Breaking News

ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||     

ଦୋଷୀଙ୍କ ବିରୁଦ୍ଧରେ କେବେ ନିଆଯିବ କାର୍ଯ୍ୟନୁଷ୍ଠାନ , ଜନତାଙ୍କ ମତ |

22-May-2026

ଏହି ଦୁର୍ଘଟଣା ପାଇଁ କିଏ ଦାୟୀ, ସେମାନଙ୍କବିରୁଦ୍ଧରେକେତେଦିନ ମଧ୍ୟରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଜନତାଙ୍କ ପ୍ରଶ୍ନ, 

ଏପଟେ ଜିଲ୍ଲପାଳ ରେଡ଼କ୍ରସ ପାଣ୍ଠିରୁ ମୃତକଙ୍କୁ 30ହଜାର ଲେଖାଏଁ  ଓମାନ୍ୟବର ମୁଖ୍ୟମନ୍ତ୍ରୀ ମୃତକ ଙ୍କ ପରିବାର କୁ 4ଲକ୍ଷ  ଆର୍ଥିକ ସହାୟତା ରାଶି ପ୍ରଦାନ କରିବା ନିମନ୍ତେ ଘୋଷଣା କରିଛନ୍ତି |

   ଓଡିଶାଜନ ମତ ବ୍ୟୁରୋ , 
 
ସିଂହାସିନୀ ମନ୍ଦିର କୁ ଭୋଜି ଖାଇବାକୁ ଯିବା ହେଲା କାଳ,  ଅଟୋ କୁ ଧକ୍କା ଦେଲା ଯାତ୍ରୀବାହି ବସ,6 ମୃତ, 6 ଗୁରୁତର, ବସ ଡ୍ରାଇଭର ଫେରାର, ହେଲ୍ପର ଗାଡି ନେଇ ଥାନାରେ ହାଜର | ଆଉ କିଛି

ସମୟ ପରେ ପରିବାର ରେ ହୋଇଥାନ୍ତା ଖୁସି ର ମାହୋଲ, ଶକ୍ତିପୀଠ ମା ସିଂହାସନି ଙ୍କ ପୀଠରେ ପରିବାର ସଦସ୍ୟ ଙ୍କ ମୁଣ୍ଡନ ସହିତ ଭୋଜି ଖାଇବା ମଜା ମିଳିଥାନ୍ତା, କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା  
ଯାତ୍ରୀବାହୀ ଅଟୋ ବ୍ରହ୍ମପୁର ନିକଟ ସୋରଳ ରୋଡ୍ ଏରେଣ୍ଡ୍ରା ରୁ କୋଦଳା ନିକଟ ଶକ୍ତିପୀଠ ସିଂହାସନୀ କୁ ଏକ ମୁଣ୍ଡନ ଭୋଜି କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ଯାଉଥିବା ବେଳେ ପୁରୁଷୋତ୍ତମପୁର ଥାନା ସିକୁଳା ନିକଟସ୍ଥ ଲଡକାପଲୀ ବୁଲାଣି ରାସ୍ତା ଠାରେ ଡାଇମଣ୍ଡ ନାମକ ଏକ ଯାତ୍ରୀବାହି ବସ୍ ଅଟୋକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଅଟୋଟି ସମ୍ପୂର୍ଣ ଲୋଚାହୋଇ ବିଲମଧ୍ୟକୁ ଖସିପଡ଼ିଥିଲା, ସେଠାରେ ଉପସ୍ଥିତ ଲୋକେ ଦମକଳ, ଆମ୍ବୁଲାନ୍ସ ଓ ପୋଲିସ କର୍ମଚାରୀଙ୍କୁ ଖବର ଦେବାପରେ  ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ଆମ୍ବୁଲାନ୍ସ ଓ ପୋଲିସ କର୍ମଚାରୀ ପହଞ୍ଚି ଆହତଙ୍କୁ କଟର ସାହାଯ୍ୟ ରେ ଅଟୋ ରୁ ଉଦ୍ଧାର କରି କୋଦଳା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେଭର୍ତ୍ତିକରିଥିଲେ।ଏବଂ କ୍ରେନ ସାହାଯ୍ୟ ରେ ଅଟୋ

ଟିକୁ ବାହାର  କରାଯାଇଥିଲା | ତେବେ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ

କେନ୍ଦ୍ରରେ ଡାକ୍ତର ୬ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳ ଅନ୍ୟ 6 ଜଣଙ୍କୁ ବ୍ରହ୍ମପୁର ମେଡିକାଲ କୁ ପଠା ଯାଇଛି  | ଏହି ମର୍ମଦୁନ୍ତ ହୃଦୟ ବିଦାରକ ଖବର ପାଇ ସ୍ଥାନୀୟ ଜନସାଧାରଣ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୁଣ୍ଡ ହୋଇଥିବା ବେଳେ ପୁରୁଷୋତ୍ତମ

ପୁର ଏସଡିପିଓ ସୁଜିତ୍ କୁମାର ନାୟକଙ୍କ ସମେତ କୋଦଳା ଓ ପୁରୁଷୋତ୍ତମପୁର ପୋଲିସ କର୍ମଚାରୀ  ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରୁଛନ୍ତି। ସେମଧ୍ୟରେ ଗଞ୍ଜାମ ଜିଲାପାଳ ଭି କୀର୍ତ୍ତି ଭାସନ, ଆରଟିଓ ଅଧିକାରୀ ମେଡିକାଲ ରେ ପହଞ୍ଚି ଥିଲେ ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି | ପୁରୁଷତ୍ତମ

ପୁର ଥାନାରେ ଦୁର୍ଘଟଣା ଘଟାଇ

ଥିବା ଗାଡି ଜବତକରାଯାଇଥୁବା ନେଇ ଏସ୍ଡ଼ିପିଓ ପ୍ରକାଶ କରିଛନ୍ତି କାହିଁକି ଏବଂ କେମିତି ଏହି ଦୁର୍ଘଟଣା ଘଟିଲା ତାର ତଦନ୍ତ କରାଯିବ ବୋଲି  ମଧ୍ୟ ସୂଚନା ପ୍ରଦାନ କରିଛନ୍ତି, ତେବେ ପ୍ରାଥମିକ ସୂଚନାରୁ ଜଣା ପଡିଛି ଯେ ସେଇ ଲଡକା ପଲି ବୁଲାଣି ଛକ ରେ ଏକ ସୀମାକଁୟା ଗଛ ପୂର୍ତ୍ତ ବିଭାଗ ର ରାସ୍ତା ଉପରେ

ରହିଛି, ଯାହାଦ୍ୱାରା ସେପଟରୁ ଆସୁଥିବା କିଛି ଗାଡି, ମୋଟର କାହାକୁ କିଛି ଦେଖାଯାଉ ନାହିଁ,  ପୂର୍ତ୍ତ ବିଭାଗ ଏହି ଗଛଟିକୁ ଯଦ  ପୂର୍ବରୁ କାଟିଦେଇଥାନ୍ତେତେବେ

ଏପରି ଘଟଣା  ଘଟି ନଥାନ୍ତା ବୋଲି ସ୍ଥାନୀୟ ଲୋକଙ୍କ ମତ | ତାଙ୍କ ଉପରେ ଜିଲ୍ଲପାଳ କିଛି ପଦକ୍ଷେପ ନେବେକି ବୋଲି ଜନ ସାଧାରଣ କହିଛନ୍ତି |ଏପଟେ ଗଞ୍ଜାମ ଜିଲ୍ଲପାଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ  ସମସ୍ତ ମୃତକ ଙ୍କ ପରିବାର ଙ୍କୁ  ରେଡ଼କ୍ରସ ଫଣ୍ଡରୁ 30 ହଜାର ଲେଖାଏଁ ପ୍ରଦାନ କରିଛନ୍ତି |  ଏବଂ ଆହାତ ଙ୍କ ଖର୍ଚ୍ଚ ବଡ଼ ମେଡିକାଲ ରେ ମାଗଣା ରେ କରା ଯିବ ବୋଲି କହିଛନ୍ତି | ଏହିବିଷୟ ଓଡ଼ିଶାର ମାନ୍ୟବର ମୁଖମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଏଭଳି ହୃଦୟ ବିଦାରକ ଘଟଣା ଶୁଣି ଦୁଃଖ ପ୍ରକାଶ କରିବା ସହ  ସମସ୍ତ ମୃତକ ଙ୍କ ପରିବାର କୁ 4ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକସହାୟତା ଘୋଷଣା କରିଛନ୍ତିଜନସାଧାରଣ ଙ୍କ ପ୍ରଶ୍ନ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଘଟଣା ଉପରେ ତୁରନ୍ତ କଠୋର କାର୍ଯାନୁଷ୍ଠାନ ଗ୍ରହଣ କରିଲେ ମୃତକ ଙ୍କ ଆତ୍ମା ଟିକେ ଆରପୁରରେ ଶାନ୍ତିପାଇବବୋଲି ଲୋକେ କହିଛନ୍ତିଏପଟେଗଞ୍ଜାମ ଆରଟିଓ ଦୁର୍ଘଟଣା ସ୍ଥଳ ଓ କୋଦଳା ମେଡିକାଲ କୁ ଯାଇ ତଦନ୍ତ କରି ଫେରିଛନ୍ତି | ତେବେ ଅଟୋରେ କିପରି 12 ଜଣ ଧରି ଡ୍ରାଇଭରଯାଉଥିଲା ଦୁଇ ରୁ ତିନୋଟି ସହର ଦେଈ ଗଲାବେକେ ତାହା ଉପରେ କାହିଁକି କାର୍ଯ୍ୟନୁଷ୍ଠାନ ନିଅ ଗଲାନାହିଁ | ତାଉପରେ ମଧ୍ୟ ତଦନ୍ତ କରାଯିବ ବୋଲି   ଆରଟିଓ କହିଛନ୍ତି | ତେବେ ସାଧାରଣ ରେ ପ୍ରଶ୍ନ ବାଚୀ ସୃଷ୍ଟି ହେଉଛି ଯେ ଯେ କୌଣସି ଦୁର୍ଘଟଣା ଘଟିଲେ ସମସ୍ତ ଙ୍କ ଚେତା ପସୁଛି  ଓ ତଦନ୍ତ ହେଉଛି | କିନ୍ତୁ ତାପୂର୍ବରୁ କାହିଁକି ନିୟମ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆରଟିଓ ନେଉ ନାହାନ୍ତି ବୋଲି  ସବୁଠାରେ ଚର୍ଚ୍ଚା ହେଉଛି | ଫେରାର ହୋଈ ଯାଇଥିବା ଡ୍ରାଇଭର ଉପରେ କଣ କାର୍ଯ୍ୟନୁଷ୍ଠାନ ନିଆଯାଇଛି | ଯାହାଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ଆଜି 6ଜଣ ନିରୀହ ବ୍ୟକ୍ତିଙ୍କ ଜୀବନ ଦୀପ କ୍ଷଣକ ମଧ୍ୟରେ ଲିଭିଯିବା ସହ ଆଉ 6 ଜଣ ଗୁରୁତର ଆହାତ ହୋଈ ମେଡିକାଲ ରେ ଚିକିତ୍ସିତ  ଅଛନ୍ତି  | ଏପଟେ ମୃତକ ଙ୍କ ପରିବାର ଙ୍କୁ ଛତ୍ରପୁର ଉପଜିଲ୍ଲା

ପାଳସୁଭାଶିଷ ବରାଳ ଓ ପୁରୁଷୋତ୍ତମପୁର ଏସଡ଼ି ପିଓ ସୁଜିତନାୟକ,ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା, ଓ ଆଇ  ଆଇ ସି କୂଳମଣି ସେଠୀ, ଏବଂ ଦୁଇ ଅତିରିକ୍ତ ତହସିଲଦାର ଏବଂ ଆରାଇ ଙ୍କ ଉପସ୍ଥିତି ରେପୋଷ୍ଟ

ମଟମଘର ପାଖରେ 30 ହଜାର ଟଙ୍କା ପ୍ରଦାନ କରାଯାଇଛି |ତେବେ ଦୋଷୀଙ୍କ ବିରୁଦ୍ଧରେ କେବେ କଡା ପଦକ୍ଷେପ ନିଆ ଯାଉଛି ତାହା ସମୟ କହିବ | 

News Comment

You Might Also Like

BACK TO TOP