Breaking News

ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||      ଛତ୍ରପୁର ଗୋବିନପୁର ସୀତାନଗର ରୁ ଆଠ ଫୁଟିଆ ଅଜଗର ସାପ ଉଦ୍ଦାର |    (04-Oct-2026)       ||      ବିଜେଡିର ସିନିଏର ପେନାଲ ଲିଷ୍ଟ ରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ |   (04-Oct-2026)       ||      ଟ୍ରେନ ଧକ୍କାରେ ଟ୍ରାକ ମେନ ର ମୃତ୍ୟୁ ||   (03-Oct-2026)       ||      ସୋରଡ଼ା ମଠ ସାହିର ନିଖୋଜ ଛାତ୍ର ର ମୃତ ଦେହ ଉଦ୍ଧାର ||   (03-Oct-2026)       ||      କୁନୀ ଝିଅର ଆରୋଗ୍ୟ ପାଇଁ ଘରେ, ଘରେ ଛାତ୍ର, ଛାତ୍ରୀ ମାଗୁଛନ୍ତି ଅର୍ଥ |   (03-Oct-2026)       ||      ବରିଷ୍ଠ ଶିକ୍ଷକ ନେତା କାମ ରାଜୁ ମହାରଣା ଆନ୍ତର୍ଜାତୀୟ ବରିଷ୍ଟ ନାଗରିକ ଦିବସ ରେ ସମ୍ବର୍ଦ୍ଧିତ |    (03-Oct-2026)       ||      ଖୋର୍ଦ୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲ ର 125ତମ ବାର୍ଷିକ ସମାରୋହରେ ଯୋଗଦେଲେ ଓଡିଶା ରାଜ୍ୟପାଳ |   (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀଓଶାସ୍ତ୍ରୀ ଜୟନ୍ତୀ ବରଗଡ଼ ରେ ମହା ସମାରୋହ ରେ ପାଳିତ ||   (03-Oct-2026)       ||      ଅନସ୍ଲୋ ହାଇସ୍କୁଲ ବିଜ୍ଞାନ ନାଟକ ପ୍ରତିଯୋଗୀ ତାରେ ଗଞ୍ଜାମ ଜିଲ୍ଳାରେ ପ୍ରଥମ ସ୍ଥାନ ପାଇଛି ||   (03-Oct-2026)       ||      ଝାରବନ୍ଧ ର ହିତେଶ୍ବରୀ ଚାକିରି କରିବା ସହ ପାଠ ପଢ଼ା ଏବଂ ନିଟ ରେସଫଳତା |    (03-Oct-2026)       ||      ପାଇକ ମାଳ ଥାନା ପରିସରରେ ଶାରଦୀୟ ଦୁର୍ଗା ପୂଜା ପାଇଁ ଶାନ୍ତି କମିଟି ଗଠିତ |    (03-Oct-2026)       ||      ରଣ ଝାଲୀ ଗ୍ରାମ ପଞ୍ଚାୟତ ରେ ଶିଶୁବିବାହ ନିଷେଧ ଉପରେ ଗ୍ରାମସଭା ଅନୁଷ୍ଠିତ |   (03-Oct-2026)       ||      ଶିକରପାଇ ବିଦ୍ୟାଳୟ ରେ ସାମର୍ଥ ଶିବିର ଅନୁଷ୍ଠିତ ||   (03-Oct-2026)       ||     

ବିଶ୍ୱ ଭୂଷଣ ମହାପାତ୍ର ହେଲେ ଏନଏସି ର ଆସ୍କା ଏମପି ନମିନି |

20-May-2026

ବିଶ୍ୱ ଭୂଷଣ ମହାପାତ୍ର ଏନଏସି ର ଆସ୍କା ଏମପି ନମିନି ମନୋନୀତ  |

    ଓଡିଶା ଜନ ମତ ବ୍ୟୁରୋ, 

ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଏମ୍ ପି ନୋମିନି ଭାବେ ବିଶ୍ୱ ଭୂଷଣ  ମହାପାତ୍ର ଙ୍କୁ ମନୋନୀତ କରାଯାଇଛି |  ସେ ଦୀର୍ଘଦିନ ଧରି  ଏନଏସି ଅଞ୍ଚଳର ଲୋକଙ୍କ ବିଭିନ୍ନ ସମସ୍ୟା ର ଦୂରୀଭୂତ ପାଇଁ କାମ କରିବା ସହିତ ସେମାନେ କିପରି ସରକାରୀ ଯୋଜନା ରୁ ବଞ୍ଚିତ ନହେବେ ସେଥିପାଇଁ କାର୍ଯ୍ୟ କରି ଆସୁଥିଲେ | ଖାଲି ସେତିକି ନୁହଁ ସେ କାଉନ ସିଲର ଙ୍କ ସ୍ୱାମୀ ହୋଇଥିବା ଯୋଗୁଁ  ନିଜ ୱାର୍ଡ ସହିତ ଅନ୍ୟ ୱାର୍ଡ ର ଲୋକଙ୍କ ପାଇଁକାମ କରି ଆସୁଥିଲେ | ତାଙ୍କୁ ଯେତେ ବେଳେ ଏହି ଦାଇତ୍ୱ ଏମପି ପ୍ରଦାନ କଲେ ଅଞ୍ଚଳ ରେ ଖୁସିର ଲହରୀ ଖେଳି ଯାଇଥିଲା  | କାଉନ ସିଲର ଙ୍କ ଠାରୁ ଆରମ୍ଭ କରି ସମସ୍ତେ ତାଙ୍କୁ ସ୍ୱାଗତ କରିବା ସହ ଅଭିନନ୍ଦନ ଜଣାଇ ଥିଲେ  | ଏନଏସିଅଞ୍ଚଳ ର ବିକାଶ ଓ ଲାକଙ୍କ ସେବାରେ  ତାଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ହେବ ବୋଲି  ମତଦେଇ ଛନ୍ତି | ଏହାସହ ସେ କହିଛନ୍ତି ଯେ ବିଜେପି  ପାର୍ଟି ଏବଂ ଆସ୍କା ଏମପି ତାଙ୍କ ଉପରେଯେଉଁ ଆସ୍ଥାପ୍ରକଟକରିପୁରୁଷୋତ୍ତମପୁରବିଜ୍ଞପିତ ଅଞ୍ଚଳ ପରିଷଦ ପାଇଁ ସାଂସଦ ପ୍ରତିନିଧୂଭାବେ ନିଯୁକ୍ତି ଦେଈ ଥିବାରୁ ସେପ୍ରଥମେ ମାନନୀୟା  ଆସ୍କା ଏମପି ଶ୍ରୀମତୀଅନିତା ଶୁଭଦର୍ଷିନୀ ପଟ୍ଟନାୟକ ଙ୍କୁ କୃତଜ୍ଞତା ଜ୍ଞାପନକରିବା ସହ  ଓଡିଶା ର ମାନ୍ୟବର ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ,ରାଜ୍ୟ ବିଜେପି ସଭାପତିତଥା ରାଜ୍ୟ ସଭା ସାଂସଦ ମନମୋହନ ସାମଲ, ଜିଲ୍ଲାସଭାପତି ଶ୍ରୀ ବିଜୟ କୁମାର ସ୍ବାଇଁ,ଆସ୍କା ସଂସଦୀୟ

କ୍ଷେତ୍ର ର ବରିଷ୍ଟ ନେତା ଅନୀଲ କୁମାର ପଣ୍ଡା, କ୍ଷେତ୍ରସୁରୀୟ ସାଂସଦ ପ୍ରତିନିଧୂ ଯଜ୍ଞ ନାରାୟଣ ଦାସ, ଜିଲ୍ଲାଯୁବ ମୋର୍ଚ୍ଚା ସଭା

ପତି ଅଜିତ ପଣ୍ତା,ପୂର୍ବତନ ଏନଏସି ଅଧକ୍ଷ ତଥା କିଙ୍ଗ ମେକର ରହି ଗୋଟି ଚାଳନା କରୁଥିବା ବାସୁଦେବମହାପାତ୍ର

ଯୁବ ନେତା ସୀତାରାମ ପାଣି

ଗ୍ରାହୀ ଙ୍କୁ କୃତଜ୍ଞତାଜ୍ଞାପନ କରିଛନ୍ତି |ବିଶ୍ୱ ଭୂଷଣ ଆଗାମୀ ଦିନରେ ଦଳ ତାଙ୍କୁ ଯେଉଁ ନିର୍ଦେଶ ଦେବ ତାହାକୁ ସେ ପାଳନ କରିବା ସହିତ ଲୋକଙ୍କ  ମୌଳିକ ସମସ୍ୟା ଯାହା ଦରକାର, ପାନୀୟ, ଆଲୋକ, ରାସ୍ତା ଘାଟ ପରିଷ୍କାରପରିଛନ୍ନତା ରାସନ, ଭତା, ଆବାସ,  ଲୋକ

ମାନେ ଯେପରି ପାଇ ପାରିବେ ତାଉପରେ ଯତ୍ନ ନେଇ ସେଗୁଡିକ ର ସମାଧାନ ଉପରେ ଗୁରୁତ୍ୱ ଦେବେ ବୋଲି ମତଦେଈ ଛନ୍ତି  |

News Comment

You Might Also Like

BACK TO TOP