Breaking News

ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||     

ହିଞ୍ଜିଳି ସାଉଁଳେଈ ମନ୍ଦିର ରେ ଗୋପବନ୍ଧୁ ପ୍ରେସ କ୍ଳବ ର ଜରୁରୀ ବୈଠକ ଅନୁଷ୍ଠିତ |

30-Jun-2026

ଗୋପବନ୍ଧୁ ପ୍ରେସ  କ୍ଲବ ଓ ଭଏସ ଅଫ ଆନ୍ତର୍ଜାତିକ ସଂଗଠନ ଏକ ଜରୁରୀକାଳୀନ ବୈଠକ। 

ଓଡିଶା ଜନ ମତ, ହିଞ୍ଜିଳି କାଟୁ, କୃଷ୍ଣ ଚନ୍ଦ୍ର ସାମନ୍ତରା :---

ଗଂଜାମ:ହିଞ୍ଜିଳିକାଟୁ ଅଞ୍ଚଳର ପ୍ରମୁଖ ସାମ୍ବାଦିକ ସଂଘ ଗୋପବନ୍ଧୁ  ପ୍ରେସ କ୍ଳବର  ଏକ ସାଧାରଣ ବୈଠକ ମାଁ ଶ୍ଯାମଳାୟୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସହ ସଂପାଦକଙ୍କ ନେତୃତ୍ବରେ ଏକାଠି ହୋଇ ରବିବାର ଦିନ ବୈଠକ ହୋଇଥିଲା । ସଂଘର ସଦସ୍ୟମାନଙ୍କ ଏକତ୍ରିତ ହୋଇ  ବିଭିନ୍ନ ପ୍ରକାର ବିଷୟରେ ଉପରେ ଆଲୋଚନା କରାଯାଇଛି । ବିଭିନ୍ନ ସମୟରେ  ସାମ୍ବାଦିକ ମାନଙ୍କର  ନାନା ସମାସ୍ଯା ଓ ତାହାର ସମାଧାନର ବିକଳ୍ପ ପନ୍ଥା  ନେଇ ଆଜି ଆଲୋଚନା ହୋଇଥିଲା ।ଏହି ସଂଘର କର୍ମକର୍ତ୍ତାଙ୍କ ଚୟନ ଲଟେରୀ ମାଧ୍ୟମରେ ହୋଇଥିଲା । ପ୍ରକାଶଥାଉକି ଲଟେରୀ ମାଧ୍ୟମରେ  ସଭାପତି , ଉପସଭାପତି , ସଂମ୍ପାଦକ ସହ ସମ୍ପାଦକ ଏବଂ କୋଷାଧ୍ୟକ୍ଷ  ଚୟନ ହୋଇ ମଧ୍ୟ ସକ୍ରିୟ ସଭ୍ୟ ଚୟନ କରାଯାଇଥିଲା ଏବଂ ସଂଘର କର୍ମକର୍ତ୍ତା ଚୟନ ଲଟେରୀ ମାଧ୍ୟମରେ ପ୍ରତିବର୍ଷ କରାଯିବ ନେଇ ଉଲ୍ଲେଖ ରହିଛି । ଆସନ୍ତା  ଅଗଷ୍ଟ ମାସ ପ୍ରଥମ ସପ୍ତାହରେ  ଭଏସ ଆଫ୍ ମିଡ଼ିଆ ଓଡିଶା ଶାଖାର ବାର୍ଷିକ ଉତ୍ସବ ନେଇ ଏକ ପୁସ୍ତକ ପତ୍ରିକା ପ୍ରକାଶିତ ହେବା ରହିଛି ।ଏହି ପତ୍ରିକାରେ ଭି ଓ ଏମ୍ ହିଞ୍ଜିଳିକାଟୁ ଶାଖାର ସମସ୍ତ ସଦସ୍ୟଙ୍କୁ ନିଜର ଫୋଟ ଏବଂ ଲେଖା  ରାଜ୍ୟ ମୁଖ୍ୟ ସଭାପତି ଡଃ ପ୍ରଭାତ ମିଶ୍ରଙ୍କ ନିକଟକୁ ପଠାଇବା ପାଇଁ କୁହାଯାଇଛି । ଏଥିସହିତ ସାମ୍ବାଦିକ ଏକତା ରକ୍ଷା ସହ ସମାଜର କଲ୍ୟାଣ ନିମନ୍ତେ ସଂଘ ପକ୍ଷରୁ  ``ମୋ ଗାଁ ଦସ୍ତାବିଜ `` କାର୍ଯ୍ୟକ୍ରମ କରିବା ନେଇ ଏକ ପ୍ରସ୍ତାବ ଆଗତ କରଯାଇଥିଲା । ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ  ଥିବା ସାଧାରଣ ଲୋକଙ୍କ ବିଭିନ୍ନ ପ୍ରକାର ସମସ୍ୟା ଓ ବିକାଶ ଉପରେ  କାର୍ଯ୍ୟ କରିବା ଲକ୍ଷ୍ୟ ରଖାଯାଇଛି । `ଭଏସ ଆଫ୍ ମିଡ଼ିଆ ଓଡିଶା ଶାଖ ସହିତ ଅନୁବନ୍ଧିତ ଗୋପବନ୍ଧୁ ପ୍ରେସ କ୍ଳବ ହିଞ୍ଜିଳିକାଟୁର ଏହି କାର୍ଯ୍ୟକ୍ରମ କରାଯିବ ବୋଲି ଆଜି ଶ୍ଯାମଳାୟୀ ପୀଠରେ  ଗୋପବନ୍ଧୁ ପ୍ରେସ କ୍ଳବର ନିଷ୍ପତ୍ତି ନିଆଯାଇଛି । ଆଜି ଗୋପବନ୍ଧୁ ପ୍ରେସ କ୍ଳବର ସଭାପତି ରଂଜିତ କୁମାର ପୋଲାଇ , ସମ୍ପାଦକ ପୀତବାସ ପ୍ରଧାନ , ସହସମ୍ପାଦକ କୃଷ୍ଣଚନ୍ଦ୍ର ସାମନ୍ତରାୟ ,ଭିଓଏମ ଗଞ୍ଜାମ ଶାଖାର ଜିଲ୍ଲା ସମ୍ପାଦକ ରଘୁନାଥ ଆଚାର୍ଯ୍ୟ , ଉପଦେଷ୍ଟା ଦିଲ୍ଲୀପ କୁମାର ତ୍ରିପାଠୀ , କୋଷାଧ୍ୟକ୍ଷ ଗୌରହରି ସାବତ ,କାର୍ଯ୍ଯନିର୍ବାହୀ ସଦସ୍ୟ ବାପୁନି ସେଠୀ ଅବନୀ କାନ୍ତ ପଟ୍ଟନାୟକ ଓ ସାରଥୀ ପାଢ଼ୀ ପ୍ରମୁଖଙ୍କ ଉପସ୍ଥିତ ଥିଲେ । 

News Comment

You Might Also Like

BACK TO TOP