Breaking News

ଉଦ୍ଭିଦ ବିଜ୍ଞାନସ୍ନାତ କୋତ୍ତର ବିଭାଗ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ |    (06-May-2026)       ||      ପ୍ରେମିକ ବାରଣ୍ଡାରେ ଧାରଣା ରେ ବସିଥିବା ପ୍ରେମିକା କୁ ହତ୍ୟା |   (05-May-2026)       ||      କୋଦଳା ମେଡିକାଲ ସମସ୍ୟା କୁ ନେଇ ସ୍ୱାଭିମାନ ମଞ୍ଚ ପକ୍ଷରୁ ସତ୍ୟ ଗ୍ରହ |    (05-May-2026)       ||      `ମଧୁମେହ ସଚେତନତା ଓ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ `   (05-May-2026)       ||      ତାକରଡ଼ା କ୍ଲଷ୍ଟର ସ୍ତରୀୟ ଦ୍ଵିଦିବସୀୟ ଟି ଏଲ ଏମ କର୍ମଶାଳା ଅନୁଷ୍ଠିତ |    (04-May-2026)       ||      ତିନୋଟି ରାଜ୍ୟରେ ବିଜେପିର ବିପୁଳ ଜିତ ପରେ ପୁରୁଷୋତ୍ତମପୁର ବସ ଷ୍ଟାଣ୍ଡ ନିକଟରେ ବିଜୟ ଉତ୍ସବ ପାଳନ କଲେଯୁବ ବିଜେପି ଗୋଷ୍ଟି |    (04-May-2026)       ||      ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ |    (04-May-2026)       ||      ପୋଲସରା ମେଟ୍ରିକ ପରୀକ୍ଷା ରେ ସରସ୍ବତୀ ଶିଶୁମନ୍ଦିର ର ଜଗଦୀଶ ପାଣିଗ୍ରାହୀ ବ୍ଳକ ଟପ୍ପର |    (04-May-2026)       ||      ଶିକାର କରିବାକୁ ଯୁବକ ଙ୍କୁ ଡ଼ାକିନେଇ ତାଙ୍କୁ ଗୁଲିକରି ହତ୍ୟା |    (04-May-2026)       ||      କୋଦଳା ପିଏମ ଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ରେ 5 ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ |    (04-May-2026)       ||      ବେଗୁନିଆପଡା ବ୍ଲକରେ ଏ ୱାନ ରେ 7 ଜଣପାସ, କୀର୍ତ୍ତିକା ପ୍ରିୟ ଦର୍ଶିନୀ ସେନାପତି ବ୍ଳକ ଟପ୍ପର |   (03-May-2026)       ||      ବୁଗୁଡ଼ା ବ୍ଲକରେ 8ଜଣ ଏ ୱାନ, ସୋରଡ଼ ହାଇସ୍କୁଲ ଛାତ୍ରୀ ନିବେଦିତା ବେହେରା ବ୍ଳକ ଟପ୍ପର |   (03-May-2026)       ||      ଗଞ୍ଜାମ ଜିଲ୍ଲା ତାରାତାରିଣୀ ପୀଠରେ ରେଡ୍ଡୀ ମହାଜନ ସଙ୍ଘ ଘର ର ଶୀଳା ନ୍ୟାସ କଲେ ଦୁଇ ବିଧାୟକ |   (03-May-2026)       ||      ଗତ ଶ୍ରମିକ ଦିବସରେ ଓୟୁଜେ ସାମ୍ବାଦିକ ମାନଙ୍କ ତରଫରୁ ବିଭିନ୍ନ ଦାବିନେଇମୁଖ୍ୟମନ୍ତ୍ରୀ ଙ୍କୁ ସ୍ମାରକ ପତ୍ର ପ୍ରଦାନ |    (02-May-2026)       ||      ଖୋର୍ଦ୍ଧା ଜିଲ୍ଲା ପ୍ରେସ କ୍ଲବ ର ନିର୍ବାଚନ ତପନ କୁମାରନାୟକ ସଭାପତି, ଓ ପ୍ରକାଶ କୁମାର ହାତୀ ସମ୍ପାଦକ |   (02-May-2026)       ||      ଅଗ୍ନି କାଣ୍ଡ ଘଟି ବୃଦ୍ଧ ମା ଜୀବନ୍ତ ଦଗ୍ଧ ଓ ଦୁଇଭାଇ ଗୁରୁତର ଏବଂ ଲକ୍ଷା ଧିକ ଟଙ୍କାର ସମ୍ପତି ପୋଡି ନଷ୍ଟ |    (02-May-2026)       ||      ବୁଗୁଡ଼ା ରେ"ଘୁମୁସର ସ୍ୱର ` ପକ୍ଷରୁ 161 ତମ ପୂର୍ଣ୍ଣିମା ସାହିତ୍ୟ ଆଲୋଚନାଚକ୍ର ଅନୁଷ୍ଠିତ |    (02-May-2026)       ||      ଓଡ଼ିଆ କାବ୍ୟ ପୁରାଣ ନୃସିଂହବତାର ଉନ୍ମୋଚନ |   (01-May-2026)       ||      କନ୍ଧମାଳ ଜିଲ୍ଲା ବାଲିଗୁଡା ରେ କାଳ ବୈଶାଖୀ ର ତାଣ୍ଡବ, ବର୍ଷା ପବନ ରେ ବିପୁଳ କ୍ଷୟ କ୍ଷତି ||   (01-May-2026)       ||      ବୋଲରା ଗାଡି ରେ 22କିଲୋ ଗଞ୍ଜେଇ ସହ ଅଭିଯୁକ୍ତ କୁ ଗିରଫ କଲା ଅବକାରୀ ଗୁଇନ୍ଦା ବିଭାଗ |    (01-May-2026)       ||     

ଦୁଈ ପ୍ରେମୀ ଯୁଗଳ ଙ୍କ ଆତ୍ମହତ୍ୟା |

26-Dec-2024

ଦୁଇ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା , ଶବ ଉଦ୍ଧାର କଲା ପୋଲିସ ,

                   ଓଡିଶା ଜନମତ  ବ୍ୟୁରୋ ,

ଗଞ୍ଜାମ, ୨୬/୧୨/ ୨/ ଗଞ୍ଜାମ ଜିଲ୍ଲା [ ଅଲାରିଗଡ଼  ପାହାଡ଼ ନିକଟରୁ ଦୁଈ ପ୍ରେମିଯୁଗଳ ବେକରେ ରାଶି ଲଗାଇ ମୃତ୍ୟୁ ହୋଇଥିବା ସାମ୍ନାକୁ ଆସିଛି ଏଭଳି ଏକ ଦୁଃଖଦ ଦୁଃ ଖବର । ପରକୀୟୀପ୍ରିତି ପାଇଁ ପ୍ରେମୀଯୁଗଳ ନିଜ ଜୀବନ ଦେଇଦେଇଛନ୍ତି । ରାସ୍ତା କଡ଼ରେ ଥିବା ଏକ ଗଛରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଲାରିଗଡ଼ ପାହାଡ଼ନିକଟରୁ ପୋଲିସ ଦୁହିଁଙ୍କର ମୃତଦେହ ଜବତ କରିଛି । ମୃତ ଯୁବକଜଣକ ପାଟପୁର ଥାନା ରାଧାଦେଈପୁର ଗ୍ରାମର ରାଜେନ୍ଦ୍ର ସାହୁ ।

ସୂଚନାଅନୁସାରେ, ଦୁହେଁ ବିବାହିତ ରହିଥିଲେ । ମହିଳାଜଣଙ୍କର ୩ ଝିଅ ଥିବା ବେଳେ ରାଜେନ୍ଦ୍ରଙ୍କର ୩ ପୁଅ ଅଛନ୍ତି । ବିବାହିତ ହେବା ପରେ ଉଭୟଙ୍କର ପର କୀୟାପ୍ରିତି ଆରମ୍ଭ ହୋଇଥିଲା । ଦୁହେଁ ଦୀର୍ଘ ବର୍ଷ ହେବ ପ୍ରେମରେ ପଡି ରହିଥିଲେ । ୧୦ ଦିନ ହେବ ଉଭୟ ଘର ଛାଡି ଫେରାର ହୋଇଯାଇ ଥିଲେ । ଏହାପରେ ଆଜି ଉଭୟଙ୍କ ମୃତଦେହ ପାହାଡ଼ ନିକଟ ଏକ ଗଛରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ଏହା ପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଏନେଇ ପାଟପୁର ଥାନାରେ ଅଭିଯୋଗ ହୋଇଥିଲା ସଦର ଥାନା ପୁଲିସ ପହଞ୍ଚି ଛାନଭିନ ଜାରି ରଖୁଛି । ପରିବାର ଲୋକେ ଉପସ୍ଥିତ ରହିଥିଲେ ହେଁ ବର୍ତ୍ତମାନ ସୁଦ୍ଧା ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

News Comment

You Might Also Like

BACK TO TOP