Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

ଖଲ୍ଲିକୋଟ ମଧ୍ୟରାତ୍ର ରେ ମୋରମ ମାଫିଆଙ୍କ ଉପରେ ପ୍ରଶାସନ ର ଚଢ଼ାଉ ||

04-Jun-2026

ମୋରମ ମାଫିଆଙ୍କ ଉପରେ ମଧ୍ୟରାତ୍ରୀରେ ବଡ଼ ଚଢ଼ାଉ !
ରାଜସ୍ୱ ବିଭାଗ ଓ ପୋଲିସର ମିଳିତ ଅପରେସନ୍‌,୨ହାଇୱା ସହ ଜେସିବି ଜବତ।
ଓଡିଶା ଜନ ମତ, ଖଲ୍ଲିକୋଟ ୪-୨-୨୦୨୬,

ପ୍ରଶାନ୍ତ କୁମାର ମିଶ୍ର, :----

ଖଲ୍ଲିକୋଟ ରେ ମୋରମ ମାଫିଆଙ୍କ ବିରୋଧରେ ପ୍ରଶାସନର  କାର୍ଯ୍ୟାନୁଷ୍ଠାନ। ବୁଧବାର ବିଳମ୍ବିତ ରାତିରେ ବେଆଇନ ଭାବେ ମୋରମ ଚୋରା ଚାଲାଣ ଚାଲିଥିବା ବେଳେ ରାଜସ୍ୱ ବିଭାଗ ଓ ଖଲ୍ଲିକୋଟ ପୋଲିସର ମିଳିତ ଚଢ଼ାଉରେ ୨ଟି ହାଇୱା ଏବଂ ଗୋଟିଏ ଜେସିବି ଜବତ କରାଯାଇଛି। ଜବତ ଗାଡ଼ିଗୁଡ଼ିକୁ ଖଲ୍ଲିକୋଟ ଥାନାରେ ଅଟକ ରଖାଯାଇଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି।ଖଲ୍ଲିକୋଟ ବ୍ଲକର ବିଭିନ୍ନ  ଅଞ୍ଚଳରୁ ବେଆଇନ ଭାବେ ମୋରମ ଉତ୍ତୋଳନ କରାଯାଇ ଚୋରା ଚାଲାଣ ହେଉଥିବା ନେଇ ପ୍ରଶାସନ ନିକଟରେ ସୂଚନା ପହଞ୍ଚିଥିଲା। ଏହାପରେ ଖଲ୍ଲିକୋଟ ତହସିଲଦାର ଡି. ମାଲେଶ୍ଵର ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ତହସିଲଦାର ମାନସ ରଞ୍ଜନ ବେହେରାଙ୍କ ନେତୃତ୍ୱରେ ରାଜସ୍ୱ ବିଭାଗର କର୍ମଚାରୀ ଓ ଖଲ୍ଲିକୋଟ ପୋଲିସ ମିଳିତ ଭାବେ ବିଳମ୍ବିତ ରାତିରେ ଚଢ଼ାଉ କରିଥିଲେ।ଚଢ଼ାଉ ବେଳେ ଘଟଣାସ୍ଥଳରୁ ମୋରମ ବୋଝେଇ ୨ଟି ହାଇୱା ଏବଂ ଖନନ କାର୍ଯ୍ୟରେ ବ୍ୟବହୃତ ଗୋଟିଏ ଜେସିବିକୁ ଜବତ କରାଯାଇଥିଲା। ପରେ ସମସ୍ତ ଗାଡ଼ିକୁ ଖଲ୍ଲିକୋଟ ଥାନାରେ ଅଟକ ରଖାଯାଇଛି।ଏହି ବେଆଇନ ମୋରମ କାରବାର ଦୀର୍ଘ ଦିନ ଧରି ଖଲ୍ଲିକୋଟ ଅଞ୍ଚଳରେ ଚାଲିଛି , ପ୍ରଶାସନ ଜାଣିଶୁଣି ରାତିଅଧିଆ କାରବାର ହେଉଛି, ଯେଉଁମାନେ ଖାପ ଖୁଆଇ କରି ପାରୁ ନାହାଁନ୍ତି ସେମାନେ ହି ଧରପଗଡ଼ ଚଢାଉ ର ଶିକାର ହେଉଛନ୍ତି।  ମୋରମ ମାଫିଆଙ୍କ ବିରୋଧରେ ପ୍ରଶାସନର ଏହି କାର୍ଯ୍ୟାନୁଷ୍ଠାନ ପରେ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

News Comment

You Might Also Like

BACK TO TOP