Breaking News

ଝାରବନ୍ଧ ର ହିତେଶ୍ବରୀ ଚାକିରି କରିବା ସହ ପାଠ ପଢ଼ା ଏବଂ ନିଟ ରେସଫଳତା |    (03-Oct-2026)       ||      ପାଇକ ମାଳ ଥାନା ପରିସରରେ ଶାରଦୀୟ ଦୁର୍ଗା ପୂଜା ପାଇଁ ଶାନ୍ତି କମିଟି ଗଠିତ |    (03-Oct-2026)       ||      ରଣ ଝାଲୀ ଗ୍ରାମ ପଞ୍ଚାୟତ ରେ ଶିଶୁବିବାହ ନିଷେଧ ଉପରେ ଗ୍ରାମସଭା ଅନୁଷ୍ଠିତ |   (03-Oct-2026)       ||      ଶିକରପାଇ ବିଦ୍ୟାଳୟ ରେ ସାମର୍ଥ ଶିବିର ଅନୁଷ୍ଠିତ ||   (03-Oct-2026)       ||      ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||      କଳିଙ୍ଗାୟନ ତୌର୍ୟତ୍ରିକ୍ରମ ବିଶେଷ କାର୍ଯ୍ୟକ୍ରମ ଗାନ୍ଧୀଙ୍କ ଆଦର୍ଶ ରୁ ଆଧୁନିକ ସମାଜ ପର୍ଯ୍ୟନ୍ତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଛତ୍ରପୁର ଠାରେ ପାଳିତ |   (02-Oct-2026)       ||      ଛତ୍ରପୁର ମେଇନ ରୋଡ଼ ରେ ଥିବା ରାଜସ୍ତାନ ମିଠା ଦୋକାନ ରେ ସଟ ସର୍କିଟ ଯୋଗୁଁ ଦୋକାନ ପୋଡ଼ିଗଲା ||   (02-Oct-2026)       ||      ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||     

ଜଙ୍ଗଲରେ ଅସହାୟ ଭାବେ ବଞ୍ଚୁଥିବା 95 ବର୍ଷ ର ବୁଢ଼ୀ ଙ୍କୁ ଉଦ୍ଧାର କଲା ବାଙ୍ଗିରି ପୋଷି ପୋଲିସ |

16-Jun-2026

 ପୋଲିସ ର ମାନବିକତା ଜଙ୍ଗଲରେ ମୃତ୍ୟୁ ସହ ସଂଘର୍ଷ କରୁଥିବା ୯୫ ବର୍ଷୀୟା ବୃଦ୍ଧାଙ୍କୁ ଉଦ୍ଧାର  |.ଓଡିଶା ଜନ ମତ ବ୍ୟୁରୋ,  ଯୁବ ମାନ  ଆଜିକାଲି ଯେତେବେଳେ ତାଙ୍କର ବାହାଘର ହୋଇଯାଏ ଓ ସେମାନଙ୍କ ପୁଅଝିଅ ହୋଈ ଯାଆନ୍ତି ସେତେବେଳେ  ଅଧିକାଂଶ ଭଲ ପୁଅଟି ବି ତାର ସ୍ତ୍ରୀ ର କଥାରେ ପଡ଼ି  ବୃଦ୍ଧ ବାପା ମାଆଙ୍କୁ ନିର୍ଯ୍ୟାତନା ଓ  ମାନସିକ ଦଣ୍ଡ ପ୍ରଦାନ କରେ ,ଯଦି ସେମାନେ ଟିକେ ପ୍ରତିବାଦ କରନ୍ତି ସେତେବେଳେ ସେମାନଙ୍କୁ ଘରୁ ବାହାର କରି କେଉଁ ଅନାଥାଶ୍ରମକୁ ପଠାଇ ଦିଆ ଯାଏ | କିନ୍ତୁ ସେଇ ମାଆ ବାପା  ନିଜ ସନ୍ତାନଙ୍କୁ ଜନ୍ମ ଦେଇ ବଡ଼ କରେ, ସେମାନଙ୍କ ସୁଖ-ଦୁଃଖରେ ସାଥୀ ହୁଏ। କିନ୍ତୁ ବୃଦ୍ଧାବସ୍ଥାରେ ସେହି ମାଆ ଯେତେବେଳେ ନିଜ ସନ୍ତାନଙ୍କ ପାଇଁ ବୋଝ ପାଲଟିଯାଏ, ସେତେବେଳେ ମାନବିକତା ଲଜ୍ଜିତ ହୁଏ। ଏଭଳି ଏକ ହୃଦୟବିଦାରକ ଘଟଣା ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ଅନ୍ତର୍ଗତ କନ୍ଦଳିଆ ଗାଁରେ ଘଟିଛି। ୯୫ ବର୍ଷୀୟା ବୃଦ୍ଧା ରୁକ୍ମିଣୀ ପାତ୍ର ଜଙ୍ଗଲ ମଧ୍ୟରେ ଅସହାୟ ଅବସ୍ଥାରେ ଜୀବନ ଓ ମୃତ୍ୟୁ ମଧ୍ୟରେ ସଂଘର୍ଷ କରୁଥିବା ବେଳେ ବାଙ୍ଗିରିପୋଷି ପୋଲିସ ତାଙ୍କୁ ଉଦ୍ଧାର କରି ନୂଆ ଜୀବନ ଦେଇଛି।ସୂଚନା ଅନୁଯାୟୀ, କନ୍ଦଳିଆ ଗାଁର ବାସିନ୍ଦା ରୁକ୍ମିଣୀ ପାତ୍ର ବହୁ ଦିନ ଧରି ବାର୍ଦ୍ଧକ୍ୟଜନିତ ଅସୁସ୍ଥତାରେ ପୀଡ଼ିତ ଥିଲେ। ବୟସର ଭାର ଓ ଶାରୀରିକ ଦୁର୍ବଳତା କାରଣରୁ ସେ ନିଜ କାମ ନିଜେ କରିପାରୁନଥିଲେ। ଅଭିଯୋଗ ଅନୁସାରେ, ତାଙ୍କର ନିଜ ଜନ୍ମିତ ପୁଅମାନେ ମାଆଙ୍କ ଦାୟିତ୍ୱ ନେବାକୁ ଅନିଚ୍ଛା ପ୍ରକାଶ କରିଥିଲେ। ଶେଷରେ ବୃଦ୍ଧାଙ୍କୁ ଗାଁ ନିକଟସ୍ଥ ଜଙ୍ଗଲ ଅଞ୍ଚଳରେ ଛାଡ଼ି ଦେଇଥିବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହୋଇଥିଲା।ଜଙ୍ଗଲ ମଧ୍ୟରେ ଖାଦ୍ୟ, ପାଣି ଓ ଚିକିତ୍ସା ସୁବିଧା ବିନା ବୃଦ୍ଧା ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପଡ଼ି ରହିଥିଲେ। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦିନକୁ ଦିନ ଅବନତି ଘଟୁଥିବା ବେଳେ କେହି ଜଣେ ସଚେତନ ବ୍ୟକ୍ତି ଏହାର ସୂଚନା ବାଙ୍ଗିରିପୋଷି ପୋଲିସକୁ ଦେଇଥିଲେ। ଖବର ପାଇବା ମାତ୍ରେ ପୋଲିସ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ଜଙ୍ଗଲ ମଧ୍ୟରୁ ବୃଦ୍ଧାଙ୍କୁ ଉଦ୍ଧାର କରିଥିଲା।ଉଦ୍ଧାର ପରେ ତାଙ୍କୁ ତୁରନ୍ତ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ଆବଶ୍ୟକ ଚିକିତ୍ସା ଆରମ୍ଭ କରିଥିଲେ। ବୃଦ୍ଧାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଥିବା ସୂଚନା ମିଳିଛି। ଚିକିତ୍ସା ପରେ ତାଙ୍କୁ ବାରିପଦାସ୍ଥିତ ବୃଦ୍ଧାଶ୍ରମରେ ଥଇଥାନ କରାଯିବା ପାଇଁ ପ୍ରଶାସନିକ ପ୍ରକ୍ରିୟା ଆରମ୍ଭ ହୋଇଛି।00pଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ନିଜ ମାଆଙ୍କୁ ଏପରି ଅବସ୍ଥାରେ ଛାଡ଼ି ଦେବା ଘଟଣାକୁ ନେଇ ସାଧାରଣ ଲୋକ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି। ସମାଜରେ ପରିବାରିକ ମୂଲ୍ୟବୋଧ ଓ ବୃଦ୍ଧଙ୍କ ପ୍ରତି ସମ୍ମାନ ଦିନକୁ ଦିନ କ୍ଷୟ ହେଉଥିବାର ଏହା ଏକ ଜ୍ୱଳନ୍ତ ଉଦାହରଣ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
ଅନ୍ୟପଟେ, ବାଙ୍ଗିରିପୋଷି ପୋଲିସର ଏହି ମାନବିକ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଉଛି। ସମୟୋପଯୋଗୀ ହସ୍ତକ୍ଷେପ ଯୋଗୁଁ ଜଣେ ଅସହାୟ ବୃଦ୍ଧାଙ୍କ ଜୀବନ ବଞ୍ଚି ପାରିଛି। ଜନସାଧାରଣ ପୋଲିସର ଏହି ମାନବିକ କାର୍ଯ୍ୟକୁ ସ୍ୱାଗତ କରିବା ସହ ବୃଦ୍ଧାଙ୍କ ପୁଅମାନଙ୍କ ବିରୋଧରେ ଆଇନଗତ ତଦନ୍ତ କରିବାକୁ ଦାବି କରିଛନ୍ତି।
ଏହି ଘଟଣା ପୁଣିଥରେ ପ୍ରମାଣ କରିଛି ଯେ, ମାଆ-ବାପାଙ୍କ ସେବା ଓ ସମ୍ମାନ କେବଳ ନୈତିକ କର୍ତ୍ତବ୍ୟ ନୁହେଁ, ଏହା ପ୍ରତ୍ୟେକ ସନ୍ତାନର ସାମାଜିକ ଓ ମାନବିକ ଦାୟିତ୍ୱ ମଧ୍ୟ। ବୃଦ୍ଧା ରୁକ୍ମିଣୀ ପାତ୍ରଙ୍କ ଘଟଣା ସମାଜ ପାଇଁ ଏକ କଠୋର ବାର୍ତ୍ତା ଛାଡ଼ିଯାଇଛି।

News Comment

You Might Also Like

BACK TO TOP