Breaking News

ରଣ ଝାଲୀ ଗ୍ରାମ ପଞ୍ଚାୟତ ରେ ଶିଶୁବିବାହ ନିଷେଧ ଉପରେ ଗ୍ରାମସଭା ଅନୁଷ୍ଠିତ |   (03-Oct-2026)       ||      ଶିକରପାଇ ବିଦ୍ୟାଳୟ ରେ ସାମର୍ଥ ଶିବିର ଅନୁଷ୍ଠିତ ||   (03-Oct-2026)       ||      ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||      କଳିଙ୍ଗାୟନ ତୌର୍ୟତ୍ରିକ୍ରମ ବିଶେଷ କାର୍ଯ୍ୟକ୍ରମ ଗାନ୍ଧୀଙ୍କ ଆଦର୍ଶ ରୁ ଆଧୁନିକ ସମାଜ ପର୍ଯ୍ୟନ୍ତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଛତ୍ରପୁର ଠାରେ ପାଳିତ |   (02-Oct-2026)       ||      ଛତ୍ରପୁର ମେଇନ ରୋଡ଼ ରେ ଥିବା ରାଜସ୍ତାନ ମିଠା ଦୋକାନ ରେ ସଟ ସର୍କିଟ ଯୋଗୁଁ ଦୋକାନ ପୋଡ଼ିଗଲା ||   (02-Oct-2026)       ||      ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||     

କଲ୍ୟାଣ ସିଂହ ପୁର ଅଞ୍ଚଳରେ କାଳ ବୈଶାଖୀ ତାଣ୍ଡବ,ଅନୱାକ ଘର ଭାଙ୍ଗି ନଷ୍ଟ |

30-May-2026

କଲ୍ୟାଣସିଂହପୁର ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ, ଅନେକ ଙ୍କ ଘର ଭାଙ୍ଗି ନଷ୍ଟ ,

ଓଡିଶା ଜନମତ ରାୟଗଡା , ୨୯/୦୫,

କାମେଶ୍ୱର କରକରିଆ :----

ଗତ ସନ୍ଧ୍ୟା ପ୍ରାୟ ୭ଟା ସମୟରେ କଲ୍ୟାଣସିଂହପୁର ବ୍ଲକରେ ହଠାତ୍ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଥିଲା। କଳାହାଣ୍ଡିଆ ପବନ ସହ ପ୍ରବଳ ବର୍ଷା, ଘଡଘଡି ଓ ବିଜୁଳି ମାରିବାରେ ସମଗ୍ର ଅଞ୍ଚଳ ଭୟଭୀତ ପରିସ୍ଥିତି ସୃଷ୍ଟି ହୋଇଥିଲା | ପ୍ରାୟ ୩ ରୁ ୪ ଘଣ୍ଟା ଧରି ଲଗାତାର ଜର୍ସର ପବନ ସହ ବର୍ଷା ହୋଇଥିବା ବେଳେ ବହୁ ସ୍ଥାନରେ ଗଛ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି। ଅନେକ ସ୍ଥାନରେ ବିଦ୍ୟୁତ ତାର ଛିଣ୍ଡି ଯାଇଥିବାରୁ ବ୍ଲକର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ ସେବା ବିଚ୍ଛିନ୍ନ ହୋଇପଡ଼ିଛି।
ହଠାତ୍ ଝଡ଼ ବର୍ଷା ସହ ବିଜୁଳି ଓ ଘଡଘଡି ଯୋଗୁଁ ଲୋକମାନେ ଆତଙ୍କିତ ହୋଇ ଘରେ ଆଶ୍ରୟ ନେଇଥିଲେ। କାଳବୈଶାଖୀର ପ୍ରଭାବରେ ଅନେକ ଘରର ଛପର ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି।  ପାର୍ସାଲି ପଞ୍ଚାୟତ ବଡ ଡେଙ୍ଗନେଲିରବିଡ଼ିକାକାର୍ତ୍ତିକ, ସାନ କୌଶଲ୍ୟା,ଧନିଆକୌଶଲ୍ୟା,ଲେଲିକୌଶଲ୍ୟା,ଗୁରୁବାରୁକୌଶଲ୍ୟା,ଜିତେନ୍ଦ୍ର ବାଗ,ହୀରନ୍ଦଇ ଛାତି ଓ ସିଙ୍ଗାରି ପଞ୍ଚାୟତ କରଞ୍ଜା ଗାଁ ରେ ୨ଘର ଟିଙ୍ଗୁଳି ମାଣ୍ଡିକା, ଫୁଲସିଂ କୁନାକା ଓ ଧାମୁଣିପଙ୍ଗା ପଞ୍ଚାୟତ କାତାଗୁଡା କୃଷ୍ଣ ବାଗ ଓ ବୁଡ଼ୁ କୌଶଲ୍ୟା, ସୁରମା କରକରିଆ ଙ୍କ ଘରଭାଙ୍ଗି ଅନ୍ୟ ଦ୍ୱାରସ୍ତ ହୋଇଥିବା  ବେଳେ ସଦର ପଞ୍ଚାୟତ ଭୈରବୀ କୋଲନି ରୁନି କାଡ୍ରାକା ଙ୍କ ଘର ଭାଙ୍ଗିଥିବା ସୂଚନା ରହିଛି। ଏ ସମ୍ପର୍କରେ ରାଜସ୍ବ ନିରୀକ୍ଷକ ଗୌରୀ ଶଙ୍କର କଣ୍ଡାଗୋରୀ ଙ୍କୁ ଯୋଗାଯୋଗ କରିବାରୁ ସେ ଆକଳନ କରି କ୍ଷତିଗ୍ରସ୍ତ ପରିବାର ଝୋରୀପାଳ ଯୋଗେଇ ଦେବା ଓ ଘରବରୀ ପଟ୍ଟା ଥିଲେ ଆବାସ ଗୃହ ଯୋଗେଇ ଦିଆଯିବ ବୋଲି କହିଛନ୍ତି।

News Comment

You Might Also Like

BACK TO TOP