Breaking News

ରଣ ଝାଲୀ ଗ୍ରାମ ପଞ୍ଚାୟତ ରେ ଶିଶୁବିବାହ ନିଷେଧ ଉପରେ ଗ୍ରାମସଭା ଅନୁଷ୍ଠିତ |   (03-Oct-2026)       ||      ଶିକରପାଇ ବିଦ୍ୟାଳୟ ରେ ସାମର୍ଥ ଶିବିର ଅନୁଷ୍ଠିତ ||   (03-Oct-2026)       ||      ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||      କଳିଙ୍ଗାୟନ ତୌର୍ୟତ୍ରିକ୍ରମ ବିଶେଷ କାର୍ଯ୍ୟକ୍ରମ ଗାନ୍ଧୀଙ୍କ ଆଦର୍ଶ ରୁ ଆଧୁନିକ ସମାଜ ପର୍ଯ୍ୟନ୍ତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଛତ୍ରପୁର ଠାରେ ପାଳିତ |   (02-Oct-2026)       ||      ଛତ୍ରପୁର ମେଇନ ରୋଡ଼ ରେ ଥିବା ରାଜସ୍ତାନ ମିଠା ଦୋକାନ ରେ ସଟ ସର୍କିଟ ଯୋଗୁଁ ଦୋକାନ ପୋଡ଼ିଗଲା ||   (02-Oct-2026)       ||      ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||     

ପୁଣିଥରେ ଯେନିଫର ୱେଙ୍ଗେଟ ଦୁତୀୟ ବିବାହ କରିବାକୁ ନେଇ ଚର୍ଚ୍ଚା ହେଉଛି ||

10-Jun-2026

ସବୁଠାରେ ଚର୍ଚ୍ଚା ପୁଣି ଥରେ  ଜେନିଫର ୱିଙ୍ଗେଟ ବିବାହ ବନ୍ଧନ ରେ  ବାନ୍ଧି ହେବେ  |

   ଓଡିଶା ଜନ ମତ ବ୍ୟୁରୋ,

ଅଭିନେତା, ଅଭିନେତ୍ରୀ ଙ୍କ ପାଇଁ ବାହାଘର  ଗୋଟେ ଥର ନୁହଁ  ଫିଲିମ ଟିଭି ରେ ରୋଲ ରେ ବାହାଘର ପରି  ସତ ସତିକା ବାହାଘର ହେଉଛନ୍ତିଏମାନେ  ଏକ ରୁ ପାଞ୍ଚ ପର୍ଯ୍ୟନ୍ତ | ସେହିପରି ଜଣେ ହିନ୍ଦୀ ଟେଲିଭିଜନ ଜଗତର ଲୋକପ୍ରିୟ ଅଭିନେତ୍ରୀ ଜେନିଫର ୱିଙ୍ଗେଟଙ୍କୁ ନେଇ  ଚର୍ଚ୍ଚା ହେଉଛି ଯେ, ସେ ଦ୍ବିତୀୟ ଥର ପାଇଁ ବିବାହ ବନ୍ଧନରେ ଆବଦ୍ଧ ହୋଇପାରନ୍ତି।ସେ ଖୁବଶୀଘ୍ର ସିଙ୍ଗାପୁରର ବ୍ୟବସାୟୀ ଇସ୍ପାଏଲ ୱିଲିୟମଙ୍କ ସହ ଜୀବନର ଏକ ନୂଆ ଅଧ୍ୟାୟର ଶୁଭାରମ୍ଭକରିବାକୁ ଯାଉଛନ୍ତି।ଜେନିଫର ସବୁବେଳେ ନିଜ ବ୍ୟକ୍ତିଗତ ଜୀବନକୁ ଲାଇମ ଲାଇଟ୍‌ ଠାରୁ ଦୂରରେ ରଖୁଛନ୍ତି।ଏହାପୂର୍ବରୁ ସେ ୨୦୧୨ମସିହା ରେ ଅଭିନେତାକରଣସିଂହଗ୍ରୋଭରଙ୍କୁ ବିବାହ କରିଥିଲେ । ତେବେ ଦୁଇ ବର୍ଷ ପରେ ସେମାନଙ୍କର ଛାଡ଼ପତ୍ର ହୋଇଯାଇଥିଲା ସେହି ବିଚ୍ଛେଦ ପରେ ଜେନିଫରଙ୍କ ପାଇଁ ଆଗକୁ ବଢ଼ିବା ସହଜ ନଥୁଲା  | ତେବେ ବର୍ତ୍ତମାନ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଜେନିଫର ଓ ତାଙ୍କ ପ୍ରେମିକ ୱିଲିୟମ ନିଜ ସମ୍ପର୍କକୁ ଏକ ନୂଆ ପରିଚୟ ଦେବାକୁ ଚାହୁଁଥିବା ଜଣାପଡ଼ିଛି  | ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ, ଜେନିଫର  ୱିଲିୟମ ଖ୍ରୀଷ୍ଟିଆନ୍ ରୀତିନୀତି ଅନୁ ସାରେ ବିବାହ କରିବେ |ଏହି ବିବାହଚଳିତବର୍ଷସେପ୍ଟେମ୍ବରକିମ୍ବା ଅକ୍ଟୋବର ନଚେତ ଡିସେମ୍ବର-ଜାନୁଆରି ମଧ୍ୟରେ ହୋଇପାରୋ ଉଭୟେ ଏବେ ଉପଯୁକ୍ତ ବାହାଘର ଭେନ୍ୟୁ ଖୋଜୁଛନ୍ତି।ଅଫିସିଆଲ୍ ଘୋଷଣାକୁ ଏବେ ବି ଅପେକ୍ଷା କରାଯାଇଥିବା ବେଳେ,ଏହି ରିପୋର୍ଟଗୁଡ଼ିକ ନିଶ୍ଚିତ ଭାବରେ ତାଙ୍କ ପ୍ରଶଂସକମାନଙ୍କୁ ଉତ୍ସାହିତ କରିଛି,ଜେନିଫରଙ୍କୁ ପୁଣି ଥରେ ନିଜ ଜୀବନର ନୂତନ ଅଧ୍ୟାୟ ଆରମ୍ଭ କରିବାନିଷ୍ପତ୍ତି କୁନେଇତାଙ୍କ ପ୍ରଶଂସକମାନେ ଖୁସି ପ୍ରକାଶ କରୁଛନ୍ତି।

News Comment

You Might Also Like

BACK TO TOP