୍ଟ ବିଚାର ପତି | ପୀତବାସ ପଣ୍ଡାଙ୍କ ହତ୍ୟା ମାମଲା ରେ  ବିକ୍ରମ ପଣ୍ଡାଙ୍କ ସମେତ ୫ ଅଭିଯୁକ୍ତଙ୍କୁ ଶକ୍ତ ଝଟ୍‌କ ଲାଗିଛି । ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବ ଶଙ୍କର ଦାଶ (ପିଣ୍ଡୁ), ଆଇନଜୀବୀ ମଦନ ମୋହନ ଦଳାଇ, ଶୂନ୍ୟଚନ୍ଦ୍ର ଦାସ ଓ ସୁନୀଲ ହୋତାଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି। ବ୍ରହ୍ମପୁର ସ୍ଵତନ୍ତ୍ର କୋର୍ଟ ତଥା ଏଡିଜେ-୩ କୋର୍ଟ ଆଜି ବେଲ୍‌ ଆବେଦନକୁ ଖାରଜ କରିଛନ୍ତି । କୋର୍ଟ ଗତ ୧୩ ତାରିଖରେ ଶୁଣାଣି ପରେ ରାୟ ସଂରକ୍ଷିତ ରଖୁଥୁଲେ। ସୂଚନାଅନୁଯାୟୀ, ଗତ ୯ ତାରିଖରେ ତଦନ୍ତକାରୀ ଅଧିକାରୀ ବ୍ରହ୍ମପୁର ଟାଉନ୍ ଏସଡିପିଓ ପ୍ରିୟସ୍ ରଞ୍ଜନ ଛୋଟରାୟ ସିଡି(କେସ୍ ଡାଏରୀ) ଦାଖଲ କରିଥିଲେ ।ମାତ୍ର ସେହି ଦିନ ଜାମିନ ଶୁଣାଣି ହୋଇ ପାରିନଥିଲା। ୧୩ ତାରିଖ ଅର୍ଥାତ୍ ଶନିବାର ଶୁଣାଣି ହୋଇଥିଲା। ବିକ୍ରମଙ୍କ ପାଇଁ ହାଇକୋର୍ଟର ବରିଷ୍ଠ ମାନସ ଚାନ୍ଦ, କୈଳାସ ପଣ୍ଡା, କେକେ ବେହେରା, ଦୀପକ ପଟ୍ଟନାୟକ, ଶିବ ନାରାୟଣ ସାହୁ ମାମଲା ପରିଚାଳନା କରିଥିବା ବେଳେ ସହଯୋଗ କରିବାକୁ ୫୦ରୁ ଅଧିକ ଉପସ୍ଥିତ ହୋଇଥିଲେ । ସେପଟେ ସରକାରଙ୍କ ପକ୍ଷରୁ ସ୍ଵତନ୍ତ୍ର ପିପି ଭାବେ ବରିଷ୍ଠ ଆଇ ଆଇନଜୀବୀ କାଳୀ ଶଙ୍କର ମିଶ୍ର ମାମଲା ପରିଚାଳନା କରିଥିଲେ I ଗଞ୍ଜାମ ପିପି ବିଶ୍ୱଜିତ  ବରାଳ ତାଙ୍କୁ ସହଯୋଗ କରିଥିଲେ । ବିକ୍ରମଙ୍କ ଜାମିନ ଆବେଦନ କୁ ଦୃଢ଼ ବିରୋଧ କରିଥିଲେ ସରକାରୀ ଓକିଲ । ପୀତବାସଙ୍କୁ ହତ୍ୟା ପରେ ତାଙ୍କ ପରିବାର ଲୋକଙ୍କୁ ହତ୍ୟା ଧମକ ଦିଆଯାଉଛି । ଦୁଇ ଥର ପୋନ୍ କରି ତାଙ୍କୁ ହତ୍ୟା ଧମକ ଦିଆଯାଇଛି ।  ଏନେଇ ବୈଦ୍ୟନାଥପୁର ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି। ଗୋଟିଏ କେସ୍ କାହାକୁ ଅଭିଯୁକ୍ତ ଦର୍ଶାଯାଇ ନଥିବା ବେଳେ ଆଉ ଗୋଟିଏ କେସରେ ବିକ୍ରମଙ୍କ ନାମ ରହିଥୁବା ଜଣାପଡିଛି  । ଦୁଇଟି କେସରେ ସମସ୍ତ ରେକର୍ଡ ଶନିବାର ସରକାରୀ ଓକିଲଙ୍କ ଜରିଆରେ ଦାଖଲ କରିଥିଲା ପୁଲିସ। ଏହି ରେକର୍ଡ ଦାଖଲ କରିବା ପରେ ବିକ୍ରମଙ୍କ ଓକିଲ ଏହାର ମଧ୍ୟ ଜବାବ ରଖୁଥିଲେ । ଗିରଫଦାରୀକୁ ନେଇ ଦୁଇ ପକ୍ଷ ଓକିଲଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା ।  ସେପଟେ ବିକ୍ରମଙ୍କ ଓକିଲ ଦୀପକ କୁମାର ପଟ୍ଟନାୟକ କହିଛନ୍ତି, ପୁଲିସ ଗିରଫ ସମୟରେ କୌଣସି ନିୟମ ମାନି ନାହିଁ । ଗିରଫ ସମୟରେ ତାଙ୍କ ଘର ଲୋକ କିମ୍ବା ସ୍ଥାନୀୟ ଭଦ୍ରବ୍ୟକ୍ତିଙ୍କୁ ନୋଟିସ୍ କରି ନାହିଁ । ପୀତବାସଙ୍କୁ କୁରୁପତି ଭୂୟାଁ ଓ ସହଯୋଗୀ ଚିଣ୍ଟୁ ପ୍ରଧାନ ଗୁଳି କରିଥିଲେ। ଚିଣ୍ଟୁ ପ୍ରଧାନ ବୟାନ ଆଧାରରେ ବିକ୍ରମ କୁମାର ପଣ୍ଡାଙ୍କୁ ଗିରଫ କରାଯାଇଥୁବା ପୁଲିସ ଦର୍ଶାଇଛି । କିନ୍ତୁ ପୁଲିସ ଦେଇଥୁବା ଆରେଷ୍ଟ୍ ମେମୋ ଅନୁସାରେ ବିକ୍ରମଙ୍କ ଗିରଫ ପରେ ଚିଣ୍ଟୁ ଙ୍କୁ ଗିରଫ କରାଯାଇଛି ବୋଲି କୋର୍ଟକୁ ଜଣାଇଥିଲେ। ଶେଷରେ ସ୍ୱତନ୍ତ୍ର କୋର୍ଟ ତଥା ଏଡିଜେ-୩  କୋର୍ଟ ଜାମିନ୍ ଆବେଦନ ରାୟ ଶୁଣାଣି ସଂରକ୍ଷିତ ରଖୁଥୁଲେ। ଆଜି କୋର୍ଟରେ ପୁଣି । ଜାମିନ୍ ଆବେଦନ ରାୟ ଶୁଣାଇଛନ୍ତି କୋର୍ଟ । ସମସ୍ତ ୫ ଅଭିଯୁକ୍ତ ବେଲ୍‌ ଆବେଦନକୁ ଖାରଜ କରିଦେଇଛନ୍ତି। ଯାହା ଫଳରେ ଜେଲ ରୁ ବେଲ ପାଇବା ଆଶା ଏହି ମାନଙ୍କ ବର୍ତ୍ତମାନ ମଉଳି ଯାଇଛି |

News Comment

You Might Also Like

BACK TO TOP