Breaking News

ବରିଷ୍ଠ ଶିକ୍ଷକ ନେତା କାମ ରାଜୁ ମହାରଣା ଆନ୍ତର୍ଜାତୀୟ ବରିଷ୍ଟ ନାଗରିକ ଦିବସ ରେ ସମ୍ବର୍ଦ୍ଧିତ |    (03-Oct-2026)       ||      ଖୋର୍ଦ୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲ ର 125ତମ ବାର୍ଷିକ ସମାରୋହରେ ଯୋଗଦେଲେ ଓଡିଶା ରାଜ୍ୟପାଳ |   (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀଓଶାସ୍ତ୍ରୀ ଜୟନ୍ତୀ ବରଗଡ଼ ରେ ମହା ସମାରୋହ ରେ ପାଳିତ ||   (03-Oct-2026)       ||      ଅନସ୍ଲୋ ହାଇସ୍କୁଲ ବିଜ୍ଞାନ ନାଟକ ପ୍ରତିଯୋଗୀ ତାରେ ଗଞ୍ଜାମ ଜିଲ୍ଳାରେ ପ୍ରଥମ ସ୍ଥାନ ପାଇଛି ||   (03-Oct-2026)       ||      ଝାରବନ୍ଧ ର ହିତେଶ୍ବରୀ ଚାକିରି କରିବା ସହ ପାଠ ପଢ଼ା ଏବଂ ନିଟ ରେସଫଳତା |    (03-Oct-2026)       ||      ପାଇକ ମାଳ ଥାନା ପରିସରରେ ଶାରଦୀୟ ଦୁର୍ଗା ପୂଜା ପାଇଁ ଶାନ୍ତି କମିଟି ଗଠିତ |    (03-Oct-2026)       ||      ରଣ ଝାଲୀ ଗ୍ରାମ ପଞ୍ଚାୟତ ରେ ଶିଶୁବିବାହ ନିଷେଧ ଉପରେ ଗ୍ରାମସଭା ଅନୁଷ୍ଠିତ |   (03-Oct-2026)       ||      ଶିକରପାଇ ବିଦ୍ୟାଳୟ ରେ ସାମର୍ଥ ଶିବିର ଅନୁଷ୍ଠିତ ||   (03-Oct-2026)       ||      ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||      କଳିଙ୍ଗାୟନ ତୌର୍ୟତ୍ରିକ୍ରମ ବିଶେଷ କାର୍ଯ୍ୟକ୍ରମ ଗାନ୍ଧୀଙ୍କ ଆଦର୍ଶ ରୁ ଆଧୁନିକ ସମାଜ ପର୍ଯ୍ୟନ୍ତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଛତ୍ରପୁର ଠାରେ ପାଳିତ |   (02-Oct-2026)       ||      ଛତ୍ରପୁର ମେଇନ ରୋଡ଼ ରେ ଥିବା ରାଜସ୍ତାନ ମିଠା ଦୋକାନ ରେ ସଟ ସର୍କିଟ ଯୋଗୁଁ ଦୋକାନ ପୋଡ଼ିଗଲା ||   (02-Oct-2026)       ||     

ନିଛାଟିଆ ବଣରେ ଯୁବ ବ୍ୟବସାୟୀ ଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ |

28-May-2026

ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ, 

      ଓଡିଶା ଜନ ମତ ବ୍ୟୁରୋ, 

ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ୱାର୍ଡ ନଂ 7 ର ପୁରୁଣା ପୋଷ୍ଟ ଅଫିସ ସାହିର ବାସିନ୍ଦା  ବାଇନାଥ ସାହୁଙ୍କ ସାନପୁଅ ମୁକେଶ ସାନ ପୁଅ( 30) ବର୍ଷ  ଗତକାଲି ସନ୍ଧ୍ୟାରେ ଘରେ କାହାକୁ ନଜଣାଇ ନିଜସ୍କୁଟି ଗାଦିରେ  ଭୁତ ସରସିଙ୍ଗିପଞ୍ଚାୟତ ର କଇଠଡା ଗାଁ ବଣରେ ରାସ୍ତା ଉପରେ ସ୍କୁଟିଟିକୁ ରଖି  ଗଛରେ ଆତ୍ମହତ୍ୟା କରି ଦେଇଥିଲେ  | ମୁକେଶ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ନଫେରିବାରୁ  ଅନ୍ୟ ଦୁଇଭାଇ  ଏବିଷୟ ରେ ପୋଲିସ କୁ ଖବର ଦେଇଥିଲେ | ଏହାର କିଛି ସମୟ ପରେ  ଜଣେ ବ୍ୟକ୍ତି ତାଙ୍କ ସ୍କୁଟି ଟି ରାସ୍ତା ଉପରେ  ରହି ଥିବାର ଖବର ଦେବାରୁ ପୋଲିସ ସହିତ ଦୁଇଭାଇ ସେହି ବଣ ରାସ୍ତାକୁ ଯାଇ ବହୁତ  ଖୋଜା ଖୋଜି କରିଥିଲେ  | ତେବେ ରାତ୍ର ର ଅନ୍ଧାର ଯୋଗୁଁ  ତାଙ୍କୁ ବଣ ମଧ୍ୟରେ ଖୋଜିବା ସମ୍ଭବ ହୋଇନଥିଲା  | ତେବେ ଆଜି ପୋଲିସ ଓ ଘରଲୋକ ସେହି ସ୍ଥାନରେ ଖୋଜା ଖୋଳି ପରେ ଗୋଟିଏ ଗଛରେ ସେ ଆତ୍ମହତ୍ୟା କରିଥିବାର ଦେଖି  ଗଛରୁ ଶବକୁ ତଳକୁ ଓହ୍ଲାଇ ଶବ ଜବତ ସହ ପୁରୁଷୋତ୍ତମପୁର ମେଡିକାଲ କୁ ପଠାଇ ଥିଲେ ଥିଲେ  | ଡକ୍ଟର  ମେଡିକାଲ ରେ ତାଙ୍କୁ ମୃତ ଘୋଷଣା କରିଥିଲେ  | ମୁକେଶ ର ଭାଇ ରାକେଶ ଙ୍କ ଏତଲା ଅନୁସାରେ ଏକ ଅପମୃତ୍ୟୁ ମାମଲା  କେଶ ନଂ 12/26 ରୁଜୁ କରି ପୋଷ୍ଟମଟମପାଇଁ ପଠାଇ ଥିବାର ତଦନ୍ତ କାରୀ ଅଧିକାରୀ ସୁଶାନ୍ତ କୁମାର ମିଶ୍ର ସୂଚନା ଦେଇଛନ୍ତି |  ତେବେ ଶବ ବ୍ୟବଛେଦ ପରେ ପରିବାର କୁ ହସ୍ତାନ୍ତର କରାଯାଇଛି | ତେବେ ମୁକେଶ ଙ୍କ ବାପା ତିନି ପୁଅ ପାଇଁ ତିନିଗୋଟି ଦୋକାନ କରି ଦେଇଥିଲେ  ଏବଂ ନିଜେ ପାନ ଦୋକାନ ରେ ବସି ବ୍ୟବସାୟ କରୁଥିଲେ | ପାନ ଦୋକାନ ସହ  ତିନି ଭାଇଙ୍କ ଦୋକାନ ବି ଭଲ ଚାଲୁଥିଲା ଏବଂ ଲୋକଙ୍କ ସହ ସମସ୍ତ ଙ୍କ ଭଲ ସମ୍ପର୍କ ରହିଥିଲା  |  ଆର୍ଥିକ ଅବସ୍ଥା ବି ଭଲ ଥିଲା  | ତେବେକେଉଁ କାରଣ ଯୋଗୁଁ ମୁକେଶ (ଚି଼ଙ୍କୁ ) ଆତ୍ମହତ୍ୟା କଲେ ତାହାର କାରଣ ଅସ୍ପଷ୍ଟ ରହିଛି  | ତେବେ ଜଣେ ଯୁବ ବ୍ୟବସାୟୀ ଙ୍କ ଏହି ଅକାଳ ବିୟୋଗ ରେ ଅଞ୍ଚଳରେ ଶୋକର ଛାୟା ଖେଳାଇ ଯାଇଛି |

News Comment

You Might Also Like

BACK TO TOP