Breaking News

ମାଲକାନା ଗିରି ସହର ର ଏକ ମୋବାଇଲ ଦୋକାନରୁ ବଡ଼ ଧରଣର ଚୋରି |    (09-Jan-2025)       ||      ବୀର ଚକରା ବିଷୋୟୀ ଙ୍କ 202ତମ ଜୟନ୍ତୀ ପାଳିତ |    (09-Jan-2025)       ||      ଥଣ୍ଡା ପାନିଅ ରେ ନିଶା ଦେଇ କେମେରା ମେନ ଙ୍କ ଠାରୁ ଲୁଟ ଅଭିଯୋଗ |    (09-Jan-2025)       ||      ବୁଗୁଡ଼ା ବିରଞ୍ଚି ନାରାୟଣ ମନ୍ଦିର ରେ ଶାମ୍ବ ଦଶମୀ ବ୍ରତ ପାଳିତ,   (09-Jan-2025)       ||      ଜରାଜୀର୍ଣ ଅବସ୍ଥା ରେ ଖଲ୍ଲିକୋଟ ର 68 ବର୍ଷ ର ଚାରୁ ଓ କାରୁକଳା ମହାବିଦ୍ୟାଳୟ |   (09-Jan-2025)       ||      ଜାନୁୟାରୀ 13 ରୁଫେବୃୟାରୀ 26 ଯାଏଁ ଓଡିଶାରୁ କୁମ୍ଭ ମେଳା ପାଇଁ ଗଡିବ ଓ ଏସ ଆର ଟି ସି ବସ |    (09-Jan-2025)       ||      କୁନୀ ଝିଅ କୀର୍ତ୍ତି ମୟୀ ଙ୍କ ଇଣ୍ଡିଆ ବୁକ ଅଫ ରେକଡ଼ |    (09-Jan-2025)       ||      ଟାଟା ମୋଟର୍ସ ରେ ଚାକିରି ଦେବା ନାମରେ ଠକେଇ ମାମଲା ରେ ପ୍ରଦୀପ ପାଣିଗ୍ରାହୀ ଙ୍କୁ ଆଶ୍ବସ୍ତି |    (08-Jan-2025)       ||      ଅବକାରୀ ବିଭାଗ ଦ୍ୱାରା ଚଢ଼ାଉ ଦୁଈ ବ୍ୟକ୍ତି ଗିରଫ |    (08-Jan-2025)       ||      ନୃସିଂହ ନାଥ କୃଷକ ସଙ୍ଘ ତରଫରୁ ଭଞ୍ଜନଗର ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ |    (08-Jan-2025)       ||      ପୁରୁଷୋତ୍ତମପୁର ନଗର ବିଜେପି ମଣ୍ଡଳ ସଭାପତି ହେଲେ ଯୁବନେତା ସୂର୍ଯ୍ୟନାରାୟଣ ମହାରଣା |    (08-Jan-2025)       ||      25ତମ ବାର୍ଷିକ ଉତ୍ସବ ନିମନ୍ତେ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ |    (08-Jan-2025)       ||      ଖଲ୍ଲିକୋଟ ଦେବୀ ଝର କ୍ଷୁଦ୍ର ଜଳ ସେଚନ ର ପୁନଃ ରୁଦ୍ଧାର ପାଇଁ 92ଲକ୍ଷ38ହଜାର ଅନୁମୋଦନ |   (08-Jan-2025)       ||      148 ଜନ ଓ ଏ ଏସ ଙ୍କ ବଦଳି କଲେ ରାଜ୍ୟ ସରକାର |    (08-Jan-2025)       ||      ଶାଶୁ ଙ୍କୁ ଭରଣ ପୋଷଣ ଦେବେ ବୋହୁ, ପଞ୍ଜାବ ହରିୟାଣା କୋର୍ଟ ଙ୍କ ବଡ଼ ରାୟ ||   (08-Jan-2025)       ||      ଟିକିରି କୁ ବ୍ଲକ ମାନ୍ୟତା ଦାବିରେ, ଜନସାଧାରଣ ଙ୍କ 2ୟ ବୈଠକ ଅନୁଷ୍ଠିତ |   (07-Jan-2025)       ||      ଖଲ୍ଲିକୋଟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ରୋଗୀ କଲ୍ୟାଣ ସମିତି ର ବୈଠକ |   (07-Jan-2025)       ||      ବୃତ୍ତି ପରୀକ୍ଷା ରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ଛାତ୍ର, ଛାତ୍ରୀ ଙ୍କ କୁର୍ତ୍ତିତ୍ୱ |   (07-Jan-2025)       ||      ଜଙ୍ଗଲ ଜମି ପଟ୍ଟା ଦାବିରେ ଆଦିବାସୀ ମାନଙ୍କ ଅସ୍ତ୍ର, ଶସ୍ତ୍ର, ଧରି ଆନ୍ଦୋଳନ |    (07-Jan-2025)       ||      ବନ୍ଧୁକ ଦେଖାଇ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ବାଇକ ଓ ଟଙ୍କା ଲୁଟ |   (07-Jan-2025)       ||     

ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜ ଗୁଡ଼ିକ ର ପରିଚାଳନା କମିଟି ଭାଙ୍ଗିଲା |

27-Dec-2024

ଭାଙ୍ଗିଲା ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜର ପରିଚାଳନା କମିଟି,

                 ଓଡିଶା ଜନ ମତ  ବ୍ୟୁରୋ,

ଡିଗ୍ରି ଓଡିଶାଶିକ୍ଷା ଅଧୁନିୟମ ୧୯୬୯ ର ଉପଧାରା (୬) ର ଧାରା( ୭) ବିଭାଗ ଅଧୀନରେ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ପରିଚାଳନା ପରିଷଦ ତଥା କମିଟିକୁ ଭାଙ୍ଗି ଦିଆଯାଇଛି । ସ୍ଵୟଂଶାସିତ ମହାବିଦ୍ୟାଳୟ, ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ପାଇଁ ପ୍ରତିଷ୍ଠା ହୋଇଥିବା କଲେଜ ଏବଂ ପରିଚାଳନା ପରିଷଦକୁ ନେଇ ମାମଲା ଥୁବା କଲେଜଗୁଡ଼ିକ ଏଥୁରୁ ବାଦ୍ ପଡ଼ିବେ । ଜିଲ୍ଲା ମୁଖ୍ୟାଳୟରେ ଥିବାକଲେଜର ପରିଚାଳନା ଚାଳନା ପରିଷଦ ତଥା କମିଟିର ଅସ୍ଥାୟୀ ସଭାପତି ଭାବେ ଅତିରିକ୍ତ ଜିଲ୍ଲାପାଳ ରହିବେ । ଯଦି କୌଣସି ଜିଲ୍ଲାରେ ଏକାଧିକ ଅତିରିକ୍ତ ଜିଲ୍ଲାପାଳ ଥିବେ ସେହି କ୍ଷେତ୍ରରେ ଜିଲ୍ଲାପାଳ ଜଣେ ଅତିରିକ୍ତ ଜିଲ୍ଲାପାଳଙ୍କୁ ସଭାପତି ଭାବେ ଚୟନ କରି ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ କଙ୍କୁଅବଗତ କରାଇବେ । ଯେଉଁ କଲେଜ ଗୁଡ଼ିକ ଜିଲ୍ଲା ମୁଖ୍ୟାଳୟ ବାହାରେରହିଥ‌ିବ, ସେଠାରେ ଉପଜିଲ୍ଲାପାଳ ସଭାପତି  ଭାବେ ରହିବେ। ତିନି ମାସ ମଧ୍ୟରେ କଲେଜ ଗୁଡ଼ିକରେ ନୂଆ କମିଟି ଗଠନ ଦିଗରେ ପଦକ୍ଷେପନିଆଯିବ ବୋଲି ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି । ଏହି ନିୟମଅନୁସାରେପୁରୁଷୋତ୍ତମ ପୁରସହର ରେ ଥ‌ିବା  ତାରା ତାରିଣୀ ମହାବିଦ୍ୟାଳୟ ପରିଚାଳନା ପରିଷଦ କମିଟି ଭାଙ୍ଗି ଯାଇଛି । ଯାହାଫଳରେ ଏହି କଲେଜର ପରିଚାଳନା ସଭାପତି ଓ କମିଟି ନିଷ୍କ୍ରିୟ ହୋଇଯାଇଛି । ନୂତନ କମିଟି ଗଠନ ହେବା ଯାଏଁ, ଛତ୍ରପୁର ଉପଜିଲ୍ଲାପାଳ ଏହାର ସଭାପତି ଦାୟିତ୍ଵରେ ରହିବେ ବୋଲି ଜଣାପଡିଛି ।

News Comment

You Might Also Like

BACK TO TOP