Breaking News

ଝାରବନ୍ଧ ର ହିତେଶ୍ବରୀ ଚାକିରି କରିବା ସହ ପାଠ ପଢ଼ା ଏବଂ ନିଟ ରେସଫଳତା |    (03-Oct-2026)       ||      ପାଇକ ମାଳ ଥାନା ପରିସରରେ ଶାରଦୀୟ ଦୁର୍ଗା ପୂଜା ପାଇଁ ଶାନ୍ତି କମିଟି ଗଠିତ |    (03-Oct-2026)       ||      ରଣ ଝାଲୀ ଗ୍ରାମ ପଞ୍ଚାୟତ ରେ ଶିଶୁବିବାହ ନିଷେଧ ଉପରେ ଗ୍ରାମସଭା ଅନୁଷ୍ଠିତ |   (03-Oct-2026)       ||      ଶିକରପାଇ ବିଦ୍ୟାଳୟ ରେ ସାମର୍ଥ ଶିବିର ଅନୁଷ୍ଠିତ ||   (03-Oct-2026)       ||      ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||      କଳିଙ୍ଗାୟନ ତୌର୍ୟତ୍ରିକ୍ରମ ବିଶେଷ କାର୍ଯ୍ୟକ୍ରମ ଗାନ୍ଧୀଙ୍କ ଆଦର୍ଶ ରୁ ଆଧୁନିକ ସମାଜ ପର୍ଯ୍ୟନ୍ତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଛତ୍ରପୁର ଠାରେ ପାଳିତ |   (02-Oct-2026)       ||      ଛତ୍ରପୁର ମେଇନ ରୋଡ଼ ରେ ଥିବା ରାଜସ୍ତାନ ମିଠା ଦୋକାନ ରେ ସଟ ସର୍କିଟ ଯୋଗୁଁ ଦୋକାନ ପୋଡ଼ିଗଲା ||   (02-Oct-2026)       ||      ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||     

ଭାରତୀୟ ମଜଦୁର ସଙ୍ଘ ପକ୍ଷରୁ ଶ୍ରମିକ ମାରଣ ନିତି ପ୍ରତିବାଦରେ ଗଣ ଧାରଣା କୁ ନେଇ ସାମ୍ବାଦିକ ସମ୍ମିଳନୀ |

16-Jun-2026

ଭାରତୀୟ ମଜଦୂର ସଂଘ ପକ୍ଷରୁ ଶ୍ରମିକ ମାରଣ ନୀତି ପ୍ରତିବାଦରେ ଗଣ ଧାରଣା କୁ ନେଇ ସାମ୍ବାଦିକ ସମ୍ମିଳନୀ,

ଓଡିଶା ଜନମତ ରାୟଗଡ଼ା, ୧୬/୦୬

 କାମେଶ୍ୱର କରକରିଆ :----
ଭାରତୀୟ ମଜଦୁର ସଙ୍ଘ ଦ୍ୱାରା ପରିଚାଳିତ ଓଡିଶା ଘରୋଇ ଉଦ୍ୟୋଗ ମଜଦୁର ମହାସଙ୍ଘ ତରଫରୁ ଆସନ୍ତା ଗୁରୁବାର ୧୮/୦୬/୨୦୨୬ ଦିନ ଶହ ଶହ କର୍ମଚାରୀ କଟକ ସ୍ଥିତ ଯୁଗ୍ମ ଶ୍ରମ ଆଯୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନସନ ରେ ବସିରହିବେ ଏଠାରେ ସୂଚନା ଜ୍ୟୋଗ୍ୟ ଯେ ଯୁଗ୍ମ ଶ୍ରମ ଆଯୁକ୍ତ  ମାନନୀୟା କଳ୍ପନା ମିଶ୍ର ଙ୍କର କମ୍ପାନୀ ପ୍ରୀତି  ଓ ଶ୍ରମିକ  ମାରଣ ନୀତି କୁ ବିରୋଧ କରି କଟକ ଜିଲ୍ଳାର ସମସ୍ତ ଘରୋଇ ଉଦ୍ୟୋଗରରେ କାର୍ଯ୍ୟରତ ଶ୍ରମିକ ଭାଇ ଏକତ୍ରିତ ହୋଇ ଏହାକୁ ବିରୋଧ କରିବା ସହ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଗଣ ଧାରଣରେ ବସି ରହିବେ ବୋଲି ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୂର ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସଙ୍ଘ ପକ୍ଷରୁ କହିଛନ୍ତି,ଏଠାରେ ସୂଚନା ଯୋଗ୍ୟ ଯେ ଟାଟା ଷ୍ଟିଲ FAP ଆଠଗଡ଼ ଠିକା ଶ୍ରମିକ ସଙ୍ଘ ନାମରେ ଏକ ପଞ୍ଜିକରଣ ନିମନ୍ତେ ଗତ ୨୦୨୫ ନଭେମ୍ବର ମାସରେ  ଦରଖସ୍ତ କରିଥିଲେ କିନ୍ତୁ ପରୀତାପର ବିଷୟ ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁଯାଇ କୌଣସି ଶ୍ରମିକ ସଙ୍ଘକୁ ଆବେଦନର ୪୫ ଦିନ ମଧ୍ୟରେ ପଞ୍ଜିକୃତ କରିବାର ବ୍ୟବସ୍ଥା ଥିଲେ ମଧ୍ୟ କଟକ ଜିଲ୍ଲାର ଶ୍ରମ ଅଧିକାରୀ ଓ ଯୁଗ୍ମ ଶ୍ରମ ଆଯୁକ୍ତ ସରକାରଙ୍କ ନିର୍ଦେଶ କୁ ଫୁ କରି ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର ହାତ ବାରିଶି ହୋଇ କାର୍ଯ୍ୟ କରୁଛନ୍ତି ବୋଲି ରାୟଗଡ଼ା ଜିଲ୍ଲା କାର୍ଯ୍ୟକାରୀ ସଭାପତି ଧର୍ମ ସିଂ ନାଗ ଏବଂ ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁଙ୍କ ନେତୃତ୍ୱରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଟ  ଶ୍ରମିକ ନେତା ତଥା ଭାରତୀୟ ମଜଦୂର ସଂଘ ର ଉପସଭାପତି ଶ୍ରୀ ଯୋଗେଶ୍ୱର ଦାସ, ଓଡ଼ିଶା କନଷ୍ଟକସନ ମଜଦୂର ମହାସଂଘର ରାଜ୍ୟ ସଭାପତି ଶ୍ରୀ ମନୋଜ ବସନ୍ତରାୟ ଉପସ୍ଥିତ ରହି ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଓଡିଶା ଗୋଟିଏ ଶାନ୍ତିପ୍ରିୟ ରାଜ୍ୟ ଏଠାରେ ମୋହନ ଭାଇ ସରକାର ଏକ ଲୋକଙ୍କ ସରକାର ହୋଇଥିବାରୁ ଶ୍ରମିକ ମାନେ ନ୍ୟାୟ ପାଇବେ ବୋଲି ଆଶା କରିଛନ୍ତି ମାତ୍ର ଓଡିଶା ଘରୋଇ ଉଦ୍ୟୋଗ ମଜଦୁର ମହାସଙ୍ଘ ର ରାଜ୍ୟ ସଭାପତି ଅଶୋକ କୁମାର ସ୍ୱାଇଁ କହିଛନ୍ତି ରାଜ୍ୟ ସରକାରଙ୍କୁ ବଦନାମ  କରିବାପାଇଁ କିଛି ଅସାଧୁ କର୍ମଚାରୀ ଙ୍କର ଏହା ଏକ ସୁ ଚିନ୍ତିତ ଯୋଜନା ଏହାକୁ ସଙ୍ଘ ଘୋର ବିରୋଧ କରିବ ବୋଲି ପ୍ରକାଶ କରିଛନ୍ତି।

News Comment

You Might Also Like

BACK TO TOP