Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

ୱାଲଡ ରେକର୍ଡ ରେ ସ୍ଥାନ ପାଇଲେ ସ୍ବେଛାସେବୀ କୁମୁଦ ||

06-Jan-2026

*ୱାଲ୍ଡ ରେକର୍ଡରେ ସ୍ଥାନ ପାଇଲେ ସ୍ବେଚ୍ଛାସେବୀ ଡ. କୁମୁଦ*,

     ଓଡିଶା ଜନ ମତ ବ୍ୟୁରୋ 

ବୁଗୁଡ଼ା : ୬/୧ : ସ୍ଥାନୀୟ *"ଇଣ୍ଡିଆ"* ସମାଜ ସେବା ସଂଗଠନର ନିର୍ଦେଶକ ଡ଼. କୁମୁଦ ଚନ୍ଦ୍ର ବେହେରା  ସମ୍ମାନ ଜନକ ୟୁ. ଏନ୍  ବୁକ୍ ଅଫ୍ ୱର୍ଲ୍ଟ ରେ ସ୍ଥାନିତ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି | ଡ. ବେହେରା ଦୀର୍ଘ ୩୦ ବର୍ଷ ଧରି ତଫସିଲଭୁକ୍ତ ଜାତି ଓ ଜନ ଜାତିଙ୍କ  ଉନ୍ୟତି ଅର୍ଥେ ବିଭିନ୍ନ ଲୋକଙ୍କ ଶିକ୍ଷା, ସ୍ବାସ୍ଥ୍ୟ , ସଂସ୍କୃତି , କୃଷି ଓ ଜଳ ଛାୟା ପ୍ରକଳ୍ପ ରେ ନିଜକୁ ସାମିଲ କରିବା ସହ ପ୍ରାୟ ୩୧ ହଜାର ଯୁବ ବର୍ଗ କୁ ସାଂଗଠାନିକ ପ୍ରକ୍ରିୟା ରେ ବିଶ୍ଵ ଶାନ୍ତି ର ବାର୍ତ୍ତା ଦେଇ ସମାଜର ସ୍ରୋତରେ ସଫଳ ଭାବେ ଠିଆ କରାଇବା ପାଇଁ ଏ ଭଳି  ସମ୍ମାନ ପ୍ରାପ୍ତ ହୋଇଛନ୍ତି | ଡ. ବେହେରା ସମାଜ ସେବା ସଂସ୍ଥା ଇଣ୍ଡିଆ ନାମକ ସେବା ସଂସ୍ଥାର ସହାୟତାରେ ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି , ନବରଙ୍ଗ ପୁର ଓ କେନ୍ଦୁଝର ଭଳି ଜିଲ୍ଲାରେ ସାମାଜିକ ସେବା ଓ ବିଶ୍ଵ ଶାନ୍ତିର  ପ୍ରତିଷ୍ଠା  ପାଇଁ ଡ. ଅନବରତ ଚେଷ୍ଟାରତ ଥିବା ସହିତ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ସାମାଜିକ ସଂଗଠନ ସହ ଜଡ଼ିତ ରହିଛନ୍ତି | ଏତାଦୃଶ ସମ୍ମାନ ପାଇଁ ଡ. ବେହେରାଙ୍କୁ ବହୁ ଶୁଭେଚ୍ଛାର ସୁଅ ଛୁଟୁଛି |

News Comment

You Might Also Like

BACK TO TOP