Breaking News

ଟ୍ରେନ ଧକ୍କାରେ ଟ୍ରାକ ମେନ ର ମୃତ୍ୟୁ ||   (03-Oct-2026)       ||      ସୋରଡ଼ା ମଠ ସାହିର ନିଖୋଜ ଛାତ୍ର ର ମୃତ ଦେହ ଉଦ୍ଧାର ||   (03-Oct-2026)       ||      କୁନୀ ଝିଅର ଆରୋଗ୍ୟ ପାଇଁ ଘରେ, ଘରେ ଛାତ୍ର, ଛାତ୍ରୀ ମାଗୁଛନ୍ତି ଅର୍ଥ |   (03-Oct-2026)       ||      ବରିଷ୍ଠ ଶିକ୍ଷକ ନେତା କାମ ରାଜୁ ମହାରଣା ଆନ୍ତର୍ଜାତୀୟ ବରିଷ୍ଟ ନାଗରିକ ଦିବସ ରେ ସମ୍ବର୍ଦ୍ଧିତ |    (03-Oct-2026)       ||      ଖୋର୍ଦ୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲ ର 125ତମ ବାର୍ଷିକ ସମାରୋହରେ ଯୋଗଦେଲେ ଓଡିଶା ରାଜ୍ୟପାଳ |   (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀଓଶାସ୍ତ୍ରୀ ଜୟନ୍ତୀ ବରଗଡ଼ ରେ ମହା ସମାରୋହ ରେ ପାଳିତ ||   (03-Oct-2026)       ||      ଅନସ୍ଲୋ ହାଇସ୍କୁଲ ବିଜ୍ଞାନ ନାଟକ ପ୍ରତିଯୋଗୀ ତାରେ ଗଞ୍ଜାମ ଜିଲ୍ଳାରେ ପ୍ରଥମ ସ୍ଥାନ ପାଇଛି ||   (03-Oct-2026)       ||      ଝାରବନ୍ଧ ର ହିତେଶ୍ବରୀ ଚାକିରି କରିବା ସହ ପାଠ ପଢ଼ା ଏବଂ ନିଟ ରେସଫଳତା |    (03-Oct-2026)       ||      ପାଇକ ମାଳ ଥାନା ପରିସରରେ ଶାରଦୀୟ ଦୁର୍ଗା ପୂଜା ପାଇଁ ଶାନ୍ତି କମିଟି ଗଠିତ |    (03-Oct-2026)       ||      ରଣ ଝାଲୀ ଗ୍ରାମ ପଞ୍ଚାୟତ ରେ ଶିଶୁବିବାହ ନିଷେଧ ଉପରେ ଗ୍ରାମସଭା ଅନୁଷ୍ଠିତ |   (03-Oct-2026)       ||      ଶିକରପାଇ ବିଦ୍ୟାଳୟ ରେ ସାମର୍ଥ ଶିବିର ଅନୁଷ୍ଠିତ ||   (03-Oct-2026)       ||      ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||     

ମହିଳା ସରପଞ୍ଚ ଙ୍କୁ ସହାୟତା ର ହାତ ବଢ଼ାଇ , ନ୍ୟାୟିକ ତଦନ୍ତ ପାଇଁ ଏସପିଙ୍କୁ ଦାବିପତ୍ର ଦେଲେକେନ୍ଦ୍ରାପଡା ଜିଲ୍ଲା ସରପଞ୍ଚ ସଙ୍ଘ | |

13-Jun-2026

ଚାମେଲୀ ଓଝା ଙ୍କୁ ସହଯୋଗ ର ହାତ ବଢ଼ାଇଲା ଜିଲ୍ଲା ସରପଞ୍ଚ ସଙ୍ଘ,

 ଘଟଣାକୁ ନେଇ ଏସପିଙ୍କୁ ଭେଟିଲା   ସବୁ ସରପଞ୍ଚ ,

ଗୋଟିଏ ଝିଅ ସରପଞ୍ଚ ହୋଈ  ନିଜ ପଞ୍ଚାୟତ ବାସୀଙ୍କ ମୌଳିକ ଅଧିକାର କୁ ପ୍ରଦାନ ପାଇଁ ଲଢେଇ କରୁଥିଲା ବିଡ଼ିଓ ଓ ବିଧାୟକ ଙ୍କ ସହିତ | ତେବେ ଏହି ଭଲ କାର୍ଯ୍ୟକୁ ସହିପାରିଲେନି ବିଡ଼ିଓ ଓ ବିଧାୟକ | ପୋଲିସ କୁଧରୀ  ଏକ ମିଛ ନାଟକ କରି ଫସାଇଦେଲେ ସରପଞ୍ଚ ଚାମେଲୀ ଓଝାଙ୍କୁ | ତେବେ ସରପଞ୍ଚ ଜିଲ୍ଲା ସଂଘ  ଚା ମେଲିଙ୍କୁ ସହାୟତା ର ହାତ ବଢିଛନ୍ତି |  ଘଟଣା ଟି ଘଟିଛି ତିଖିରି ପଞ୍ଚାୟତ ସରପଞ୍ଚ ଚାମେଲୀ ଓଝାଙ୍କୁ କେନ୍ଦ୍ର କରି ଘଟିଥିବା ବିବାଦୀୟ ଘଟଣା ଏବେ ଜିଲ୍ଲା ରାଜନୀତି ଓ ପ୍ରଶାସନିକ ମହଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାକୁ ନେଇ ଆଜି ଜିଲ୍ଲା ସରପଞ୍ଚ ସଂଘର ଏକ ପ୍ରତିନିଧି ଦଳ କେନ୍ଦ୍ରାପଡ଼ା ଏସପି ଶ୍ରୀ ସିଦ୍ଧାର୍ଥ କଟାରିୟାଙ୍କୁ ଭେଟି ନ୍ୟାୟସଙ୍ଗତ ତଦନ୍ତ ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସୂଚନା ଅନୁଯାୟୀ, ଗତକାଲିର ଘଟଣାକୁ ନେଇ ମହାକାଳପଡ଼ା ବିଡିଓଙ୍କ ଅଭିଯୋଗ କ୍ରମେ ମହାକାଳପଡ଼ା ଥାନାରେ ୧୭୦/୨୬ ନମ୍ବର ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ପକ୍ଷରୁ ମଧ୍ୟ ୧୭୧/୨୬ ନମ୍ବରରେ ଆଉ ଏକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ଏସପି ଶ୍ରୀ କଟାରିୟା କହିଛନ୍ତି ଯେ, ଚାମେଲୀ ଓଝାଙ୍କ ସହ ପୋଲିସ କୌଣସି ଦୁର୍ବ୍ୟବହାର କରିନାହିଁ। ସମଗ୍ର ଘଟଣାର ତଦନ୍ତ ସିସିଟିଭି ଫୁଟେଜ ଆଧାରରେ କରାଯାଉଛି ଏବଂ ଫୁଟେଜରେ ଯାହା ତଥ୍ୟ ସାମ୍ନାକୁ ଆସିବ, ସେହି ଅନୁଯାୟୀ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ। ସରପଞ୍ଚ ସଂଘର ପକ୍ଷରୁ ଦାବି କରାଯାଇଛି ଯେ, ଘଟଣା ସମୟରେ ଚାମେଲୀ ଓଝାଙ୍କ ହାତରୁ ମୋବାଇଲ ଫୋନ ଛଡ଼ାଇ ନେବାକୁ ଚେଷ୍ଟା କରିଥିବା ଯୁବକଙ୍କ ବିରୋଧରେ ଏପର୍ଯ୍ୟନ୍ତ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଏହାର ଉତ୍ତରରେ ଏସପି କହିଛନ୍ତି ଯେ, ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ଏବଂ ଚାମେଲୀ ଓଝା ଯଦି ଅନ୍ୟ କାହାର ନାମରେ ଏଫଆଇଆର ଦାଖଲ କରନ୍ତି, ତେବେ ତଦନ୍ତ ପରେ ଆବଶ୍ୟକ ପଦକ୍ଷେପ ନିଆଯିବ।ଅନ୍ୟପକ୍ଷରେ ଅସୁସ୍ଥ ହୋଇପଡ଼ିଥିବା ଚାମେଲୀ ଓଝା ବର୍ତ୍ତମାନ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ମହାକାଳପଡ଼ା ବିଧାୟକ ତାଙ୍କଠାରୁ ଅର୍ଥ ଆଶା କରୁଥିଲେ ଏବଂ ସେ ତାହା ଦେଇପାରିନଥିବାରୁ ତିଖିରି ପଞ୍ଚାୟତରେ ଉନ୍ନୟନମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଏହି ସମ୍ପର୍କରେ ବିଡିଓଙ୍କୁ ପଚାରିବା ପାଇଁ ସେ ଯାଇଥିବା ବେଳେ କିଛି ଯୁବକ ତାଙ୍କୁ ଭିଡିଓ ଉତ୍ତୋଳନ କରିବାରୁ ବାରଣ କରିଥିଲେ ଏବଂ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ କରିଛନ୍ତି। ଏପରିକି ଘଟଣାସ୍ଥଳକୁ ପହଞ୍ଚିଥିବା ପୋଲିସ ତାଙ୍କୁ ସହଯୋଗ କରିବା ପରିବର୍ତ୍ତେ ଦୁର୍ବ୍ୟବହାର କରିଥିବା ସେ କହିଛନ୍ତି। ଏହି ପ୍ରସଙ୍ଗରେ ନ୍ୟାୟ ଦାବି କରି ଚାମେଲୀ ଓଝା ଆଜି ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ଲେଖିଛନ୍ତି। ସେହି ପତ୍ରରେ ସେ ନିଜକୁ ଅସୁରକ୍ଷିତ ଓ ଅସହାୟ ମନେ କରୁଥିବା ଉଲ୍ଲେଖ କରିବା ସହ ସମଗ୍ର ଘଟଣାର ନିରପେକ୍ଷ ତଦନ୍ତ କରି ନ୍ୟାୟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅନୁରୋଧ କରିଛନ୍ତି। ଘଟଣାକୁ ନେଇ ଜିଲ୍ଲାରେ ଚର୍ଚ୍ଚା ଜାରି ରହିଥିବା ବେଳେ ପୋଲିସ ତଦନ୍ତ ରିପୋର୍ଟ ଉପରେ ସମସ୍ତଙ୍କ ନଜର ରହିଛି।

News Comment

You Might Also Like

BACK TO TOP