Breaking News

ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||     

ବୀଣା ପାଣି ହାଇଟେକ ସେଣ୍ଟର ପକ୍ଷରୁ ବିଶ୍ୱ ପରିବେଶ ଦିବସରେ ମେଧାବୀ ମାନଙ୍କୁ ସମ୍ବର୍ଦ୍ଧନା |

08-Jun-2026

ବୀଣାପାଣି ହାଇଟେକ୍ ସେଣ୍ଟର ପକ୍ଷରୁ ବିଶ୍ୱ ପରିବେଶ ଦିବସରେ ମେଧାବୀମାନଙ୍କୁ ସମ୍ବର୍ଦ୍ଧନା ।

ଓଡ଼ିଶା ଜନମତ,ପୋଲସରା, ସନ୍ତୋଷ କୁମାର ପଣ୍ଡା
  ତା.୦୮-୬-୨୦୨୬ :----

 ପୋଲସରା ବ୍ଳକ୍ କଳମ୍ୱ ଗ୍ରାମ ପଞ୍ଚାୟତ ସ୍ଥିତ ବୀଣାପାଣି ହାଇଟେକ୍ ଷ୍ଟଡି ସେଣ୍ଟର ପକ୍ଷରୁ ବିଶ୍ବ ପରିବେଶ ଦିବସ-୨୦୨୬ ପାଳନ ହୋଇଯାଇଥିଲା। ଅନୁଷ୍ଠାନର ମୁଖ୍ୟ ତଥା ଅଧ୍ୟାପକ ମନୋଜ କୁମାର ସାହୁଙ୍କ ପରିଚାଳନାରେ ଏହି ସଚେତନ ଏବଂ ପ୍ରେରଣାଦାୟୀ କାର୍ଯ୍ୟକ୍ରମ ସେଣ୍ଟର ପ୍ରାଙ୍ଗଣରେ କରାଯାଇଥିଲା । ଏଥିରେ ଅତିଥିଭାବେ ଅଞ୍ଚଳର ସୁନାମଧନ୍ୟ ଶିକ୍ଷାବିତ୍ ତଥା କବି ତ୍ରିନାଥ ପ୍ରଧାନ ଓ ବୃନ୍ଦାବନ ପ୍ରଧାନଙ୍କ  ସମେତ ଶିକ୍ଷକ ସନ୍ତୋଷ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅଧ୍ୟୟନରତ ବାଳକ ଓ ବାଳିକାମାନଙ୍କ ମଧ୍ୟରେ " ବିପଦ ସଂକୁଳ ପୃଥିବୀ ଓ ଆମର  ଭୂମିକା" ଶୀର୍ଷକ ଉପରେ  ଏକ ବକୃତା ପ୍ରତିଯୋଗିତା କରାଯାଇଥିଲା । ପରେ ଅତିଥିବୃନ୍ଦ   ସାମ୍ପ୍ରତିକ ବିଶ୍ୱ ପରିବେଶ  ଏବଂ ଜଳବାୟୁ ପ୍ରସଙ୍ଗ ଉପରେ ଆଲୋକପାତ କରିବା ସହିତ ପରିବେଶ ସୁରକ୍ଷା ଏବଂ ସ୍ୱଚ୍ଛତା ପାଇଁ ବର୍ତ୍ତମାନ ସମୟରେ  ଛାତ୍ର ଛାତ୍ରୀମାନଙ୍କ  ଭୂମିକା ଯଥେଷ୍ଟ ଗୁରୁତ୍ୱ ରହିଛି । ଏଣୁ ବେଳ ଥାଉ ଥାଉ ସତର୍କ ହୋଇଯିବା ନ୍ୟାୟରେ ଛାତ୍ରଛାତ୍ରୀ ମାନେ ଆଗେଇ  ଆସି ପରିବେଶକୁ ବଞ୍ଚାଇ ରଖିବାକୁ ବୃକ୍ଷ ରୋପଣ, ପରିମଳ ସ୍ବଚ୍ଛତା ଓ ସଚେତନତା ମୂଳକ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।  ପରେ ପ୍ରତିଯୋଗିତାର କୃତୀତ୍ୱ  ଛାତ୍ରଛାତ୍ରୀମାନଙ୍କୁ ଅନୁଷ୍ଠାନ ତରଫରୁ ଟ୍ରଫି ଏବଂ  ପୁରସ୍କାର ଦିଆଯିବା ସହିତ ଗତ ୨୦୨୫-୨୬ ଶିକ୍ଷା ବର୍ଷରେ ପଞ୍ଚାୟତର  ଅଧ୍ୟୟନ କରି ପ୍ରଥମ ସ୍ଥାନ ଏବଂ ଟପର ହୋଇଥିବା ଓଏଭି ହାତୀଓଟର  ୩ ଜଣ ଛାତ୍ରୀଙ୍କୁ ସ୍ୱତନ୍ତ୍ରଭାବେ ଟ୍ରଫି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇ  ସେମାନଙ୍କର ଭବିଷ୍ୟତ ଉଜ୍ଜ୍ୱଳ ଶୁଭକାମନା କରାଯାଇଥିଲା।

News Comment

You Might Also Like

BACK TO TOP