Breaking News

ଟ୍ରେନ ଧକ୍କାରେ ଟ୍ରାକ ମେନ ର ମୃତ୍ୟୁ ||   (03-Oct-2026)       ||      ସୋରଡ଼ା ମଠ ସାହିର ନିଖୋଜ ଛାତ୍ର ର ମୃତ ଦେହ ଉଦ୍ଧାର ||   (03-Oct-2026)       ||      କୁନୀ ଝିଅର ଆରୋଗ୍ୟ ପାଇଁ ଘରେ, ଘରେ ଛାତ୍ର, ଛାତ୍ରୀ ମାଗୁଛନ୍ତି ଅର୍ଥ |   (03-Oct-2026)       ||      ବରିଷ୍ଠ ଶିକ୍ଷକ ନେତା କାମ ରାଜୁ ମହାରଣା ଆନ୍ତର୍ଜାତୀୟ ବରିଷ୍ଟ ନାଗରିକ ଦିବସ ରେ ସମ୍ବର୍ଦ୍ଧିତ |    (03-Oct-2026)       ||      ଖୋର୍ଦ୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲ ର 125ତମ ବାର୍ଷିକ ସମାରୋହରେ ଯୋଗଦେଲେ ଓଡିଶା ରାଜ୍ୟପାଳ |   (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀଓଶାସ୍ତ୍ରୀ ଜୟନ୍ତୀ ବରଗଡ଼ ରେ ମହା ସମାରୋହ ରେ ପାଳିତ ||   (03-Oct-2026)       ||      ଅନସ୍ଲୋ ହାଇସ୍କୁଲ ବିଜ୍ଞାନ ନାଟକ ପ୍ରତିଯୋଗୀ ତାରେ ଗଞ୍ଜାମ ଜିଲ୍ଳାରେ ପ୍ରଥମ ସ୍ଥାନ ପାଇଛି ||   (03-Oct-2026)       ||      ଝାରବନ୍ଧ ର ହିତେଶ୍ବରୀ ଚାକିରି କରିବା ସହ ପାଠ ପଢ଼ା ଏବଂ ନିଟ ରେସଫଳତା |    (03-Oct-2026)       ||      ପାଇକ ମାଳ ଥାନା ପରିସରରେ ଶାରଦୀୟ ଦୁର୍ଗା ପୂଜା ପାଇଁ ଶାନ୍ତି କମିଟି ଗଠିତ |    (03-Oct-2026)       ||      ରଣ ଝାଲୀ ଗ୍ରାମ ପଞ୍ଚାୟତ ରେ ଶିଶୁବିବାହ ନିଷେଧ ଉପରେ ଗ୍ରାମସଭା ଅନୁଷ୍ଠିତ |   (03-Oct-2026)       ||      ଶିକରପାଇ ବିଦ୍ୟାଳୟ ରେ ସାମର୍ଥ ଶିବିର ଅନୁଷ୍ଠିତ ||   (03-Oct-2026)       ||      ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||     

ପୋଲିସ ସରପଞ୍ଚ ଚାମେଲୀ ଙ୍କୁ ମେଡିକାଲ ରୁ ଉଠାଇ ଜେଲ ପଠାଇଲା |

14-Jun-2026

ତିଖିରି ସରପଞ୍ଚ ଚାମେଲି ଗିରଫ |ଅସୁସ୍ଥ ଯୋଗୁଁ ଜେଲ ଅଧିକାରୀ ପୁଣି ପଠାଇ ଦେଲେ ମେଡିକାଲ କୁ , 

ଓଡିଶା ଜନ ମତ ବ୍ୟୁରୋ,

ଆଜି ମେଡିକାଲ ରୁ ଚିକିତ୍ସିତ ଅବସ୍ଥାରେ ମହାକାଳ ପଡା ପୋଲିସ ମହିଳା ସରପଞ୍ଚ ଚାମେଲୀ ଓଝା ଙ୍କୁ ଜେଲ କୁ ପଠାଇଛି  | ମହାକାଳପଡ଼ା ବ୍ଳକ୍ ପ୍ରଶାସନ ସହ ତିଖିରି ସରପଞ୍ଚ ସୁଶ୍ରୀ ଚାମେଲି ଓଝାଙ୍କ ବିବାଦ ଆଜି ଉଗ୍ର ରୂପ ନେଇଛି I ଅସୁସ୍ଥ ଚାମେଲିଙ୍କୁ ଆଜି ଗିରଫ କରି ଜେଲ୍ ପଠାଇ ଦିଆଯାଇଥିଲା ଯାହା ପୁଲିସ ଓ ପ୍ରଶାସନକୁ ପୁଣି ବିବାଦ ଘେରକୁ ଟାଣି ନେଇଛି। ଚାମେଲି ଘଟଣା
ରେ ବୃକ୍ ପ୍ରଶାସନ ଓ ପୁଲିସ ସତ ଓ ତ‌ଥ୍ୟ ଲୁଚାଇବାକୁ ଚାହୁଁଥିବା ଅଭିଯୋଗ ଉଠିଛି।ଚାମେଲି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ବେଳେ ଆଜି ସକାଳେ ମେଡିକାଲ ବେଡ୍‌ରୁ ତାଙ୍କୁ କୋର୍ଟ ପର୍ଯ୍ୟନ୍ତ ଉଠାଇ ନେଇଥୁଲା ପୁଲିସ। ତାଙ୍କୁ ଗିରଫ ଦର୍ଶାଇ ବଳପୂର୍ବକ ଭ୍ୟାନ୍‌ରେ ବସାଇ କୋର୍ଟକୁ ନିଆଯାଇଥିଲା। ଆଜି କୋର୍ଟ ଛୁଟି ଥିବାରୁ ତାଙ୍କୁ ଏସ୍‌ଡିଳେଏମ ଆବାସିକ କାର୍ଯ୍ୟାଳୟକୁ ନିଆଯାଇ କାର୍ଯ୍ୟାଳୟ ବାହାରେ ଗାଡ଼ି ଭିତରେ ପ୍ରାୟ ୩ଘଣ୍ଟା ବସାଇ ରଖାଯାଇ
ଥିଲା ଯାହାକୁ ନେଇ ନୂଆ ବିବାଦ ଆରମ୍ଭ ହୋଇଥିଲା । ଡାକ୍ତରଙ୍କ ସହ ପରାମର୍ଶ ନକରି ପୁଲିସ ଚାମେଲିଙ୍କୁ ଉଠାଇ ନେଇଥିବାରୁ ପୁଲିସ୍‌କୁ  ହଟହଟା ହେବାକୁ ପଡ଼ିଥିଲା । ଚାମେଲି ଅସୁସ୍ଥ ଥିବା ଦର୍ଶାଇ ଜେଲ୍ କର୍ତ୍ତୃପକ୍ଷ ତାଙ୍କୁ ଚିକିତ୍ସା ପାଇଁ ମେଡି କାଲରେ ଭର୍ତ୍ତି କରିବାକୁ କହି ଫେରାଇ ଦେଇଥିଲେ। ସୁସ୍ଥ ହେବା ପରେ ପୁନର୍ବାର ଜେଲ୍‌କୁ ଆଣିବାକୁ ପରାମର୍ଶ ଦେଇଥିଲେ ଜେଲର। ଅନ୍ୟପକ୍ଷରେମେଡିକାଲ୍ ବେଡ୍‌ରୁ ଉଠାଇନେଲା ପୁଲିସ ଜେଲ୍ ଗଲେ, ସ୍ବାସ୍ଥ୍ୟ ଖରାପ ଯୋଗୁଁ ଫେରାଇ ଦେଲେ ଜେଲର୍ପୁଣି ମେଡିକାଲ୍‌ରେ ଭର୍ଜିପୁଲିସ ଆମକୁ ନଜଣାଇ ଝିଅକୁ ଗିରଫ କରିଛି ବୋଲି ମିଡ଼ିଆ କୁ କହିଛନ୍ତି ଚାମେଲୀ ଙ୍କ ବୋଉ | ଚାମେଲି କୋର୍ଟ କାଗଜପତ୍ରରେ ଦସ୍ତଖତ କରିନଥିବା ଜଣାପଡ଼ିବା ଘଟଣା ପୁଲିସକୁ ବିବାଦକୁ ଟାଣିଛି।ଗତ ୧୦ ତାରିଖରେ ନିଜ ପଞ୍ଚାୟତର ବିଭିନ୍ନ ସମସ୍ୟା ନେଇ ଚାମେଳି  ମହାକାଳପଡ଼ା ବିଡିଓଙ୍କ ପାଖକୁ ଅଭିଯୋଗ କରିବାକୁ ଯାଇଥିଲେ । ସେଠାରେ  ଲୋଚନା ବେଳେ ମୋବାଇଲ ଫୋନ୍ ଯୋଗେ ଭିଡିଓ ରେକର୍ଡିଂ କରି ଲାଇଭକରିବା ତଥା ଫେସ୍‌ ବୁକ୍‌ରେ ଲାଇଭରେ ଆସିବାରୁ ଆରମ୍ଭ ହୋଇଥିଲା ବିବାଦ। ଅଧିକାରୀଙ୍କ  ବିନା ଅନୁମତିରେ ସେ ଭିଡିଓରେକର୍ଡିଂକରୁଥିବାଅଭିଯୋଗ ହୋଇଥିଲା। ମହାକାଳପଡ଼ା ବିଡିଓ ଏବଂ ପୁଲିସ ପକ୍ଷରୁ ଚାମେଲିଙ୍କ ବିରୋଧରେହୋଇଥିବା ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଥିବା ପୁଲିସ ପୁଲିସ ଦର୍ଶାଇଛି। ମହାକାଳପଡ଼ା ବିଡିଓଙ୍କୁ ଦୁବ୍ୟବହାର କରିବା, ସରକାରୀ କାମରେ  ବାଧା ଦେବା, ମହାକାଳପଡ଼ା ଥାନା ପୁଲିସକୁ ମାଡ଼ମାରିବା, ଥାନା ଉଡ଼ାଇ ଦେବା ଭଳି ଧମକ ଦେବା ଅଭିଯୋଗର ଦଫା ଲଗାଯାଇଛି। ଗତକାଲି ଚାମେଲିଙ୍କ ଭାଇ ସୂର୍ଯ୍ୟକାନ୍ତଙ୍କୁ ମଧ୍ଯ ଗିରଫ କରି ଜେଲ୍ ପଠାଇଥିଲା ପୁଲିସ।ଚାମେଲି
ଙ୍କ  ଗିରଫଦାରିକୁ ନେଇ ତାଙ୍କ ମା` ଭାରତୀ ଓଝା ଏସ୍‌ପିଙ୍କୁ ଭେଟି ଅଭିଯୋଗ କରିଛନ୍ତି। ପୁଲିସର ସ୍ୱେଚ୍ଛାଚାରିତା ଓ ମନ୍‌ମାନି ବିରୁଦ୍ଧରେ  ଭାରତୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ  ତାଙ୍କ ପରିବାର ସଦସ୍ୟଙ୍କୁ କୌଣସି ସୂଚନା ନଦେଇ ଝିଅକୁମେଡିକାଲରୁ ପୁଲିସ ଉଠାଇ ନେଇ ଗିରଫ କରିଥିବା ସେ ଅଭିଯୋଗ କରିଛନ୍ତି। ପୁଲିସ ପାଖରେ ଥିବା ଚାମେଲିଙ୍କ ମୋବାଇଲ ରେ ବହୁ ରହସ୍ୟ ଲୁଚି ରହିଛି ବୋଲି ଭାରତୀ ଦର୍ଶାଇଛନ୍ତି । ଝିଅ କେଉଁଠି ଅଛି ସେ କଥା ତାଙ୍କ ପରିବାର ଜାଣି ନାହାନ୍ତି ବୋଲି କହିଛନ୍ତି ଭାରତୀ। ଝିଅ ପାଇଁ ସେ ନ୍ୟାୟ ଦାବି କରିଛନ୍ତି ।ଚାମେଲି ଆଜି ଜେଲ୍‌ରେ ପହଞ୍ଚିବା  ପରେ ତାଙ୍କ ଅସୁସ୍ଥତା ବଢ଼ି ଯାଇଥିଲା। ତୁରନ୍ତ ଜିଲ୍ଲା ହସ୍ପିଗଲକୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ପଠାଇଥିଲେ ଜେଲ୍ କର୍ତ୍ତୃ ପକ୍ଷ। କେନ୍ଦ୍ରାପଡ଼ା ମେଡିକାଲରେ ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିବାକୁ ଡାକ୍ତର ରେଫର୍ କରିଥିଲେ। ହେଲେ ତାଙ୍କ ପରିବାର ଲୋକ ଙ୍କ  ସହଜିଲ୍ଲାସରପଞ୍ଚ ସଂଘ ତାଙ୍କ ଜୀବନ ପ୍ରତି ବିପଦ ଆଶଙ୍କା କରି କଟକ ନେବାକୁ ରାଜିହୋଇନଥିଲେ। ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ଭର୍ତି କରାଯାଇଥିବା ବେଳେ ବିରୋଧ ବଢ଼ିବା ଦେଖି ତାଙ୍କୁ ବାଧ୍ୟ ହୋଇ ଆମ୍ବୁଲାନ୍ସରୁ ବାହାର କରାଯାଇଥିଲା। ସଂଘ ସଦସ୍ୟମାନେ କେନ୍ଦ୍ରାପଡ଼ା ମେଡିକାଲରେ ରଖି ଚିକିତ୍ସା କରିବାକୁ ଡାକ୍ତରଙ୍କୁ କହିଥିଲେ । ବର୍ତମାନ ଚାମେଲି କେନ୍ଦ୍ରାପଡ଼ା ମେଡିକାଲରେ ଚିକିତ୍ସା ଧୀନ ଅଛନ୍ତି।

News Comment

You Might Also Like

BACK TO TOP