Breaking News

ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||      ସାତନଳ ଠାରେ "ସ୍ୱଛତ୍ତ୍ୱ ରୁ ଦିବ୍ୟତ୍ବ ` ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ |    (11-Oct-2026)       ||      ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ||   (11-Oct-2026)       ||      ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||      ଦୁର୍ଗା ପୂଜାରେ ନୁଆଁ ଚମକ, ପଦ୍ମପୁର ରାଜବାଟି ରେ ସାଢ଼େ 6କେଜି ରୁପାରେ ତିଆରି ମୁକୁଟ ପିନ୍ଧିବେ ଦେବୀ |   (11-Oct-2026)       ||      ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||      ଖଲ୍ଲିକୋଟ ପୋଲିସ ଦ୍ୱାରା ଖୋଜାପଲ୍ଲୀ ଚିତ୍ରସେନ ଜେନା ହତ୍ୟାକାଣ୍ଡ ର ଜଣେ ଆସମୀ ଗିରଫ |   (10-Oct-2026)       ||      ପାଇକମାଳ ମାଉସୀ ମା ମନ୍ଦିର ଠାରେ ଗାୟତ୍ରୀ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ||   (10-Oct-2026)       ||      ଉତ୍କଳ ମଣୀ ଗୋପବନ୍ଧୁ ଦାଶ ଙ୍କ ଜୟନ୍ତୀ କରୁଣା କାନ୍ତି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ପାଳିତ ||   (10-Oct-2026)       ||      2026-ମଥୁରା କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||     

ବାଘ ଛାଲ ବିକୁଥିଲା ବେଳେ ମାଡ଼ିବସିଲା ଏସଟିଏଫ ଟିମ, ଦୁଇ ଯୁବକ ଗିରଫ, ଛାଲ ଜବତ |

27-Oct-2025

ସୋନପୁର ରେ କଲରାପତରିଆ ବାଘ ଛାଲବିକୁଥିଲାବେଳେ ଏସଟିଏଫ ଦ୍ୱାରା ୨ ଗିରଫ, ଓ ଛାଲ ଜବତ,

           ଓଡିଶା ଜନ ମତ ବ୍ୟୁରୋ,

ସୋନପୁର ଜିଲ୍ଲା ଜାତୀୟ ରାଜପଥ 126 କଡ଼ରେ ଦୁଇଜଣଯୁବକ ବସିଥିଲେ ଆଉଏପଟ ସେପଟକୁ ଚାହିଁ ଲୋକ ଦେଖି ବ୍ୟାଗରେଧରିଥିବା କଲରାପତରିଆ ବାଘ ଛାଲ ଧରି ବିକିବାକୁ ମୂଲଚାଲ କରୁଥିଲେ | ତେବେ ସେଦୁଇଙ୍କର ବେଳା ବୋଧେ ସେଦିନ ଖରାପ ଥିଲା | କୌଣସି ସୂତ୍ରରୁ ଖବର ପାଇ  ପହଞ୍ଚି ଗଲେ ଏସଟିଏଫ ଟିମ  ନାଟକିଅ ଷ୍ଟାଇଲ ରେ ସେମାନେ ଧରିଥିବା ବାଘ ଛାଲ ସହଯୁବକ ଦୁଇଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ ହୋଇଥିବାର ଘଟଣା ଆଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି |   ତେବେ ବାଘ, ଛାଲ  ଧରି ବିକ୍ରିକରୁଥିବା  ଦୁଇଅଭିଯୁକ୍ତ ହେଲେବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ତୁନିଖମାର ଗାଁର ପ୍ରକାଶ କହଁର (24)ବର୍ଷ ଓ  ଚୁଡ଼ି ଖମାର ଗାଁର ହକୁର ଭୁକ୍ତା (37)ବର୍ଷ,ଉଭୟଙ୍କୁ ଗିରଫ କରି ସୋନପୁର ଏସ୍ଡ଼ିଜେ ଏମ  କୋର୍ଟ କୁ ପଠାଇ ଦିଆ ଯାଇଛି | ଏବଂ  ଏସଟିଏଫ ବିଭାଗ ଏକ ମାମଲା ରୁଜୁ କରି ତଦନ୍ତ କରୁଛି | ତେବେ ଦୁଇ ଅଭିଯୁକ୍ତ ଙ୍କୁ ରିମାଣ୍ଡ ରେ ନେଇ ପଚରା,ଓ଼ଚରା କଲେ ଆଗରୁ ଆଉ କେତେଗୋଟି ବାଘ ଛାଲ ବିକ୍ରି କରି ଛନ୍ତି ତାହା ଜଣା ପଡିବା ସହିତ  ବାଘକୁ କିପରି ମାରି ତାର ଛାଲ କାଢି ବିକୁଥିଲେ ତାହା ଜଣା ପଡିବ |   ଖାଲି ଏହିଦୁଈ ଜଣ ନାଁ ଏମାନଙ୍କ ସହିତ ଅନ୍ୟ କେଉଁମାନେ ଅଛନ୍ତି  ତାହାକୁ ବନ ବିଭାଗ ଅଧିକ ତଦନ୍ତ  କଲେ ଜଣା ପଡିଥାନ୍ତା ବୋଲି ଅଞ୍ଚଳରେ ଶୁଣିବାକୁ ମିଳୁଛି |

News Comment

You Might Also Like

BACK TO TOP