Breaking News

ଗଞ୍ଜାମ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଛତ୍ରପୁର ଠାରେ ପାଳିତ |   (02-Oct-2026)       ||      ଛତ୍ରପୁର ମେଇନ ରୋଡ଼ ରେ ଥିବା ରାଜସ୍ତାନ ମିଠା ଦୋକାନ ରେ ସଟ ସର୍କିଟ ଯୋଗୁଁ ଦୋକାନ ପୋଡ଼ିଗଲା ||   (02-Oct-2026)       ||      ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||     

ଛତିଶ ଗଡ଼ ସୁକୁମାଜିଲ୍ଲା ର 10 ମାଓବାଦୀ ଏସପି ଙ୍କ ନିକଟରେ ଆତ୍ମସମର୍ପଣ କଲେ |

14-Dec-2025

୬ ମହିଳା କ୍ୟାଡର ସମେତ ୧୦ ମାଓବାଦୀ ସୁକୁମା ଏସପିଙ୍କ ନିକଟରେ ଆତ୍ମ ସମର୍ପଣ କଲେ,

  ଓଡିଶା ଜନ ମତ ବ୍ୟୁରୋ, 

ସାରା ଦେଶ ଓ ଓଡ଼ିଶାରେ ରହିଥିବା ମାଓବାଦୀଙ୍କ ସଙ୍ଘ ଠନଆଜି  ସରକାର ଙ୍କ ପାଖରେ ଆତ୍ମସମର୍ପଣ କରିବାରେ ଲାଗି ପଡିଛନ୍ତି | ସେ ପୁରୁଷ ମାଓବାଦୀ ହୁଅନ୍ତୁ ଅବା ମହିଳା ମାଓବାଦୀ , ରାଜ୍ୟ ସରକାର ଙ୍କ ସଚ ଅପରେସନ ରେ ଦିଗହରା  ହୋଇ ଯାଉଛନ୍ତି  ସେମାନେ | ଆତ୍ମ ସମର୍ପଣ ବ୍ୟତୀତ ସେମାନଙ୍କ ପାଖରେ ଆଉକିଛି ବିକଳ୍ପ ରାସ୍ତା ହିଁ ନାହିଁ  | ମାଓଗଡ଼ ଭୁଶୁଡ଼ିବାରେ ଲାଗିଛି । ସଂଗଠନର ବଡ଼ବଡ଼ ନେତା ନିପାତ ହେଉ ଅଥବା ସୁରକ୍ଷା ବାହିନୀର ସର୍ଜ ଅପରେସନ ହେଉ କିମ୍ବା ସରକାରଙ୍କ ବିକଶିତ ଯୋଜନାର ପ୍ରଭାବ ହେଉ, ମାଓବାଦୀମାନେ ଆଉ ପୂର୍ବ ଭଳି ଶକ୍ତିଶାଳୀ  ହୋଇ ରହିନାହାନ୍ତି । ସରକାରଙ୍କ ନିର୍ଦ୍ଦେଶରେ ସୁରକ୍ଷାବାହିନୀର ଜୋରଦାର କମ୍ବିଂ ଅପରେସନ ରେ ଲାଲବାହିନୀ ଦୁର୍ବଳ ହେବାରେ ଲାଗିଛନ୍ତି । ଏହି କ୍ରମରେ ପୁଣି 10 ଜଣ ମହିଳା ମାଓବାଦୀ ଅସ୍ତ୍ର ପରିତ୍ୟାଗ କରି ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି । ମାଲକାନଗିରି ଜିଲ୍ଲା ଛତିଶଗଡ଼ର ସୁକମା ପୁଲିସ ନିକଟରେ ଆଜି ସକାଳେ ୧୦ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରେ ୬ ଜଣ ମହିଳା ମାଓବାଦୀ ରହିଛନ୍ତି । ଆଜି ସକାଳେ ସୁକମା ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଏସପି କିରଣ ଚୌହାନଙ୍କ ସମ୍ମୁଖରେ ଏମାନେ  ନିଜ ନିଜ ହତିଆର ସହ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମୁଣ୍ଡରେ ୩୩ ଲକ୍ଷ ଟଂକାର ପୁରସ୍କାର ରହିଥ‌ିବା ପୁଲିସ କହିଛି । ଏମାନଙ୍କ ମଧ୍ୟରେ ପିଏଲଜିଏ ପ୍ଲାଟୁନ ନମ୍ବର ୧ର କମାଣ୍ଡର, ଦରଭା ଡିଭିନଜର ଦୁଇ ଜଣ ଏସିଏମ, ପିଏଲଜିଏ ବାଟାଲିୟନର ଦୁଇ ଜଣ ପିପିସିଏମ, ଗୋଲାପାଲି ଏରିଆ କମିଟିର ଦୁଇ ପାର୍ଟି ମେମ୍ବର, ୩ଅନ୍ୟ ପାର୍ଟି ମେମ୍ବର ବୋଲି ଜଣାପଡିଛି। ସରକାରଙ୍କର ପୁନର୍ବାସ ନୀତିରେ  ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା କହିଛନ୍ତି । ଗତ ୧୧ ମାସରେ ବସ୍ତର ରେଞ୍ଜରେ ମୋଟ ୧୫୧୪ ଜଣ ମାଓବାଦୀ ଆତ୍ମସମର୍ପଣ କରିସାରିଲେଣି । ଆତ୍ମସମର୍ପଣ କରିଥିବା ସମସ୍ତ ନକ୍ସଲଙ୍କୁ ୫୦ ହଜାର ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଏଥିସହ ଆଗାମୀ ଦିନରେ ତାଲିମ ପ୍ରଦାନ କରାଯାଇ ଆତ୍ମନିର୍ଭରଶୀଳ କରାଯିବ ବୋଲି ପୁଲିସ କହିଛି । ଏମାନଙ୍କ ଆତ୍ମସମର୍ପଣ ପରେ ଦରଭା ଡିଭିଜନ ଏକ ପ୍ରକାର ଭାଙ୍ଗି ଗଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ଯଦି ରାଜ୍ୟ ସରକାର ଙ୍କ ବିଭିନ୍ନ ବାହିନୀ ଙ୍କ ସଚ aparsan

News Comment

You Might Also Like

BACK TO TOP