Breaking News

ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||     

ବୃଦ୍ଧ ମାକୁ ଘର ସାମ୍ନାରେ ମାଡ଼ ମାରିଲା ପୁଅ |

01-Jul-2026

ବୃଦ୍ଧ ମାଆ କୁ  ଘର ଆଗ ଗାଁ ଦାଣ୍ଡରେ  ମାଡ଼ମାରିଲା ପୁଅ |  ଓଡିଶା ଜନ ମତ, ସନ୍ତୋଷ କୁମାର ପଣ୍ଡା ପୋଲସରା 

 ପୁଅଟିଏ ପାଇବା ପାଇଁ  ମାଆଟି କେତେ ଓଷା, ବ୍ରତ, ଉପବାସ କରି ଠାକୁରଙ୍କ ଦୟାରେ ଯେତେବେଳେ ପୁଅଟିଏ ଜନ୍ମ ଲାଭ କରେ ସେତେବେଳେ ମାଆ ଟି ବହୁତ ଲାଳନ, ପାଳନ କରି  ସବୁ ଅଳି, ଅଝଟକୁ ପୂରଣ କରି ବଡ଼ କରିଦିଏ, ଏବ ହାତକ ଦୁଇହା କରିଦେବା କିଛ ବର୍ ପର ନାତିକ ନାତୁଣ ଟି ଜନ୍ ହେବା କିଛ ବର୍ ପର ବୋହୂ ପ୍ରରୋଚନ ର ଶାଶ ଉପର ଉଭୟଙ୍   ବିଭିନ୍ ନିର୍ଯାତନ  ଯଥ ଶାରୀରି ଯନ୍ତ୍ରଣ ଦେ ଶେଷର ବୃଦ୍ଧାଶ୍ରମ କୁ ପଠାଇ ଦେଇଥାଏ!| ହେଲେ ଜଣେ ପୁଅ ବୃଦ୍ଧ ବସ୍ଥାରେ ତାର ମାକୁ  ଗାଁ ଦାଣ୍ଡ ଘର ଆଗରେ କିପରି ମାଡ଼ ମାରୁଛି, ସେପରି ଏକ ଘଟଣା  ଘଟିଛି ପୋଲସର ବ୍ଳକ କୋଙ୍କରଡା ଗାଁରେ ||ବୟସର ଅପରାହ୍ନରେ । ଅଣ୍ଟା ସଳଖ୍ ଚାଲିପାରୁ ନ ଥିବା ବୃଦ୍ଧା ମା`କୁ ଲାଳନ ପାଳନ କରିବା ବଦଳରେ ରେ ନିଜ ଜନ୍ମକଲା ପୁଅ ଅକଥନୀୟ ଯନ୍ତ୍ରଣା ଦେବା ସହ ଗାଁ ଦାଣ୍ଡରେ ଲୁଗା ଟାଣି ନାତ ଗୋଇଠା ମାରି ଅସଭ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ପୋଲସରା ଥାନା କୋଙ୍କରଣ୍ଡା ଗାଁରେ। ଯାହାର ସିସି ଟିଭି ଭିଡିଓ ଏବେ ସୋସିଆଲ ମି ମିଡିଆରେ ଭାଇରଲ ହେବାରେ ଲାଗିଛି I ଗଞ୍ଜାମ ଜିଲ୍ଲା ପୋଲସରା ଥାନା । ଅନ୍ତର୍ଗତ କେ କୋକୋରଣ ରଣ୍ଡା ଗ୍ରାମରେ ଘଟିଛି ଗୋଟିଏ ଅଭାବନୀୟ ଘଟଣା । କୌଣସି କାରଣକୁ ଶକୁ ନେଇ ନିଜ ଜନ୍ମ କଲା ମା ସୁନ୍ଦରୀ ସାହୁଙ୍କୁ । ଦାଣ୍ଡରେ ବାଡଉଛି ନୃଶଂସ ପୁଅ | ଯାହାର ସିସିଟିଭି ରେ କଏଦ ହୋଇଛି। ମାଡ ମାରୁ ରୁଥିବା ଯୁବକ ଜଣକ କୋକରଣ୍ଡା ସାହିର ତ ସାହୁ ବୋଲି ଜଣାପଡିଛି। ଖବର ପାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଶରତକୁ ଥାନାରେ ଅଟକ ଶରତ ରଖ୍ ପଚରାଉଚରା ଚାଲିଥିବା ଥାନାଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଥାନାରେ କୌଣସି ଲିଖୂତ ଅଭିଯୋଗ ହୋଇ ନ ଥିବା ସୂଚନା ମିଳିଛି।

News Comment

You Might Also Like

BACK TO TOP