Breaking News

ଟ୍ରେନ ଧକ୍କାରେ ଟ୍ରାକ ମେନ ର ମୃତ୍ୟୁ ||   (03-Oct-2026)       ||      ସୋରଡ଼ା ମଠ ସାହିର ନିଖୋଜ ଛାତ୍ର ର ମୃତ ଦେହ ଉଦ୍ଧାର ||   (03-Oct-2026)       ||      କୁନୀ ଝିଅର ଆରୋଗ୍ୟ ପାଇଁ ଘରେ, ଘରେ ଛାତ୍ର, ଛାତ୍ରୀ ମାଗୁଛନ୍ତି ଅର୍ଥ |   (03-Oct-2026)       ||      ବରିଷ୍ଠ ଶିକ୍ଷକ ନେତା କାମ ରାଜୁ ମହାରଣା ଆନ୍ତର୍ଜାତୀୟ ବରିଷ୍ଟ ନାଗରିକ ଦିବସ ରେ ସମ୍ବର୍ଦ୍ଧିତ |    (03-Oct-2026)       ||      ଖୋର୍ଦ୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲ ର 125ତମ ବାର୍ଷିକ ସମାରୋହରେ ଯୋଗଦେଲେ ଓଡିଶା ରାଜ୍ୟପାଳ |   (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀଓଶାସ୍ତ୍ରୀ ଜୟନ୍ତୀ ବରଗଡ଼ ରେ ମହା ସମାରୋହ ରେ ପାଳିତ ||   (03-Oct-2026)       ||      ଅନସ୍ଲୋ ହାଇସ୍କୁଲ ବିଜ୍ଞାନ ନାଟକ ପ୍ରତିଯୋଗୀ ତାରେ ଗଞ୍ଜାମ ଜିଲ୍ଳାରେ ପ୍ରଥମ ସ୍ଥାନ ପାଇଛି ||   (03-Oct-2026)       ||      ଝାରବନ୍ଧ ର ହିତେଶ୍ବରୀ ଚାକିରି କରିବା ସହ ପାଠ ପଢ଼ା ଏବଂ ନିଟ ରେସଫଳତା |    (03-Oct-2026)       ||      ପାଇକ ମାଳ ଥାନା ପରିସରରେ ଶାରଦୀୟ ଦୁର୍ଗା ପୂଜା ପାଇଁ ଶାନ୍ତି କମିଟି ଗଠିତ |    (03-Oct-2026)       ||      ରଣ ଝାଲୀ ଗ୍ରାମ ପଞ୍ଚାୟତ ରେ ଶିଶୁବିବାହ ନିଷେଧ ଉପରେ ଗ୍ରାମସଭା ଅନୁଷ୍ଠିତ |   (03-Oct-2026)       ||      ଶିକରପାଇ ବିଦ୍ୟାଳୟ ରେ ସାମର୍ଥ ଶିବିର ଅନୁଷ୍ଠିତ ||   (03-Oct-2026)       ||      ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||     

ସୁରୁଖୁରୁରେ ଶେଷ ହେଲା ମା ସିଂହାସିନୀ ଙ୍କ ରଜ ସଂକ୍ରାନ୍ତି ଯାତ୍ରା |

15-Jun-2026

 ପବିତ୍ର ରଜ ସଂକ୍ରାନ୍ତି ଉପଲକ୍ଷେ ମା` ସିଂହାସନୀଙ୍କ ପୀଠରେ  ହଜାର, ହଜା  ଶ୍ରଦ୍ଧାଳୁଙ୍କ ସମାଗମ , 

ଓଡିଶା ଜନ ମତ ବ୍ୟୁରୋ, 

ପୋଲସରାସହର ଠାରୁ  25  କିଲୋମିଟର ଦୂର ଚିରିକିପଡା ଶାସନ ଦେଈ   ଆଗକୁଗଲେ ପାଣ୍ଡିରୀ ପଡା ଠାରୁ କିଛିରାସ୍ତା ପାରହେଲା ପରେ ପଡେ ଅନ୍ୟତମ ଶକ୍ତିପୀଠ ତଥା ପୋଲସରାଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା` ସିଂହାସନୀଙ୍କମନ୍ଦିର|  ଆଜି ସେଠାରେ ଧୁମ ଧାମରେ ପାଳିତ ହୋଇଛି ଠାକୁରାଣୀ ଙ୍କ ରଜ ସଂକ୍ରାନ୍ତି ଯାତ୍ରା  |  ଏହି ଉତ୍ସବରସଂକ୍ରାନ୍ତ   ଦିନରେ ମା` ଙ୍କ ଦୁର୍ଲଭ ବେଶ ଦର୍ଶନ କରିବା ପାଇଁ ପାଖାପାଖୂ ଗ୍ରା ପଞ୍ଚାୟ ସହି ଗଞ୍ଜା  ନୟାଗଡ ଜିଲ୍ଲ ଏବ ଖୋର୍ଦ୍ଧ ଜିଲ୍ଲାର  ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥା  I ପ୍ରାୟ ୬୦୦ ବର୍ଷରୁ ଅଧିକ ସମୟ ଧରିମା` ଙ୍କ ଏହି ପରମ୍ପରା ରୀତିନୀତିରେ ଚାଲିଛି। ବିଭିନ୍ନ ଜିଲ୍ଲାରୁ ଓ ରାଜ୍ୟରୁ ଆସି ମାନସିକଧାରୀମାନେ ପୀଠରେ ମା`ଙ୍କ ଦର୍ଶନ କରିବା ସହ ମୁଣ୍ଡନ କରି ଭୋଗ ଭାଗରାଗ ଲଗାଇଥାନ୍ତି I ମନ୍ଦିର କମିଟି ସଭାପତି ତଥା ପୋଲସରା ବିଧାୟକ ଗୋକୁଳାନନ୍ଦ ମଳିକଙ୍କ ନିର୍ଦ୍ଦେଶକ୍ରମେ ତଦାରଖ କମିଟିର ସଦସ୍ୟମାନେ ଦାୟିତ୍ବ ନେଇ ଥାନ୍ତି | କୌଣସ ଭକ୍ତଙ୍କ  ଯେପରି କୌଣସି ଅସୁବିଧା ନହେବ ସେଥିପାଇଁ ମନ୍ଦିର ପରିଚାଳନା କମିଟି, ସେବାୟତ, ପୋଲିସ, ତହସିଲଦାର, ବିଡ଼ିଓ, ସ୍ବେଛାସେବୀ ସଙ୍ଘଠନ, ଯୁବସଙ୍ଘଠ ନ ଠାରୁ ଆରମ୍ଭ କରି  ସମସ୍ତେ ନିଜ ନିଜ ର କାର୍ଯ୍ୟରେ ମାଆଙ୍କ ଏହି  ରଜ ସଂକ୍ରାନ୍ତି ଯାତ୍ରାକୁ ସୁରୁଖୁରୁରେ ଶେଷ କରିଥାନ୍ତି  | 

News Comment

You Might Also Like

BACK TO TOP