Breaking News

ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||     

ଆଛୁଲି ମନ୍ଦିର ରେ ଲାଗିଥିବା ଗ୍ରିଲ ନିମ୍ନ ମାନର, ତଦନ୍ତ ପାଇଁ ବିଡ଼ିଓ ଙ୍କୁ ଅଭିଯୋଗ କଲେ ଗ୍ରାମବାସୀ |

09-Dec-2025

ଜଗନ୍ନାଥ ମନ୍ଦିର ରେ ଲାଗିଥିବା ଗ୍ରିଲ ନିମ୍ନ ମାନର ହେତୁ ତାର ନିରେପେକ୍ଷ ତଦନ୍ତ ଦାବି,

    ଓଡିଶା ଜନ ମତ ବ୍ୟୁରୋ,,

ପୁରୁଷୋତ୍ତମପୁର ପୁର ବ୍ଳକ ଅନ୍ତର୍ଗତ ଆଛୁଲି ଗ୍ରାମରେ ରହିଥିବା ଜଗନ୍ନାଥ ମନ୍ଦିରରେ ଲାଗିଥିଲା ଗ୍ରିଲ୍ କାମନିମ୍ନ ମାନର ହୋଇ ଥିବାର କିଛି ଗ୍ରାମବାସୀ ବିଡ଼ିଓ ଙ୍କ ପାଖରେ ଅଭିଯୋଗ କରିବା ସହ ଏହାର ତୁରନ୍ତ ତଦନ୍ତ କରିବାକୁ ସେମାନେ ଦାବି କରିଛନ୍ତି |ଏହାସହ 
ଜଗନ୍ନାଥ ମନ୍ଦିରରେ ଯେଉଁ ଗ୍ରିଲ୍ ଲଗାଯାଇଅଛି ତାହାର କୌଣସି ସୂଚନା ଫଳକ ଲେଖାଯାଇ ନାହିଁ। ଏହି କାମ ବହୁତ ନିମ୍ନ ମାନର ହୋଇ ଅଛି || ଏବଂ କାର୍ଯ୍ୟଟି ସମ୍ପୁର୍ଣ୍ଣ ହୋଇନାହିଁ। ଲଗାଯାଇଥିବା ଗ୍ରିଲ୍ ଟି କୌଣସି ସମୟରେ ଖସିପଡିବାର ସମ୍ଭାବନା ରହିଅଛି। ଯାହାଦ୍ୱାରା କେତେବେଳେ ମଧ୍ୟ କିଛି ଅଘଟଣ ଘଟି ଆସୁଥିବା ଭକ୍ତ କିମ୍ବା ମନ୍ଦିର ର ପୂଜକ  ଏବଂ କର୍ମଚାରୀ ଙ୍କଅସୁବିଧା ହୋଇପାରେ ||ତେବେ ଜଗନ୍ନାଥ ଙ୍କ କରୁଣାରୁ କିଛି ଅସୁବିଧା ନହେଉ | ଜଗନ୍ନାଥ ମନ୍ଦିରର ସଭାପତି ବୋଲାଉ ଥିବା ବ୍ୟକ୍ତି ଜଣକ ମନ୍ଦିରରେ କୌଣସି ମିଟିଙ୍ଗ ନ କରି ମନ୍ଦିରର ଅର୍ଥ ହେରଫେର କରିଅଛନ୍ତି ଏବଂ ମନ୍ଦିରର ଉନ୍ନୟନ କାର୍ଯ୍ୟରେ ବାଧା ସୃଷ୍ଟି କରୁଅଛନ୍ତି |
ତେଣୁ ଆପଣଏହି ଘଟଣା ର ପୁଙ୍ଖାନୁ ପୁଙ୍ଖ ତଦନ୍ତ କରି ଏହି ଗ୍ରିଲ କାମରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆ ଯାଇ ଏହି ନିମ୍ନ ମାନର ଗ୍ରିଲ କୁ ବଦଳାଇ ପୁଣି ନୂତନ ଗ୍ରିଲ ଲଗାଯାଉ |  ଯାହାଦ୍ୱାରା ମନ୍ଦିରର ଉନ୍ନୟନ କାର୍ଯ୍ୟ ତ୍ୱରାନ୍ଵିତ ହେବା ସହିତ ଗ୍ରାମବାସୀ  ମାନେ ଉପକୃତ ହେବେ |

News Comment

You Might Also Like

BACK TO TOP