Breaking News

ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||     

ପୋଲସରା ବିଚାର ବିଭାଗୀୟ ଅଦାଲତ ର ପଞ୍ଚମ ପ୍ରତିଷ୍ଠା ଦିବସ ପାଳିତ |

01-Jul-2026

ପୋଲସରା ବିଚାର ବିଭାଗୀୟ ଅଦାଲତର ପଞ୍ଚମ ପ୍ରତିଷ୍ଠା ଦିବସ ପାଳିତ।

ଓଡ଼ିଶା ଜନମତ,ପୋଲସରା,ସନ୍ତୋଷ କୁମାର ପଣ୍ଡା
 ତା. ୧/୭/୨୦୨୬:-----

 ଆଜି ବୁଧବାର ପୋଲସରା ବିଚାର ବିଭାଗୀୟ ଅଦାଲତର ପଞ୍ଚମ  ପ୍ରତିଷ୍ଠା ଦିବସ ସଂଘ କାର୍ଯ୍ୟାଳୟ ପରିସରରେ ଓକିଲ ସଂଘର  ଆଡ଼ମ୍ବରପୂର୍ଣ୍ଣ  ସହକାରେ  ପାଳିତ ହୋଇଯାଇଛି। ଏହି  କାର୍ଯ୍ୟକ୍ରମରେ ପୋଲସରାର ବିଚାରପତି ଶ୍ରୀ ଏ. ଅଭିନାଶ ନାଇଡୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଦାଲତ ଓ ଓକିଲ ସଂଘ ମଧ୍ୟରେ ପରସ୍ପର ସହଯୋଗ, ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ଏବଂ ଦକ୍ଷତାର ସହ ନ୍ୟାୟିକ କାର୍ଯ୍ୟ ପରିଚାଳନାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଆଲୋକପାତ କରିବା ସହ ସଙ୍ଘର ଉତ୍ତରୋତ୍ତର ଶୁଭକାମନା କରିଥିଲେ। ପୋଲସରା ଅଦାଲତରେ ବିଚାରପତି ମହୋଦୟଙ୍କର ଦୁଇ ବର୍ଷର ସଫଳ କାର୍ଯ୍ୟକାଳ ପୂର୍ତ୍ତି ଉପଲକ୍ଷେ ଉପସ୍ଥିତ ସମସ୍ତ ଆଇନଜୀବୀ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ଏଥିରେ କୋଦଳା ଓକିଲ ସଂଘର ସଦସ୍ୟ ନୀଳାଞ୍ଚଳ ପୋଲାଈ ସମ୍ମାନିତ ଅତିଥି ଭାବେ  ଯୋଗଦେଇଥିବା ବେଳେ କାର୍ଯ୍ୟକ୍ରମକୁ ଓକିଲ ସଂଘର ସଭାପତି କବିରାଜ ଦାସ, ଉପସଭାପତି ଅକ୍ଷୟ ଦାସ, ସମ୍ପାଦକ ବ୍ରଜେନ୍ଦ୍ର ସାହୁ ଏବଂ ସହ-ସମ୍ପାଦକ ବିଜୟ କୁମାର ଶାସମଲ ସୁଚାରୁରୂପେ ପରିଚାଳନା କରିଥିଲେ। ଏହି ଉତ୍ସବରେ ସଂଘର   ଲକ୍ଷ୍ମୀକାନ୍ତ ପାଢ଼ୀ, ଶରତ ଚନ୍ଦ୍ର ପଟ୍ଟନାୟକ, ସିମାଞ୍ଚଳ ହୋତା, କାହ୍ନୁ ଚରଣ ସାହୁ, ପ୍ରଫୁଲ୍ଲ କୁମାର ପଣ୍ଡା, ଏ. ପ୍ରଶାନ୍ତ କୁମାର ଆଚାରୀ, ସନ୍ନ୍ୟାସୀ ସାହୁ, ସରକାରୀ ଆଇନଜୀବୀ ଅବ୍ଧେଶ ପଟ୍ଟନାୟକ, ବ୍ରଜବନ୍ଧୁ ଦଳବେହେରା, ରତ୍ନାକର ମହାନ୍ତି, ରତ୍ନାକର ପ୍ରଧାନ, ରଜନୀକାନ୍ତ ପ୍ରଧାନ, ପ୍ରହଲ୍ଲାଦ ବିଷୋୟୀ, ଅନିଳ ମହାଙ୍କୁଡ଼, ବାସୁଦେବ ଡାକୁଆ, ସୁଜ୍ଞାନୀ ସାହୁ, ଶର୍ମିଷ୍ଠା ପାତ୍ର, ଗଙ୍ଗାଧର ଦାସ, କପିଳ ପୋଲେଇ, ସୀତାକାନ୍ତ ମିଶ୍ର, ରବୀନ୍ଦ୍ର କୁମାର ପାତ୍ର, କାଶୀନାଥ ସାମନ୍ତରା ପ୍ରମୁଖଙ୍କ ସମେତ ଆହୁରି ଅନେକ ଆଇନଜୀବୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ଓ ସ୍ମରଣୀୟ  କରିବାରେ  ସହଯୋଗ କରିଥିଲେ

News Comment

You Might Also Like

BACK TO TOP