Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

ପୁରୁଷୋତ୍ତମପୁର ବ୍ଲକରେ ଅତିରିକ୍ତ ଜିଲ୍ଲା ପାଳ ଓଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ||

13-Jul-2026

ପୁରୁଷୋତ୍ତମପୁର ବ୍ଲକରେ ଅତିତିକ୍ତ ଜିଲ୍ଲପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶିବିର ଅନୁଷ୍ଠିତ | 

ଓଡିଶା ଜନ ମତ ବ୍ୟୁରୋ, 

ପୁରୁଷୋତ୍ତମପୁର ବ୍ଳକ ପରିସର ରେ ବ୍ଳକ ଅଧକ୍ଷା ପିଙ୍କି ବେହେରା ଓ ବିଡ଼ିଓ ଦେବାଶିଷ ସାମଲ ଙ୍କ ମିଳିତ  ସଂଯୋଜନା ରେ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆରମ୍ଭ ହୋଈ ଥିଲା | ଏହି କାର୍ଯ୍ୟକ୍ରମ ରେଜିଲ୍ଲା ଗ୍ରାମ୍ୟ ଉର୍ନ୍ନୟନ ଅଧିକାରୀ  ସମୀର କୁମାର ଜେନା, ଗଞ୍ଜାମ ଏସପି ହରିଶ ବି ସି,ଅତିରିକ୍ତ ଜିଲ୍ଲପାଳ ସଚ୍ଚିଦାନନ୍ଦ ନାୟକ ଓଛତ୍ରପୁର ଉପଜିଲ୍ଲାପାଳ ଶୁଭାଶିଷ ବରାଳ ଓ ପୁରୁଷୋତ୍ତମପୁର ତହସିଲଦାର  ବିନୋଦ କୁମାର ବେହେରା, ଉପସ୍ଥିତ ରହି ଜନସାଧାରଣ ଙ୍କ ବିଭିନ୍ନ ଅଭିଯୋଗ ଶୁଣିଥିଲେ | ଏହି ଅଭିଯୋଗ ଶୁଣାଣି ରେ ସର୍ବ ମୋଟ 257 ଟି ଅଭିଯୋଗ ଶୁଣାଣି ହୋଇଥିଲା | ଏହା ମଧ୍ୟରୁ ୨୦୯ଟି ବ୍ୟକ୍ତିଗତ ଏବଂ 48ଟି ସାମୂହିକ ଅଭିଯୋଗ ଥିଲା। ଏହି ଅବସରରେ ରେଡ୍‌କ୍ରସ୍‌ ପାଣ୍ଠିରୁ ୭ ଜଣ ଦୁଃସ୍ଥ ବ୍ୟକ୍ତିଙ୍କୁ ୪୫ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ସେମାନେ ହେଲେ ବଡ଼ ଖରିଡା ର ସବିତା ନାୟକ ଙ୍କୁ 5ହଜାର, ବେଗୁନିଆପଡା  ବେଲ ଝୁରି ର କେନ୍ସର ରୋଗୀ  ରେଣୁ ଜେନା ଙ୍କୁ 10ହଜାର, ବଡ଼ ବରଙ୍ଗା  ରାଣୀଙ୍ଗା ର ମନୋଜ କୁମାର ବେହେରାଙ୍କୁ 5ହଜାର ଟଙ୍କା, ମଞ୍ଜୁ କୁମାରୀ ବେହେରା ଙ୍କ ପୁଅସୁକାନ୍ତ ବେହେରା ଙ୍କ ହାର୍ଟ ପେସେଣ୍ଟ ଙ୍କୁ  5ହଜାର ଟଙ୍କା,ଏବଂ ହିଣ୍ଡୁଳା  ର କନକ ବେହେରା ଙ୍କୁ  5ହଜାର,ବଡ଼ ମାଧପୁର ଦୀପକ କରଣ ଙ୍କୁ 5ହଜାର, ପୁରୁଷୋତ୍ତମପୁର ଏନଏସି  କନକା ର ନୟନୀ ନାୟକ ଙ୍କ ସ୍ୱାମୀ ଙ୍କ ମୃତ୍ୟୁ ପାଇଁ 10 ହଜାର ଟଙ୍କା ପ୍ରଦାନ କରାଯାଇଥିଲା |ହାଣ୍ଡିଘର ତାରାତାରିଣୀ ବ୍ରିଜ ପାର୍ଶ୍ୱରେ ବଡ଼ ବଡ଼ ଖାଲ ଥିବା ସତ୍ତ୍ୱେ ସୁରକ୍ଷା ପ୍ରାଚୀରନଥିବାରୁକିଛି ଦୁର୍ଘଟଣା ଘଟିବ ସହିତ ସ୍କୁଲ ଛାତ୍ର ଛାତ୍ରୀ, ଯାତ୍ରୀ, ଗ୍ରାମ ବାସୀ ଙ୍କ ଯାତାୟତରେ ଘୋର ଅସୁବିଧା ହେଉଥିବାରୁ ସୁରକ୍ଷାପ୍ରାଚୀର ନିର୍ମାଣ ପାଇଁ ସାମାଜିକ କର୍ମୀ ବିନାୟକ ଆଚାର୍ଯ୍ୟ ଏକ ଦାବିପତ୍ର ଦେଇଥିଲେ |ଅନ୍ୟପକ୍ଷରେ, କିଛି ଠିକାଦାର ଙ୍କ ବିଭିନ୍ନ କାମ ଦୀର୍ଘ ବର୍ଷ ଧରି ସରିଯାଇଥିଲେ ମଧ୍ୟ         ସେମାନଙ୍କ ବିଲ୍‌ ପ୍ରଦାନ କରାଯାଉ ନ ଥିବା ଅଭି ଯୋଗ କରିଥିଲେ । ଅଭି ଯୋଗର ଶୁଣାଣି ପରେ ଜିଲ୍ଲା ଉନ୍ନୟନ ଅଧିକାରୀ  ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଅଭିଯୋଗ ଗୁଡ଼ିକର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହିପରି ବହୁତ ଅଭିଯୋଗ ଗୁଡିକ ର ସମାଧାନ ଉପସ୍ଥିତ ଅଧିକାରୀ ମାନେ କରିଥିଲେ  | ବିଶେଷ କରି ଭତ୍ତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରାସନ ଭଳି ଅଭିଯୋଗ ଗୁଡିକର ସମାଧାନ ପାଇଁ ବିଭାଗୀୟ ଅଧିକାରୀ ମାନେ ନିର୍ଦେଶ ଦେଇଥିଲେ |  ଏହି କାର୍ଯ୍ୟକ୍ରମ ରେ ସବୁ ବିଭାଗର  ଜିଲ୍ଲା ସ୍ତରୀୟ ଓ ସବଡ଼ିଭିଯନ ଏବଂ ବ୍ଳକ ସ୍ତରୀୟ ଅଧିକାରୀ ମାନେ ଯୋଗଦେଇ ଥିଲେ | ଏହି କାର୍ଯ୍ୟକ୍ରମକୁ  ବ୍ଲକଷ୍ଟାଫ ଓ ବିଭାଗୀୟ ଅଧିକାରୀ କର୍ମ ଚାରୀ ମାନେ ଅଧିକମାତ୍ରାରେ ସହଯୋଗ କରିଥିଲେ |
ବ୍ଳକ ଓ ଏନଏସି ଥାନା ର ବିଭିନ୍ନ ବିଭାଗୀୟ ଅଧିକାରୀ ଙ୍କ ସହିତ ଏନ୍‌ଏସି ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀ, ଆଇଆଇସି କୁଳମଣି ସେଠୀ ଓଷ୍ଟାଫ, ସବୁ ପଞ୍ଚାୟତ ପିଇଓ ମାନେ ସହଯୋଗ କରିଥିଲେ |  ଏହାର ସଂପୂର୍ଣ୍ଣ ଦାୟିତ୍ୱ ତୁଲାଇ ଥିଲେ ଜିପିଓ  ଗୁରୁ ଓ ପୂର୍ବତନ ଜିପିଓ ମୀନ କେତନ ବେହେରା  |ଓ ମନୋଜ ସାହୁ |

News Comment

You Might Also Like

BACK TO TOP