Breaking News

ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||      ସାତନଳ ଠାରେ "ସ୍ୱଛତ୍ତ୍ୱ ରୁ ଦିବ୍ୟତ୍ବ ` ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ |    (11-Oct-2026)       ||      ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ||   (11-Oct-2026)       ||      ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||      ଦୁର୍ଗା ପୂଜାରେ ନୁଆଁ ଚମକ, ପଦ୍ମପୁର ରାଜବାଟି ରେ ସାଢ଼େ 6କେଜି ରୁପାରେ ତିଆରି ମୁକୁଟ ପିନ୍ଧିବେ ଦେବୀ |   (11-Oct-2026)       ||      ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||      ଖଲ୍ଲିକୋଟ ପୋଲିସ ଦ୍ୱାରା ଖୋଜାପଲ୍ଲୀ ଚିତ୍ରସେନ ଜେନା ହତ୍ୟାକାଣ୍ଡ ର ଜଣେ ଆସମୀ ଗିରଫ |   (10-Oct-2026)       ||      ପାଇକମାଳ ମାଉସୀ ମା ମନ୍ଦିର ଠାରେ ଗାୟତ୍ରୀ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ||   (10-Oct-2026)       ||      ଉତ୍କଳ ମଣୀ ଗୋପବନ୍ଧୁ ଦାଶ ଙ୍କ ଜୟନ୍ତୀ କରୁଣା କାନ୍ତି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ପାଳିତ ||   (10-Oct-2026)       ||      2026-ମଥୁରା କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||     

ହାଇଦ୍ରାବାଦ ରୁ ବାଙ୍ଗାଲୁର ଯାଉଥିବା ବସରେ ନିଆଁ ଲାଗିବା ଘଟଣାର ପ୍ରକୃତ ତଥ୍ୟ ପଦାକୁ ଆସିଲା |

28-Oct-2025

ହାଇଦ୍ରାବାଦ ରୁ ବାଙ୍ଗାଲୋର ଯାଉଥିବା ବସ୍ ଅଗ୍ନିକାଣ୍ଡ ର ଜଣା ପଡିଲା ପ୍ରକୃତ ତଥ୍ୟ |
(ବସ୍ ବ୍ୟାଟେରୀରୁ ବ୍ୟାପିଥୁଲା ନିଆଁ  |

     ଓଡିଶା ଜନ ମତ  ବ୍ୟୁରୋ,

ହାଇଦ୍ରାବାଦ ରୁ ବେଙ୍ଗଲୁର ଅଭିମୁଖେ ଯାଉଥିବା  ଏସି ବସଟି ଆନ୍ଦ୍ର ପ୍ରଦେଶ ର କଣ୍ଡୁଲୁ ଜିଲ୍ଳାର ଚେନାଟେକୁର ଗାଁ ନିକଟରେ  ଏଇମାସ ଗତ 24 ତାରିଖ ରାତ୍ରରେ ଏକ ବାଇକୁ ଧକ୍କା ଦେଇ ବସରେ ନିଆଁ ଲାଗି ସମ୍ପୂର୍ଣ ବସ ଟି ପୋଡ଼ିଯାଇଥିଲା ବେଳେ ସେଥିରେ ଥିବା 42 ଜଣ ଯାତ୍ରୀଙ୍କ ମଧ୍ୟରୁ 20ଜଣ ଜୀବନ୍ତ ଦଗ୍ଧ ହୋଇ ଜଳିଯାଇ ଥିଲେ | ବାକି ଯାତ୍ରୀ ଜରୁରୀ କାଳୀନ ବସ ଝରକା କୁ ଭାଙ୍ଗି ତଳକୁ ଡେଇଁ ଜୀବନ ବଞ୍ଚାଇ ଥିଲା ବେଳେ ସେମଧ୍ୟରୁ 4ଜଣ ଆହାତ ହୋଇ କୁଣ୍ଡୁଲୁ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ହେଇଥିଲେ |  ଏହି ଦୁଖଦଃ କାଳୀନମର୍ମନ୍ତୁଦ ଘଟଣା ରେ  ପୋଲିସ ଓ ଫରେନ୍ସିକ୍ ତଦନ୍ତ ପରେ ଜଣା ପଡିଥିଲା କି ବସରେ ଥିବା ଦୁଇଟି ୧୨କଠ ବ୍ୟାଟେରୀର ବିସ୍ଫୋରଣ ଯୋଗୁଁ ନିଆଁ ଲାଗିଥିଲା, କିନ୍ତୁ ବହୁ ପରିମାଣରେ ଥିବା ସ୍ମାର୍ଟଫୋନ୍ ଯୋଗୁଁ ଅଗ୍ନିକାଣ୍ଡର ଭୟାବହତା ବୃଦ୍ଧି ପାଇଥିଲା I ପୋଲିସର କହିବା ଅନୁଯାୟୀ, ବସ ଧକ୍କା ପରେ ବାଇକ ଯାତ୍ରୀ ରାସ୍ତାରେ ପଡିଯିବା ପରେ ବସ ତାହାଉପରେ ମାଡି ଯାଇଥିଲା। ଫଳରେ ବାଇକ୍ ଫୁଏଲ୍ ଟାଙ୍କି ଫାଟିଯାଇଥୁଲା, ଯାହାକି ବସ୍‌ର ମୁଖ୍ୟ ବାହାରିବା ଦ୍ଵାର ନିକଟରେ ଥିବା ଦୁଇଟି ୧୨ କଠ ବ୍ୟାଟେରୀ ଉପରେ ପ୍ରଭାବ ପକାଇବିସ୍ଫୋରଣ ଘଟାଇଥୁଲା |  ଫରେନ୍ସିକ, ବିଶେଷଜ୍ଞଙ୍କ ମତରେ, ହାଇଦ୍ରାବାଦରୁ ବେଙ୍ଗାଲୁରୁ ଯାଉଥିବା ଏହି  ସ୍ଲିପର୍ ବସ୍‌ରେ ପ୍ରାୟ  ଅଧିକ ସ୍ମାର୍ଟ ଫୋନ୍ଥିବା ଯୋଗୁଁ ସେଥିରେ ନିଆଁଲାଗି ବସ ସାରା ନିଆଁ ବ୍ୟାପି ଯାଇଥିଲା  | ପୋଲିସ ର କହିବା କଥାକି ଵସ ମଧ୍ୟ ରେ 43ଲକ୍ଷ ଟଙ୍କାର,୨୩୪ ଟି, ସ୍ନାର୍ଟ ଫୋନଥିଲା । ଫୋନ ମଧ୍ୟରେ ଡିଭାଇସ୍‌ରେ ଥ‌ିବା ଲିୟମ୍-ଆୟନ-ବ୍ୟାଟେରୀ ରେ ନିଆଁ ଲାଗିବା ପରେ ବିସ୍ଫୋରଣ ହୋଇଥିଲା, ଯାହା ଫଳରେକ୍ୟାବିନ୍‌ରେ ଅଗ୍ନିଶିଖା ଦ୍ରୁତ ଗତି ରେ ବ୍ୟାପିଯାଇଥିଲା । କୁଣ୍ଡୁଲୁ  ଡିଆଇଜି (ଉଓଏ) କୋୟା ପ୍ରବୀଣ କହିଛନ୍ତି ଯେ ବସ୍‌ରେ ଥିବା ଅତ୍ୟଧିକ ଦହନଶୀଳ ପଦାର୍ଥ ଅଗ୍ନିକାଣ୍ଡକୁଆହୁରି ଜଟିଳ କରିଥିଲା। ଏହି ଦୁର୍ଘଟଣାରେ ୧୯ ଜଣ ବସ୍ ଯାତ୍ରୀ ଏବଂ ବାଇକ୍ ଚାଳକ ଶିବଶଙ୍କର   ଙ୍କ ସମେତ ମୋଟ୍ ୨୦ ଜଣଙ୍କରମୃତ୍ୟୁ ହୋଇଛି । ବସ୍ ଡ୍ରାଇଭର୍ ମିରିୟାଲା ଲକ୍ଷ୍ମୀୟା ଏବଂ ସହଯୋଗୀ ଡ୍ରାଇଭର ଶିବ ନାରାୟଣଙ୍କୁ  ପୋଲିସ୍ ହେପାଜତକୁ ନିଆଯାଇଛି। ବସ୍  ଚଳାଉଥ‌ିବା ସମୟରେ ଏହି ଦୁର୍ଘଟଣା ଘଟିଥିବାରୁ ଲକ୍ଷ୍ମୀୟାଙ୍କ ବିରୋଧରେ ଅବହେଳା ଓ ଦ୍ରୁତ ଗତିରେ ଗାଡ଼ି ଚାଳନା ଅଭିଯୋଗରେ  (BNS-Acte- 125 (ବ)( ୧୦୬(୧) ମାମଲା ରୁଜୁ କରାଯାଇଛି। । ଲକ୍ଷ୍ମୀୟା ଯାତ୍ରୀଦ୍ବାର ଦେଇ ବାହାରକୁ ଡେଇଁ ପଳାଇ ଯାଇଥିଲେ । ପୂର୍ବରୁ ବାଇକ୍ ଚାଳକ ଶିବଶଙ୍କର (ମୃତ) ଓ ସହଯାତ୍ରୀ ଏରି ସ୍ଵାମୀ —ମଦ୍ୟପାନ କରିଥିବା ନିଶ୍ଚିତ ହେବା ପରେ – ଶିବଶଙ୍କରଙ୍କ ବିରୋଧରେ ବେପରୁଆ ଡ୍ରାଇଭିଂ ମାମଲା ରୁଜୁ ହୋଇଛି।

News Comment

You Might Also Like

BACK TO TOP