Breaking News

ଟ୍ରେନ ଧକ୍କାରେ ଟ୍ରାକ ମେନ ର ମୃତ୍ୟୁ ||   (03-Oct-2026)       ||      ସୋରଡ଼ା ମଠ ସାହିର ନିଖୋଜ ଛାତ୍ର ର ମୃତ ଦେହ ଉଦ୍ଧାର ||   (03-Oct-2026)       ||      କୁନୀ ଝିଅର ଆରୋଗ୍ୟ ପାଇଁ ଘରେ, ଘରେ ଛାତ୍ର, ଛାତ୍ରୀ ମାଗୁଛନ୍ତି ଅର୍ଥ |   (03-Oct-2026)       ||      ବରିଷ୍ଠ ଶିକ୍ଷକ ନେତା କାମ ରାଜୁ ମହାରଣା ଆନ୍ତର୍ଜାତୀୟ ବରିଷ୍ଟ ନାଗରିକ ଦିବସ ରେ ସମ୍ବର୍ଦ୍ଧିତ |    (03-Oct-2026)       ||      ଖୋର୍ଦ୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲ ର 125ତମ ବାର୍ଷିକ ସମାରୋହରେ ଯୋଗଦେଲେ ଓଡିଶା ରାଜ୍ୟପାଳ |   (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀଓଶାସ୍ତ୍ରୀ ଜୟନ୍ତୀ ବରଗଡ଼ ରେ ମହା ସମାରୋହ ରେ ପାଳିତ ||   (03-Oct-2026)       ||      ଅନସ୍ଲୋ ହାଇସ୍କୁଲ ବିଜ୍ଞାନ ନାଟକ ପ୍ରତିଯୋଗୀ ତାରେ ଗଞ୍ଜାମ ଜିଲ୍ଳାରେ ପ୍ରଥମ ସ୍ଥାନ ପାଇଛି ||   (03-Oct-2026)       ||      ଝାରବନ୍ଧ ର ହିତେଶ୍ବରୀ ଚାକିରି କରିବା ସହ ପାଠ ପଢ଼ା ଏବଂ ନିଟ ରେସଫଳତା |    (03-Oct-2026)       ||      ପାଇକ ମାଳ ଥାନା ପରିସରରେ ଶାରଦୀୟ ଦୁର୍ଗା ପୂଜା ପାଇଁ ଶାନ୍ତି କମିଟି ଗଠିତ |    (03-Oct-2026)       ||      ରଣ ଝାଲୀ ଗ୍ରାମ ପଞ୍ଚାୟତ ରେ ଶିଶୁବିବାହ ନିଷେଧ ଉପରେ ଗ୍ରାମସଭା ଅନୁଷ୍ଠିତ |   (03-Oct-2026)       ||      ଶିକରପାଇ ବିଦ୍ୟାଳୟ ରେ ସାମର୍ଥ ଶିବିର ଅନୁଷ୍ଠିତ ||   (03-Oct-2026)       ||      ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||     

ଚାମେଲୀ ଓଝାଙ୍କୁ ମେଡିକାଲ ରେ ଭେଟି ତାଙ୍କୁ ନ୍ୟୟ ପ୍ରଦାନ ଦାବିରେ ଜିଲ୍ଲପାଳ ଙ୍କୁ ଦାବିପତ୍ର ପ୍ରଦାନ ||

15-Jun-2026

ଚେମେଲୀ ଓଝାଙ୍କୁ ନ୍ୟାୟ ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ରପତ୍ର ଦେଲେ କେନ୍ଦ୍ରପଡା ବିଜେଡି  ମହିଳା ଟିମ   , 

ଓଡିଶା ଜନ ମତ ବ୍ୟୁରୋ, 

ଜନ ସାଧାରଣ ତଥା ପଞ୍ଚାୟତ ବାସୀଙ୍କ ଦୁଃଖ ବୁଝୁଥିବା ଜଣେ ମହିଳା ସରପଞ୍ଚ ଙ୍କ ଲୋକପ୍ରିୟତା କୁ କ୍ଷୁର୍ଣ କରିବା ସକାଶେ ବିଧାୟକ ଙ୍କ ସହ ସଲାସୁରୁରା ହୋଈ ଏବଂ ପୋଲିସ କୁ ଧରି  ଯେଉଁ ନାଟକ ରଚି ଚାମେଲୀ ଓଝା ଙ୍କୁ  ମେଡିକାଲ ରୁ ପୋଲିସ ଉଠାଇ ଗିରଫ କରି କୋର୍ଟ ଚାଲାଣ ପାଇଁ ନେଇ   ଜେଲ କୁ ନେଇ ଯାଉଥିଲା ବେଳେ ଜେଲ ସୁପର ଟେଣ୍ଡେଣ୍ଡ  ଚେମେଲୀଙ୍କ ସ୍ୱାସ୍ଥ୍ୟ ଖରାପ ଥିବା ଦେଖି ତାଙ୍କୁ ପୁଣି ମେଡିକାଲ କୁ ପଠେଇ  ଦେଇଥିଲେ |ତେବେ ତାଙ୍କୁ କେନ୍ଦ୍ରାପଡା ବିଜେଡି ମହିଳା ଟିମ ଚେମେଲୀ ଓଝାଙ୍କ ସ୍ୱାସ୍ଥ୍ୟା5ବସ୍ଥା ବୁଝିବା ସହ ତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆଜି ବିଜେଡିର ଏକ ରାଜ୍ୟସ୍ତରୀୟ ମହିଳା ପ୍ରତିନିଧି ଦଳ କେନ୍ଦ୍ରାପଡ଼ା ଗସ୍ତ କରିଥିଲା। ବରିଷ୍ଠ ବିଜେଡି ନେତା ଗଣେଶ୍ୱର ବେହେରା, ଧ୍ରୁବ ସାହୁ ଏବଂ ଅତନୁ ସବ୍ୟସାଚୀ ନାୟକଙ୍କ ନେତୃତ୍ୱରେ ରାଜ୍ୟ ଯୁବ ସଭାନେତ୍ରୀ ଇପ୍ସିତା ସାହୁ, ଯୁବ ନେତା ରାଜେଶ ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଳିତା ଦାସ ଏବଂ ପୌରାଧ୍ୟକ୍ଷା ସରିତା ସାହୁ ପ୍ରମୁଖ ଏହି ଦଳରେ ସାମିଲ ହୋଇଥିଲେ। ପ୍ରତିନିଧି ଦଳ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ଭେଟି ଚେମେଲୀ ଓଝାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ପରେ ସେମାନେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ଚେମେଲୀ ଓଝାଙ୍କ ସହ ସାକ୍ଷାତ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝିଥିଲେ। ଏହି ଅବସରରେ ବିଜେଡି ପକ୍ଷରୁ ଚାରି ଦଫା ଦାବି ଉପସ୍ଥାପନ କରାଯାଇଥିଲା। ପ୍ରଥମତଃ, ଚେମେଲୀ ଓଝା ଦେଇଥିବା ଏଫ୍‌ଆଇଆର୍‌ର ତଦନ୍ତ ପୋଲିସ କାହିଁକି କରୁନାହିଁ, ତାହାର ସ୍ପଷ୍ଟୀକରଣ ଦିଆଯାଉ। "ଦ୍ୱିତୀୟତଃ, ଚେମେଲୀ ଓଝାଙ୍କ ବିରୋଧରେ ଲଗାଯାଇଥିବା ଦଫାଗୁଡ଼ିକୁ ତୁରନ୍ତ ପ୍ରତ୍ୟାହାର କରାଯାଉ ଏବଂ ପୋଲିସ ପକ୍ଷରୁ କରାଯାଇଥିବା କାମୁଡ଼ିବା ଅଭିଯୋଗର ପ୍ରମାଣ ସ୍ୱରୂପ ଭିଡିଓ ସାର୍ବଜନୀନ କରାଯାଉ। "ତୃତୀୟ ଦାବିରେ ଚେମେଲୀ ଓଝା ଏବଂ ବିଡିଓଙ୍କ ମଧ୍ୟରେ ହୋଇଥିବା ଆଲୋଚନାର ସିସିଟିଭି ଫୁଟେଜ ତୁରନ୍ତ ପ୍ରକାଶ କରି ସେହି ଆଧାରରେ ନିରପେକ୍ଷ ତଦନ୍ତ କରାଯିବାକୁ କୁହାଯାଇଥିଲା। ସେହିପରି "ଚତୁର୍ଥ ଦାବିରେ ଚେମେଲୀ ଓଝାଙ୍କ ମୋବାଇଲ ଫୋନ ତାଙ୍କୁ ଫେରସ୍ତ କରାଯାଉ ବୋଲି ଦାବି କରାଯାଇଥିଲା। ବିଜେଡି ନେତୃବୃନ୍ଦଙ୍କ କହିବା ଅନୁଯାୟୀ, ଉକ୍ତ ମୋବାଇଲରେ ଘଟଣା ସମ୍ପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ରହିଥିବା ଅଭିଯୋଗ ରହିଛି। ବିଜେଡି ପ୍ରତିନିଧି ଦଳ ଚେମେଲୀ ଓଝାଙ୍କୁ ନ୍ୟାୟ ପ୍ରଦାନ ଏବଂ ସମଗ୍ର ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଥିବା ବେଳେ, ଜିଲ୍ଲାପାଳଙ୍କୁ ଏହି ଦାବିଗୁଡ଼ିକ ଉପରେ ଯଥାଶୀଘ୍ର ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ।

News Comment

You Might Also Like

BACK TO TOP