Breaking News

ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||     

ବର୍ଷା ଗଲା ଦେଇଗଲା ଦୁର୍ଦଶା , ଭାଙ୍ଗି ଗଲା ଘର |

26-Sep-2026

ବର୍ଷା ଗଲା ଦେଇଗଲା ଦୁର୍ଦଶା, ଭାଙ୍ଗିଲା ଘର, ବଦରାମ ପଲ୍ଲୀ ଓ ବି ଏନ ପୁର ପଂଚାୟତ ରେ ପାଞ୍ଚ ହଜାର ଏକର  ଜମି ଜଳମଗ୍ନ | 

ଓଡିଶା ଜନମତ, ଖଲ୍ଲିକୋଟ,ମାଧବ ବେହେରା...
ଖଲ୍ଲିକୋଟ, 26/9 :---

ଅର୍ଣ୍ଣବ ବାତ୍ୟା ଓ ବର୍ଷା ଚାଲିଗଲା କିନ୍ତୁ ଏହାର ପ୍ରଭାବ ରେ ଖଲ୍ଲିକୋଟ ବ୍ଲକ ର କୋମଣ୍ଡ ପଂଚାୟତ ର ବଡ଼ ରାମ ପଲ୍ଲୀ ବିଳାସପୁର ରାସ୍ତା ବିଛିନ୍ନ ହେବା ପରେ ଦୁଇ ଗ୍ରାମ କୁ ସଂଯୋଗ କରୁଥିବା ବ୍ରିଜ ଉପରେ ଚାରି ଫୁଟ ବନ୍ୟା ଜଳ ଜମି ରହିଛି |ଏବଂ ବଡ଼ ରାମ ପଲ୍ଲୀ ଗ୍ରାମ ଇଲାକା ରେ ଥିବା ପ୍ରାୟ ପାଞ୍ଚ ହଜାର ଏକର ଧାନ ଚାଷ ଉପରେ ଦୁଇ ଫୁଟ ପାଣି ଜମି ରହିବା ଫଳରେ ଚାଷୀ ମାନେ ଘୋର ନୈରାଶ୍ୟ ଓ ଦୁଃଖ ରେ ଅଛନ୍ତି |ଏଣେ ଖଲ୍ଲିକୋଟ ବ୍ଲକ ର ମାଣିକ୍ୟପୁର ପଂଚାୟତ ର ପାଞ୍ଚ ଗୋଟି କଛା ଘର ପ୍ରବଳ ବର୍ଷା ରେ ଭାଙ୍ଗି ଯିବା ଫଳରେ ଘରେ ଥିବା ଅନ୍ତେବାସୀ ମାନେ ବେଘର ହୋଇ ଯାଇ ଥିବା ଜଣା ପଡ଼ିଛି |ସେହିପରି ବ୍ଲକ ର ବି ଏନ ପୁର ପଂଚାୟତ ର ବିଳାସପୁର ଗ୍ରାମ ରେ ବନ୍ୟା ଜଳ ପଶିବା ସହ ଏକ ହଜାର ରୁ ଊର୍ଧ୍ଵ ଧାନ କ୍ଷେତ ରେ ବର୍ଷା ଜଳପଶିବା ଫଳରେ ଚାଷୀ ମାନେ ଧାନ କ୍ଷେତ ରୁ ବର୍ଷା ଜଳ ନିଷ୍କାସନ ନେଇ ଚିନ୍ତା ରେ ଥିବା ଜଣାପଡିଛି |ତେବେ ଦୀର୍ଘ ଦୁଇ ଦିନ ଧରି ଚାଷ ଜମି ରେ ବର୍ଷା ପାଣି ଜମି ରହିବା ଫଳରେ ଧାନ କ୍ଷେତ ର ସ୍ଥାୟୀତ୍ୱ ନେଇ ଚାଷୀ ମାନେ କ୍ଷତି ଭରଣା ପାଇଁ ସରକାରଙ୍କ ସହାୟତା ଦାବି କରିଛନ୍ତି |ପ୍ରତି ବର୍ଷ ଖର ଖରୀ ଓ ଋଷିକୁଲ୍ୟା ନଦୀ ର ବଳକା ପାଣି ବଡ଼ ରାମ ପଲ୍ଲୀ ଗ୍ରାମ ରେ ପଶି କ୍ଷେତ ନଷ୍ଟ କରୁଥିଲେ ମଧ୍ୟ ଜଳସେଚନ ବିଭାଗ ଉଚ୍ଚତା ବିଶିଷ୍ଟ ଗାର୍ଡ ୱାଲ ନିର୍ମାଣ କରୁ ନଥିବା ରୁ ଚାଷ ଜମି ସବୁ ବେଳେ ଜଳ ମଗ୍ନ ହେଉଥିବା ଅଭିଯୋଗ ହେଉଛି |,, ବର୍ଷା ପାଣି ପଶି କ୍ଷତି ହୋଇଥିବା ଗ୍ରାମ କୁ ଖଲ୍ଲିକୋଟ ବିଜେପି ର ବରିଷ୍ଟ ନେତା ଅନିଲ କୁମଇ ପଣ୍ଡା ଙ୍କ ନେତୃତ୍ୱ ରେ ଜିଲ୍ଲା ବିଜେପି ଉପ ସଭାପତି ଅରୁଣ କୁମାର ଖୁଣ୍ଟିଆ, ଜିଲ୍ଲା ସମ୍ପାଦଜ ଯଜ୍ଞ ନାରାୟଣ ଦଶ, ନଗର ମଣ୍ଡଳ ସଭାପତି ଶଙ୍କର ପ୍ରସାଦ ନାହାକ ଓ ବଣିଆ ମଣ୍ଡଳ ସଭାପତି ଶମ୍ଭୁ ପ୍ରଧାନ ଏକ ଦଳ ବର୍ଷା ରେ କ୍ଷତି ହୋଇଥିବା ଅଞ୍ଚକ ବୁଲି ଦେଖିବା ସହ ଚାଷୀ ମାନଙ୍କ ସମସ୍ୟା ସମ୍ପର୍କ ରେ ପଚାରି ବୁଝିଥିବା ପ୍ରକାଶ | ସ୍ଥାନୀୟ ତହସିଲଦାର କେ ମାଲେଶ୍ୱର ପାତ୍ର କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଆକଳନ କରି ଫେରିଥିବା ପ୍ରକାଶ |  ଘର ଭାଙ୍ଗିଥିବା ଳୋକ ଙ୍କ ନାମ ହେଲା ଯୋଗୀ ଗୌଡ଼ ଶିବ ଗୌଡ଼,ଶଙ୍କର ମଳିକ ସୁବାଷ ମହାରଣା ବୋଲି ଜଣା ପଡ଼ିଛି |( ସଂଶୋଧିତ.. ଫୋଟୋ ଯାଇଛି..

News Comment

You Might Also Like

BACK TO TOP