Breaking News

ଝାରବନ୍ଧ ର ହିତେଶ୍ବରୀ ଚାକିରି କରିବା ସହ ପାଠ ପଢ଼ା ଏବଂ ନିଟ ରେସଫଳତା |    (03-Oct-2026)       ||      ପାଇକ ମାଳ ଥାନା ପରିସରରେ ଶାରଦୀୟ ଦୁର୍ଗା ପୂଜା ପାଇଁ ଶାନ୍ତି କମିଟି ଗଠିତ |    (03-Oct-2026)       ||      ରଣ ଝାଲୀ ଗ୍ରାମ ପଞ୍ଚାୟତ ରେ ଶିଶୁବିବାହ ନିଷେଧ ଉପରେ ଗ୍ରାମସଭା ଅନୁଷ୍ଠିତ |   (03-Oct-2026)       ||      ଶିକରପାଇ ବିଦ୍ୟାଳୟ ରେ ସାମର୍ଥ ଶିବିର ଅନୁଷ୍ଠିତ ||   (03-Oct-2026)       ||      ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||      କଳିଙ୍ଗାୟନ ତୌର୍ୟତ୍ରିକ୍ରମ ବିଶେଷ କାର୍ଯ୍ୟକ୍ରମ ଗାନ୍ଧୀଙ୍କ ଆଦର୍ଶ ରୁ ଆଧୁନିକ ସମାଜ ପର୍ଯ୍ୟନ୍ତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଛତ୍ରପୁର ଠାରେ ପାଳିତ |   (02-Oct-2026)       ||      ଛତ୍ରପୁର ମେଇନ ରୋଡ଼ ରେ ଥିବା ରାଜସ୍ତାନ ମିଠା ଦୋକାନ ରେ ସଟ ସର୍କିଟ ଯୋଗୁଁ ଦୋକାନ ପୋଡ଼ିଗଲା ||   (02-Oct-2026)       ||      ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||     

ଭୁତ ସରସିଙ୍ଗି ଫଳକ ଭଙ୍ଗା ଘଟଣାରେ ଥାନାରେ ଏଫଆର ଦେଲେ ସରପଞ୍ଚ ||

28-May-2026

ଫଳକ ଭଙ୍ଗା ଘଟଣାରେ ଥାନାରେ ଏତେଲା ଦେଲେ ଭୁତ ସରସିଙ୍ଗି ସରପଞ୍ଚ,

ବିଧାୟକ ଙ୍କ ଉଦଘାଟନ ପୂର୍ବରୁ ଫଳକ ଭଙ୍ଗା ଘଟଣା ରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁରୁଷୋତ୍ତମପୁର ଥାନାରେ ଏଫଆର ଦେଲେ ଭୁତ ସରସିଙ୍ଗି ସରପଞ୍ଚ ମନୋଜ ଦାଶ  |ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭୂତସରସିଂ ଗ୍ରାମ ଛକଠାରୁ ବୁଢ଼ା ଆମ୍ଭ ରାସ୍ତାର ଉର୍ନ୍ନତି କରଣ ପାଇଁ 17 କୋଟି ଟଙ୍କା ବ୍ୟୟରେ 10 କିମି ରାସ୍ତାର ଶିଳାନ୍ୟାସ କାମ ହୋଉଥାନ୍ତା  | କିନ୍ତୁ ବିଧାୟକପ୍ରତାପ ଚନ୍ଦ୍ର ନାୟକ ଆସିବା ଆଗରୁ କିଛି ଅସମାଜିକ  ବ୍ୟକ୍ତି ମାନେ ଆସି ସେହି ଫଳକ କୁ ଭାଙ୍ଗି ଦେଈ ଚାଲି ଯାଇଥିଲେ  |ଏବଂ ସେହି ସ୍ଥାନରେ  ଫ୍ଲେକ୍ସ ପ୍ରିଣ୍ଟ ପେପର ଲଗାଇ  ରାସ୍ତାର ଶିଳାନ୍ୟାସକାର୍ଯ୍ୟ କରାଯାଇଥିଲା | ଅସମାଜିକ ବ୍ୟକ୍ତି ମାନେ  ଭାବିଥିଲେ ଯେ ଆମେ ଭାଙ୍ଗିଦେଲେ ଆଉ ଶିଳାନ୍ୟାସ ହେବ ନାହିଁ କିନ୍ତୁ ମନୋବଳ ସୁଦୃଢ଼ ଥିଲେ ଏବଂ ଉର୍ନ୍ନତ ଟ୍ୱେକନୋଲୋଜି କ୍ଷେତ୍ର ରେ ସଙ୍ଗେ ସଙ୍ଗେ ସବୁକାର୍ଯ୍ୟହୋଇପାରୁଛି ବୋଲି ବିଧାୟକ କହି ଛନ୍ତି |  ବିଧାୟକ ପ୍ରତାପ ନାୟକ, ସରପଞ୍ଚ ମନୋଜ ଦାଶ ଓ ଦଳୀୟ ବିଜେପି କର୍ମୀ ନେତା ମହିଳାଙ୍କ ଉପସ୍ଥିତି ରେ ସେହି ଶିଳାନ୍ୟାସ କାମ ମାତ୍ର କିଛି ସମୟ ବିଳମ୍ବରେ କରା
ଯାଇଥିଲା  | ପରେ ସ୍ଥାନୀୟ ସରପଞ୍ଚ ମନୋଜ ଦାଶଙ୍କ ଲିଖୁତ ଏଚଲା କ୍ରମେ ପୁରୁଷୋତ୍ତମପୁର ଥାନାରେ ଏକ ମାମଲା ରୁଜୁ ହୋଇଛି । ମାମଳା ରୁକୁ ପରେ ପୋଲିସ ତତ୍ପରତା ପ୍ରକାଶ କରି ଘଟଣା ସମଯର ସିସିଟିଭି ଫୁଟେଜ ଯାଞ୍ଚ ସହ ଏହାର ରେକର୍ଡିଂ ସଂଗ୍ରହ କରିଛି । ସେହି ଯୁବକମାନଙ୍କ ମଧ୍ୟରୁ କିଛି ଫଳକ ରଙ୍ଗା ଘଟଣାର ଭିଡିଓ ରେକର୍ଡିଂ କରାଯାଇ ବିଭିନ୍ନସାମାଜିକଗଣ.ମାଧ୍ୟମରେ ଭାଇରଲ କରାଯାଇଥିବା ବେଳେ ପୋଲିସ ସେଗୁଡିକୁ ମଧ୍ୟ ସଂଗ୍ରହକରି ତଦନ୍ତ ପ୍ରକ୍ରିୟାକୁ ଆଗକୁ ବଢାଇଛି। ତେବେ ପୋଲିସ ପକ୍ଷରୁ ସେହି ଅସମାଜିକ ବ୍ୟକ୍ତି ମାନଙ୍କ ବିରୁଦ୍ଧରେ କେବେ ଓ କେଉଁ ଭଳି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଛି ତାହାକୁ  ଦେଖିବା କଥା  | କିଛି ବୁଦ୍ଧିଜୀବୀ ଙ୍କ ମତ ଏଭଳି ଭଙ୍ଗା ରୁଜା କରାଯାଉଥିବା ବ୍ୟକ୍ତି ମାନଙ୍କ ଉପରେ ଯଦିତୁରନ୍ତ କାର୍ଯ୍ୟନୁଷ୍ଠାନ ନିଆ ନଯାଏ ତେବେ ସେମାନେ ଆହୁରି  ଉପଦ୍ରଵ କରିବାର ସମ୍ଭାବନା ବେଶି ରହିଛି |

News Comment

You Might Also Like

BACK TO TOP