Breaking
News
Breaking
News
13-Jun-2026
ଆଠ ହାଜାରଟଙ୍କାଲାଞ୍ଚନେଉଲାଞ୍ ଟଙ୍କ ନେ ଭିଜିଲାନ୍ସ ଦ୍ଵାରା ଗିରଫ ହେଲେ ଏ ଏସ ଆଇ ସୀତା ନାଏକ |
ଓଡିଶା ଜନ ମତ ବ୍ୟୁରୋ,
ଅନୁଗୁଳ ଜିଲ୍ଲା ଜରପଡା ଥାନାର ଏ ଏସ ଆଇ କୌଣସି କାମରେ ଜଣେ ଲୋକଙ୍କୁ 10 ରୁ ଅଧିକ ହଜାର ଟଙ୍କା ମାଗିଥିଲା |ତେବେ ବ୍ୟକ୍ତି ଜଣକ ଚାଲାକ କରି ପୋଲିସମ୍ୟାଡମକୁ ଏବେକିଛି ଦେବି ପରେ ବାକି ସବୁ ଟଙ୍କା ଦେବି କହି ଭିଜିଲାନ୍ସ ବିଭାଗ ଦ୍ଵାରା କଥାବାର୍ତା ହୋଈ ସେମାନଙ୍କ ଠାରୁ ଆଠ ହଜାର ଟଙ୍କା ଆଣି ଏ ଏସ ଆଇ ସୀତା ନାଏକ ଙ୍କୁ ଦେଇଥିଲା | ଟଙ୍କା ଦେବାର କିଛି କ୍ଷଣ ପରେ ଆଗରୁ ଜଗିଥିବା ଭିଜିଲାନ୍ସ ବିଭାଗ ସୀତା ନାଏକ ଙ୍କୁ ମାଡିବସି ଥିଲା | ଏବଂ ତାଙ୍କଠାରୁ ଧରିଥିବା ଟଙ୍କା ପାଣିରେ ବୁଡାଇ ବାରୁ ଏବଂ ଏ ଏସ ଆଇ ଙ୍କ ହାତ ମଧ୍ୟ ନାଲି ପଡିଯାଇଥିଲା | କାରଣ ସେହି ଟଙ୍କା ଉପରେ କିଛି ରାସାୟନିକ ପାଉଡର ପଡିଥିଲା ଯାହାକି ପାଣି ରେ ଧୋଇଲେ ହାତ କିମ୍ବା ଟଙ୍କା ରଙ୍ଗ ପଡିଯାଉଥିଲା | ଗରିବ ଲୋକଙ୍କୁ ସହଯୋଗ ପରିବର୍ତ୍ତେ ଲାଞ୍ଚ ମାଗି ତାଙ୍କୁ ହଇରାଣ କରିବାର ଫଳ ଭଗବାନ ଦେଲେ ବୋଲି ସବୁଠାରେ ଚର୍ଚ୍ଚା ହେଉଥିବାର ଶୁଣିବାକୁ ମିଳୁଛି ||
BACK TO TOP