Breaking News

ରଣ ଝାଲୀ ଗ୍ରାମ ପଞ୍ଚାୟତ ରେ ଶିଶୁବିବାହ ନିଷେଧ ଉପରେ ଗ୍ରାମସଭା ଅନୁଷ୍ଠିତ |   (03-Oct-2026)       ||      ଶିକରପାଇ ବିଦ୍ୟାଳୟ ରେ ସାମର୍ଥ ଶିବିର ଅନୁଷ୍ଠିତ ||   (03-Oct-2026)       ||      ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||      କଳିଙ୍ଗାୟନ ତୌର୍ୟତ୍ରିକ୍ରମ ବିଶେଷ କାର୍ଯ୍ୟକ୍ରମ ଗାନ୍ଧୀଙ୍କ ଆଦର୍ଶ ରୁ ଆଧୁନିକ ସମାଜ ପର୍ଯ୍ୟନ୍ତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଛତ୍ରପୁର ଠାରେ ପାଳିତ |   (02-Oct-2026)       ||      ଛତ୍ରପୁର ମେଇନ ରୋଡ଼ ରେ ଥିବା ରାଜସ୍ତାନ ମିଠା ଦୋକାନ ରେ ସଟ ସର୍କିଟ ଯୋଗୁଁ ଦୋକାନ ପୋଡ଼ିଗଲା ||   (02-Oct-2026)       ||      ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||     

ଖଲ୍ଲିକୋଟ ରେ ମହିଳାଙ୍କ ବିଭିନ୍ନ ଦାବି ନେଇ ବିଜେଡି ର ବିଶାଳ ଶୋଭାଯାତ୍ରା ||

30-May-2026

33ଭାଗ ମହିଳା  ସଂରକ୍ଷଣ, ବୃଦ୍ଧି ପାଉଥିବା ନାରୀ ନିର୍ଯ୍ୟାତନା ଓ 3000 ୟୁନିଟ ବିଜୁଳି ଓ 3 ହଜାର ଟଙ୍କା ଭତ୍ତା ଦାବି ରେ ଗର୍ଜିଲା ମହିଳା ବିଜେଡି |

 ଓଡିଶା ଜନମତ,ମାଧବ ବେହେରା,
ଖଲ୍ଲିକୋଟ : 30/05:----

 ଓଡିଶା ରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଓ ଏନ ସି ଆର ବି ରିପୋର୍ଟ ଅବୁଝାଇ ଓଡିଶା ରେ ବୃଦ୍ଧି ପାଉଥିବା  ନିର୍ଯ୍ୟାତନା ଓ 33 ଭାଗ ମହିଳା ସଂରକ୍ଷଣ ବିଲ କାର୍ଯ୍ୟକାରୀ କରିବା ଓ ରାଜ୍ୟ ସରକାରଙ୍କ ପ୍ରତିଶୃତି ଅନୁଯାଇ 300 ୟୁନିଟ ମାଗଣା ବିଜୁଳି 3 ହଜାର ଟଙ୍କା ଭତ୍ତା ଦାବି ରେ ଖଲ୍ଲିକୋଟ ରେ ଶତାଧିକ ମହିଳା ବିଜେଡି ସଦସ୍ୟା ଗର୍ଜିଥିବା ଦେଖିବାକୁ ମିଳିଛି |ଶନିବାର ଦିନ ଖଲ୍ଲିକୋଟ ର ପ୍ରାକ୍ତନ ବିଧାୟିକା ଶ୍ରୀମତୀ ସୂର୍ଯ୍ୟମଣୀ ବୈଦ୍ୟ ଓ ବିଜେଡି ର ଆସିକା ସାଂସଦ ପାର୍ଥୀନୀ ଶ୍ରୀମତୀ ରଂଜିତା  ସାହୁ  ରାଜ୍ୟ  ବିଜେଡି ମହିଳା ସମ୍ପାଦିକା ଶ୍ରୀମତୀ ମିତାଞ୍ଜଳି ମିଶ୍ର ଙ୍କ ନେତୃତ୍ୱ ରେ ଏକ ବିଜେଡି ର ନାରୀ ଅଧିକାର ଅଭିଯାନ ଶୋଭାଯାତ୍ରା ସ୍ଥାନୀୟ ପୂର୍ତ୍ତ  ବିଭାଗ ଡାକ ବଙ୍ଗଳା ରୁ ବାହାରି ଖଲ୍ଲିକୋଟ ସ୍ଥିତ ବ୍ଲକ ପରିସରରେ ପହଂଚି ଭାରତ ର ରାଷ୍ଟ୍ରପତି ଙ୍କ ଉଧେଶ୍ୟ ରେ ଏ ବି ଡ଼ି ଓ ଗାୟତ୍ରୀ ପଣ୍ଡା ଙ୍କୁ ଏକ ତିନି ଦଫା ଦାବି ପତ୍ର ପ୍ରଦାନ କରିଥିଲେ |ବ୍ଲକ କାର୍ଯ୍ୟାଳୟ ଏକ ପଥ ପ୍ରାନ୍ତ ସଭା ରେ ଶ୍ରୀମତୀ ରଂଜିତା ସାହୁ ରାଜ୍ୟ ରେ ଏକ ଅପାରଗ ଓ ସ୍ଥାଣୁ ସରକାର ଚାଲିଛି | ବିଜେପି ର ଗତ ଦୁଇ ବର୍ଷ ଶାସନ କାଳରେ ହିଞ୍ଜିଳିକାଟୁ ରେ ଏକ ନିଷ୍ପାପ ଶିଶୁ ଙ୍କ ଆଗରେ ଜଣେ ଗର୍ଭବତୀ ମହିଳା ଙ୍କୁ ନୃଶଂସ ଭାବେ ହତ୍ୟା କରାଗଲା ଗୋପାଳପୁର ଗଣ ଦୁଷ୍କର୍ମ ଭଳି ବହୁ ଅମାନବୀୟ ଘଟଣା ଘଟି ଥିଲେ ମଧ୍ୟ ସରକାର ଙ୍କ କୁମ୍ଭ କର୍ଣ ନିଦ୍ରା ଭାଙ୍ଗିନୀ |ଅସହାୟ ବୃଦ୍ଧ ବିଧବା ଙ୍କୁ 3 ହଜାର ଟଙ୍କା ଭତ୍ତା ଦେବା ପରିବର୍ତ୍ତେ ମାତ୍ର ଏକ ହଜାର ଟଙ୍କା ହିତାଧିକାରୀ ଦୁଇ ମାସ ହେଲା ମିଳିନ ବୋଲି ଅଭିଯୋଗ  କରିବା ସହ ଅସହ୍ୟ ଦରଦାମ ବୃଦ୍ଧି ତୈଳ ଗ୍ୟାସ ଡର ଗରିବ ଲୋକଙ୍କ ଅଣ୍ଟା ଭଂଗିଲାଣି ବୋଲି ଅଭିଯୋଗ କରିଥିଲା |, ଏହି ଶୋଭାଯାତ୍ରା ରେ ବିଜେଡି ବ୍ଲକ ସଭାପତି ପ୍ରଫୁଲ୍ଲ ଚନ୍ଦ୍ର ସାହୁ ନଗର ବିଜେଡି ସଭାପତି ରାମ ମୋହନ ପଣ୍ଡା  ଜିଲ୍ଲା ପରିଷଦ ସଭ୍ୟ ବିନାୟକ ବୈଦ୍ୟ, ପୂର୍ବତନ ସରପଞ୍ଚ ସୂର୍ଯ୍ୟ ନାରାୟଣ ଘୋଷ, ବନମାଳୀ ବାଲା, ଯୁବ ସଭାପତି ଦୟାନିଧି ସାହୁ  ବିଜେଡି ଯୁବ ନେତା ସତ୍ୟବାନ ସ୍ୱାଇଁ, କଣକା ସରପଞ୍ଚ ରେଖା ଜାଲି, ସାବୁଲିଆ ସରପଞ୍ଚ ଅହଲ୍ୟା ବେହେରା କଲ୍ୟାଣୀ ଦେବୀ ବହୁ ବିଜେଡି ମହିଳା ବିଜେଡି କର୍ମୀ ଓ ଛାମୁଆ ନେତା ମାନେ ଯୋଗ ଦେଇ ଅଂଶ ଗ୍ରହଣ କରିଥିଲେ |

News Comment

You Might Also Like

BACK TO TOP