Breaking News

ଝାରବନ୍ଧ ର ହିତେଶ୍ବରୀ ଚାକିରି କରିବା ସହ ପାଠ ପଢ଼ା ଏବଂ ନିଟ ରେସଫଳତା |    (03-Oct-2026)       ||      ପାଇକ ମାଳ ଥାନା ପରିସରରେ ଶାରଦୀୟ ଦୁର୍ଗା ପୂଜା ପାଇଁ ଶାନ୍ତି କମିଟି ଗଠିତ |    (03-Oct-2026)       ||      ରଣ ଝାଲୀ ଗ୍ରାମ ପଞ୍ଚାୟତ ରେ ଶିଶୁବିବାହ ନିଷେଧ ଉପରେ ଗ୍ରାମସଭା ଅନୁଷ୍ଠିତ |   (03-Oct-2026)       ||      ଶିକରପାଇ ବିଦ୍ୟାଳୟ ରେ ସାମର୍ଥ ଶିବିର ଅନୁଷ୍ଠିତ ||   (03-Oct-2026)       ||      ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||      କଳିଙ୍ଗାୟନ ତୌର୍ୟତ୍ରିକ୍ରମ ବିଶେଷ କାର୍ଯ୍ୟକ୍ରମ ଗାନ୍ଧୀଙ୍କ ଆଦର୍ଶ ରୁ ଆଧୁନିକ ସମାଜ ପର୍ଯ୍ୟନ୍ତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଛତ୍ରପୁର ଠାରେ ପାଳିତ |   (02-Oct-2026)       ||      ଛତ୍ରପୁର ମେଇନ ରୋଡ଼ ରେ ଥିବା ରାଜସ୍ତାନ ମିଠା ଦୋକାନ ରେ ସଟ ସର୍କିଟ ଯୋଗୁଁ ଦୋକାନ ପୋଡ଼ିଗଲା ||   (02-Oct-2026)       ||      ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||     

ବିଦ୍ୟୁତ କର୍ମଚାରୀଙ୍କୁ ଗଛରେ ବାନ୍ଧିଲେ ଗ୍ରାମବାସୀ |

28-May-2026

ବିଦ୍ୟୁତ୍ କର୍ମଚାରୀଙ୍କୁଖୁଣ୍ଟରେ ବାନ୍ଧିଲେଗ୍ରାମବାସୀ,

ଦେବ--ଗଡ଼ରେକଙ୍ଗାରୁ କୋର୍ଟ  |

     ଓଡିଶା ଜନ ମତ ବ୍ୟୁରୋ,

ପୁଣି ଏକ ଗାଁରେ ଚାକିଛି କଙ୍ଗାରୁ କୋର୍ଟ | ଗ୍ରାମବାସୀଙ୍କ ଉପସ୍ଥିତି ରେ ଜଣେ ବିଦ୍ୟୁତ କର୍ମଚାରୀଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ।  ଏପରି ଏକ ସମ୍ବେଦନ ଶିଳ ଘଟଣା ଦେଖିବାକୁ ମିଳିଛି ରିଆମାଳ ଥାନା ଦୁଧିଆନାଳୀ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା  ।ସୂଚନା ଅନୁସାରେ, ୪ ଦିନ ହେଲା ଅଞ୍ଚଳ ଅନ୍ଧାରରେ ରହିଥିଲା । ଏହାକୁ ନେଇ ଗ୍ରାମବାସୀ କ୍ରୋଧରେ ରହିଥିଲେ । କର୍ମଚାରୀ ମରାମତି ପାଇଁ ଆସିଥିବା ବେଳେ ଗ୍ରାମବାସୀ ତାଙ୍କୁ ଗଛରେ ବାନ୍ଧି ଦେଇଥିଲେ । କାଳବୈଶାଖୀ ଯୋଗୁଁ ଗତ ସୋମବାର ଠାରୁ ଅନ୍ଧାରରେ ଅଛନ୍ତି ଗ୍ରାମବାସୀ। ବିଭାଗୀୟ ଯନ୍ତ୍ରୀଙ୍କୁ ଡାକିବା ସହିତ ତୁରନ୍ତ ମରାମତି ପାଇଁ ଦାବି ହୋଇଛି । ଏହିପରି ଜିଲାରେ ଅନେକ ଜାଗାରେ ଲେକେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି , ଯେତେ ଅଭିଯୋଗ କରିଲେ ମଧ୍ୟ ବିଦ୍ୟୁତ ବିଭାଗ ଖାମଖିଆଲି ମନୋଭାବ ଯୋଗୁଁ ଜନସାଧାରଣ ଏମିତି ଗରମରେ ଛଟ ଫଟ ହେଉଛନ୍ତି ।ତେଣୁ ବିଦ୍ୟୁତ ସଜାଡ଼ିବାକୁ ଆସିଥିବା କର୍ମଚାରୀଙ୍କୁ ଗଛରେ ବାନ୍ଧି  ପିଟିଛନ୍ତି | ଯେକୌଣସି ଲୋକ ଭୁଲ କଲେ ତାର ବିଚାର ଅଛି, ଏବଂ  ତାପାଇଁ ଆଇନ ମଧ୍ୟ ରହିଛି |  ଏମିତି, ସେମିତି ଯାହାକୁ ବାନ୍ଧି ଦେବା, ମାରିଦେବା ଏବଂ ତାକୁ ହଇରାଣ, ଅସୁବିଧା କରିବାହେଉଛି  ଅପରାଧ | ତେଣୁ ଏହାଉପରେ ଆମେ ଥାନାରେ ସାହାଯ୍ୟମାଗି ସମାଧାନ କିମ୍ବା ଅନ୍ୟକୌଣସି ପନ୍ଥା ଆପଣେଇବା  ହେଉଛି ମହତ ଲୋକର କାର୍ଯ୍ୟ |

News Comment

You Might Also Like

BACK TO TOP