Breaking News

ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||     

ଆଇ ଏସ ଆର ଡି ଓ ୟୁଥ ଫର ୱାଟର ର ମିଳିତ ପ୍ରୟାସ ରେ ବିଶ୍ୱ ପରିବେଶ ଦିବସ ପାଳିତ ||

05-Jun-2026

ଆଇ ଏସ ଆର ଡି ୟୁଥ ଫର ୱାଟର ର ମିଳିତ ସଂଯୋଜନା ରେ ବିଶ୍ୱ ପରିବେଶ ଦିବସ ପାଳିତ,

ଓଡିଶା ଜନ ମତ , ବ୍ରହ୍ମପୁର, କୈଳାଶ ଚନ୍ଦ୍ର ଚୌଧୁରୀ ,

ଆଇ ଏସ୍ ଆର୍ ଡି ଏବଂ ୟୁଥ୍ ଫର୍ ୱାଟର+ ର ମିଳିତ ଆନକୂଲ୍ୟରେ ଆଇ ଏସ୍ ଆର୍ ଡି ର ନିର୍ଦ୍ଦେଶକ ଶ୍ରୀ ସୁଧୀର ସାବତ ଙ୍କ ଦ୍ଵାରା ବିଶ୍ଵ ପରିବେଶ ଦିବସ ପାଳନ କରିବା ପାଇଁ ଆହ୍ୱାନ କରା ଯାଇଥିଲା । ଏହି ଅବସରରେ ସଖୀ ୱାନ ଷ୍ଟପ ସେଣ୍ଟରର କର୍ମକର୍ତ୍ତା, ଶକ୍ତି ସଦନର କର୍ମକର୍ତ୍ତା ଓ ଖଲ୍ଲିକୋଟ କଲେଜ,ମହାମୟୀ କଲେଜ ଓ ସିଟି କଲେଜ ର ବିଦ୍ୟାର୍ଥି ମାନେ ଉପସ୍ଥିତ ରହି ସଫେଇ ଓ ବୃକ୍ଷରୋପଣ, ସଚେତନତା କାର୍ଯ୍ୟକ୍ରମ କରିଥିଲେ। "ସ୍ବଚ୍ଛ ଗଞ୍ଜାମ ଗଢ଼ିବାରେ ଆମେ ସମସ୍ତେ ଭାଗୀଦାର। ଆସନ୍ତୁ ସଙ୍କୋଚ ଛାଡ଼ି, ହାତରେ ଝାଡ଼ୁ ଧରି ନିଜ ଗାଁ ଓ ସହରକୁ ସ୍ବଚ୍ଛ ଓ ସବୁଜ କରିବା ପାଇଁ ଶ୍ରମଦାନ କରିବା"ଗଞ୍ଜାମ ଜିଲ୍ଲାପାଳ ଙ୍କ ଏହି ବାର୍ତ୍ତା ରେ ପ୍ରେରିତ ହୋଇ ଆଇ ଏସ୍ ଆର୍ ଡି ଦ୍ୟାରା ଦୁଇ ଦିନିଆ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି ଏବଂ ଆସନ୍ତା ତା। ୬/୬/
୨୦୨୬ ରିଖ ରେ ରମେୟାପାଟଣା ସମୁଦ୍ର ବେଳଭୂମି ସ୍ବଚ୍ଛ କରିବା ପାଇଁଆୟୋଜନ କରାଯାଇଛିଅଳିଆଆବର୍ଜନାକୁ ଏଣେ ତେଣେ ନ ପକାଇ ମୁନସିପାଲଟି ର ଅଳିଆ ଆବର୍ଜନା ଉଠାଉଥିବା ଗାଡ଼ିର ବ୍ଯବାହାର କରିବା। ନଚେତ୍ ଗାତ ଖୋଳି ଅଳିଆ ଆବର୍ଜନାକୁ ପୋତିବା କିମ୍ବା ନିଆଁ ଲଗାଇ ଜାଳିବା ଦ୍ୱାରା ପରିବେଶ ପ୍ରଦୂଷଣ କୁ ରୋକାଯାଇ ପାରିବ ବୋଲି  ୱାନ୍ ଷ୍ଟପ ସେଣ୍ଟରର ଆଇନ  ସହାୟିକା ସ୍ନେହମୟୀ ପାଢ଼ୀ ମତ ଦେଇ ଥିଲେ।

ଏତଦବ୍ୟତୀତ ବଡ଼ ଡାକ୍ତରଖାନା ପରିସରରେ ଏକ ଶୋଭାଯାତ୍ରା ଓ ମାନବ ଶୃଙ୍ଖଳ କାର୍ଯ୍ୟକ୍ରମ ସହ ସମଗ୍ର ଅଞ୍ଚଳରେ ବୃକ୍ଷ ରୋପଣ, ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ସଖୀ କେନ୍ଦ୍ର ପ୍ରଶାସିକା ମହେଶ୍ୱତା ପାଢ଼ୀ ଙ୍କ ତତ୍ବାବଧାନରେ ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଓ ସଖୀ କେନ୍ଦ୍ର କର୍ମକର୍ତ୍ତା ସୌଦାମିନୀ ସାହୁ,ଆସ୍କିଲା ରାଇକା, ଐଶ୍ଵର୍ଯ୍ୟା ସାବତ, ପାର୍ବତୀ ମଲିକ, ବଳରାମ ଦଳବେହେରା,ବଜରଙ୍ଗି ନାୟକଙ୍କ ସମେତ ବହୁ କର୍ମଚାରୀ ଯୋଗ ଦେଇ କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ।

News Comment

You Might Also Like

BACK TO TOP