Breaking News

ପୁରୁଷୋତ୍ତମପୁର ଥାନା ସହ ସାରାରାଜ୍ୟରେ ଉଦଘାଟିତ ହେଲା "ଜୁଭେଣ୍ଟିକା `କାର୍ଯ୍ୟକ୍ରମ!|    (08-May-2026)       ||      ପୋଲସରା ଥାନାରେ " ଜୁଭେଣ୍ଟିନା ` କାର୍ଯ୍ୟକ୍ରମ ଅନୁଷ୍ଠିତ |    (08-May-2026)       ||      ସଡ଼କ ଦୁର୍ଘଟଣା ରେ ମୃତ ପରିବାର ଙ୍କୁ ଚେକ ପ୍ରଦାନ କଲେ ବ୍ରହ୍ମପୁର ବିଧାୟକ |    (08-May-2026)       ||      ପ୍ରଶାସନ ନ ଶୁଣିବାରୁ ଯୁବକ ମାନେ ନିଜେ କାଳୀ ମନ୍ଦିର କୁ ରାସ୍ତା ତିଆରି କଲେ |    (06-May-2026)       ||      ଦକ୍ଷିଣାଞ୍ଚଳ ରାଜସ୍ବ ପ୍ରଶାସନିକ ଶାସନ ସଂସ୍କାର ସମ୍ପର୍କିତ ବୈଠକ ||   (06-May-2026)       ||      ଅଟୋ ଧକ୍କାରେ ମୋଟର ସାଇକେଲ ଚାଳକ ମୃତ |    (06-May-2026)       ||      ହିଞ୍ଜିଳି ରେ ଧାରଣା ରତ ମହିଳା ଙ୍କୁ ହତ୍ୟା ଘଟଣା ରେ ତୁରନ୍ତ ଅଭିଯୁକ୍ତ କୁ ଗିରଫ ସହଶିଶୁଙ୍କୁ ସହାୟତା ପାଈଁ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା |   (06-May-2026)       ||      ପୋଲସରା ବ୍ଳକ ଟପ୍ପର ଙ୍କୁ ଟ୍ର୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା |    (06-May-2026)       ||      କନ୍ଧ ମାଳ ପୋଲିସ ଦ୍ଵାରା 4ମାସ ମଧ୍ୟରେ 68 ଟନ ଗଞ୍ଜେଇ ସହ 38 ଟି ଗାଡି ଓ 104 ଜଣ ଗିରଫ |    (06-May-2026)       ||      ଦେଶୀ ବନ୍ଧୁକ ତିଆରି କାରଖାନା ରେ ଚଢ଼ାଉକରି ତିନୋଟି ବନ୍ଧୁକ ସହ ଜଣକୁ ଗିରଫ କଲା ତୁମୁଡିବନ୍ଧ ପୋଲିସ |    (06-May-2026)       ||      ଉଦ୍ଭିଦ ବିଜ୍ଞାନସ୍ନାତ କୋତ୍ତର ବିଭାଗ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ |    (06-May-2026)       ||      ପ୍ରେମିକ ବାରଣ୍ଡାରେ ଧାରଣା ରେ ବସିଥିବା ପ୍ରେମିକା କୁ ହତ୍ୟା |   (05-May-2026)       ||      କୋଦଳା ମେଡିକାଲ ସମସ୍ୟା କୁ ନେଇ ସ୍ୱାଭିମାନ ମଞ୍ଚ ପକ୍ଷରୁ ସତ୍ୟ ଗ୍ରହ |    (05-May-2026)       ||      `ମଧୁମେହ ସଚେତନତା ଓ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ `   (05-May-2026)       ||      ତାକରଡ଼ା କ୍ଲଷ୍ଟର ସ୍ତରୀୟ ଦ୍ଵିଦିବସୀୟ ଟି ଏଲ ଏମ କର୍ମଶାଳା ଅନୁଷ୍ଠିତ |    (04-May-2026)       ||      ତିନୋଟି ରାଜ୍ୟରେ ବିଜେପିର ବିପୁଳ ଜିତ ପରେ ପୁରୁଷୋତ୍ତମପୁର ବସ ଷ୍ଟାଣ୍ଡ ନିକଟରେ ବିଜୟ ଉତ୍ସବ ପାଳନ କଲେଯୁବ ବିଜେପି ଗୋଷ୍ଟି |    (04-May-2026)       ||      ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ |    (04-May-2026)       ||      ପୋଲସରା ମେଟ୍ରିକ ପରୀକ୍ଷା ରେ ସରସ୍ବତୀ ଶିଶୁମନ୍ଦିର ର ଜଗଦୀଶ ପାଣିଗ୍ରାହୀ ବ୍ଳକ ଟପ୍ପର |    (04-May-2026)       ||      ଶିକାର କରିବାକୁ ଯୁବକ ଙ୍କୁ ଡ଼ାକିନେଇ ତାଙ୍କୁ ଗୁଲିକରି ହତ୍ୟା |    (04-May-2026)       ||      କୋଦଳା ପିଏମ ଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ରେ 5 ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ |    (04-May-2026)       ||     

ବେଲଗୁଣ୍ଠା ଲଜ ରୁ 3 ଦେହଜିବୀ ଉଦ୍ଧାର ସହ 5 ବ୍ୟକ୍ତି ଗିରଫ |

25-Dec-2024

ଲଜରୁ 3 ଦେହଜୀବୀ ଉଦ୍ଧାର,   5ଜଣ ଗିରିଫ,

            ଓଡିଶା ଜନମତ  ବ୍ୟୁରୋ, 

ବେଲଗୁଣ୍ଠା: ବେଲଗୁଣ୍ଠା ସହରର ମୁଖ୍ୟରାସ୍ତା ଉପରେ ଚାଲୁଥିବା ଏକ ଦେହ ବ୍ୟବ ସାୟ ଆଡ୍ଡା  ତଥା ନିୟୁ ଲର୍ଜ ରେ ବେଲଗୁଣ୍ଠା ପୋଲିସ ଚଢ଼ାଉ କରି ୩ ରୂପଜିବୀଙ୍କୁ ଉଦ୍ଧାର କରିବା ସହିତ ୫ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ପୋଲିସ ସୁତ୍ରରୁ ମିଳିଥିବା ଖବର ଅନୁସାରେ, ବେଲଗୁଣ୍ଠା ଥାନା ସବ୍‌ ଇନ୍ସପେକ୍ଟର ନାରାୟଣ ନାୟକଙ୍କ ନେତୃତ୍ୱରେ ବେଲଗୁଣ୍ଠା ପୋଲିସ ରାତିରେ ପେଟ୍ରୋଲିଂ କରୁଥିବା ବେଳେ ରାତି ୩ଟା ବେଳେ ବେଲଗୁଣ୍ଠା ମୁଖ୍ୟରାସ୍ତାରେ ଥିବା ନିୟୁ ଲର୍ଜ ରେ ଦେହ ବ୍ୟବସାୟ ପରି ଅନୈତିକ କାର୍ଯ୍ୟକଳାପ ଚାଲିଥିବା ସୂଚନା ପାଇଥିଲେ । ଲଜ୍‌ କୁ ବେଲଗୁଣ୍ଠା ର ରୋଶନ୍ ସାହୁ ଲିଜ୍ ରେ ନେଇ ପରିଚାଳନା କରୁଥିବା ଜାଣି ବାକୁ ପାଇଥିଲେ  | ଅନୈତିକ କାର୍ଯ୍ୟକଳାପ ସଂକ୍ରାନ୍ତରେ ବେଲଗୁଣ୍ଠା ଥାନାଧିକାରୀ ବନବିହାରୀ ପ୍ରଧାନଙ୍କୁ ସୂଚନା ଦେବା ପରେ ଶ୍ରୀ ପ୍ରଧାନଙ୍କ ଠାରୁ ଲଜ୍‌ ଉପରେ ଚଢାଉ ପାଇଁ ନିର୍ଦ୍ଦେଶ ପାଇ ଭୋର୍
4ଘଣ୍ଟ ସମୟରେ ଲଜ୍‌ ରେ ଚଢ଼ାଉ କରିଥିଲେ । ସେହି ସମୟରେ ଲଜ୍‌ ର ରିସେପ ସନ୍ ରେ ରୋଶନା ଶୋଇଥିବା ବେଳେ ତାକୁ ଉଠାଇ,ସେ ଲଜ୍‌ ଟିକୁ ଅସଲି ମାଲିକଙ୍କ ଠାରୁ ମାସିକ ୧୫୦୦୦ଟଙ୍କା ଲିଜ୍‌ ରେ ଆଣିଥୁବା ପ୍ରକାଶ କରିଥିଲେ । ପୋଲିସରୋଶନ୍ କୁ ୨୦୪,୨୦୫.୨୦୬ ନମ୍ବର ରୁମ୍ ପାଖକୁ ନେଇ ଭିତର ପଟୁ ଲକ୍ ଥୁବା ତିନୋଟି
ରୁମ୍ କୁ ଖୋଲିବାକୁ କହି ଥିଲେ | ତିନୋଟି ରୁମ୍ ରୁ ପୋଲିସ ୩ ରୁପଜିବୀଙ୍କ ସମେତ ୪ ଜଣ ପୁରୁଷ ଙ୍କୁ ଅଧନଗ୍ନ ଓ ଅସଂଜତ ଅବସ୍ଥା ରେ ଦେଖିବାକୁ ପାଇଥିଲେ। ତା ସହିତ ବ୍ୟବହୃତ, ଅବ୍ଯ ବ୍ୟବହୃତ କଣ୍ଡୋମ୍, ମ୍ୟାନ୍ ଫୋର୍ସ ଟାବଲେଟ୍ ଓ କିଛି ନିରୋଧକ ବଟିକା ଜବତ କରିଥିଲେ । ୨୦୪ ନମ୍ବର ରୁମ୍ ରୁ ଭଞ୍ଜନଗର ଥାନା କୋଟି ବିରାଡ଼ି ର ନରେନ୍ଦ୍ର ଗୌଡ (୨୪) ସହିତ ଜଣେ ରୁପଜୀବିକୁ ପାଇଥିବା ବେଳେ ୨୦୫ ନମ୍ବର ରୁମ୍ ରୁ ଶେରଗଡ ଥାନା ଅନ୍ତର୍ଗତ ପଟାବାବୁଲୀର କାହ୍ନୁ ସ୍ୱାଇଁ (୨୬) ଓ ବଡଗଡ ଥାନା ଅନ୍ତର୍ଗତ ମାଣିକପୁରର ମୂରଲୀଧର ସେଠୀ (୪୦) ଙ୍କ ସହିତ ଜଣେ ଦେହଜୀବୀ ଓ ୨୦୬ ନମ୍ବର ରୁମ୍ ରେ ବେଲଗୁଣ୍ଠା ଜଗନ୍ନାଥ ପ୍ରସାଦ ରୋଡ ର ଆକାଶ ପାତ୍ର 19 ସହିତ ଗୋପ ଅଞ୍ଚଳରେ ଜଣେ ଦେହଜୀବୀ ଅସଂଜତ ଅବସ୍ଥା ରେ ଥିବା ଦେଖିବାକୁ ମିଳିଥିଲା । ପୋଲିସ ଲିଜ୍‌ ଧାରୀ ଯୁବକ ସମେତ ସମସ୍ତ ୩ ଦେହଜୀବୀ ଓ ୪ ଗ୍ରାହକ ଙ୍କୁ ବେଲଗୁଣ୍ଠା ଥାନାରେ ଅଟକ ରଖି ପଚରାଉଚରା କରିଥିଲେ |

News Comment

You Might Also Like

BACK TO TOP