Breaking News

ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||      ଛତ୍ରପୁର ଗୋବିନପୁର ସୀତାନଗର ରୁ ଆଠ ଫୁଟିଆ ଅଜଗର ସାପ ଉଦ୍ଦାର |    (04-Oct-2026)       ||      ବିଜେଡିର ସିନିଏର ପେନାଲ ଲିଷ୍ଟ ରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ |   (04-Oct-2026)       ||      ଟ୍ରେନ ଧକ୍କାରେ ଟ୍ରାକ ମେନ ର ମୃତ୍ୟୁ ||   (03-Oct-2026)       ||      ସୋରଡ଼ା ମଠ ସାହିର ନିଖୋଜ ଛାତ୍ର ର ମୃତ ଦେହ ଉଦ୍ଧାର ||   (03-Oct-2026)       ||      କୁନୀ ଝିଅର ଆରୋଗ୍ୟ ପାଇଁ ଘରେ, ଘରେ ଛାତ୍ର, ଛାତ୍ରୀ ମାଗୁଛନ୍ତି ଅର୍ଥ |   (03-Oct-2026)       ||      ବରିଷ୍ଠ ଶିକ୍ଷକ ନେତା କାମ ରାଜୁ ମହାରଣା ଆନ୍ତର୍ଜାତୀୟ ବରିଷ୍ଟ ନାଗରିକ ଦିବସ ରେ ସମ୍ବର୍ଦ୍ଧିତ |    (03-Oct-2026)       ||     

ବେଗୁନିଆପଡା ରୁ ଜଣେ ବୃଦ୍ଧ ଙ୍କ ଗଳିତ ଶବ ଉଦ୍ଧାର ଘଟଣା ହତ୍ୟା କରାଯାଇଥିବା ଦାବିକଲା ହିନ୍ଦୁ ସମାଜ |

23-May-2026

ବେଗୁନିଆପଡ଼ା ରୁ ଜଣେ ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର ଘଟଣା , ହତ୍ୟାକରାଯାଇଥିବା ଦାବିକଲା ସମଗ୍ର ହିନ୍ଦୁ ସମାଜ

ଓଡିଶା ଜନ ମତ,କୋଦଳା, ସୂର୍ଯ୍ୟ ନାରାୟଣ ବଡୁ :--

ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ ବେଗୁନିଆପଡ଼ା ସ୍ଥିତ ନୂଆଁ ଡେରା ସାହିରେ ଗତ 19 ତାରିଖ ଦିନ ଜଣେ ବ୍ଯକ୍ତିଙ୍କର ଗଳିତ ଶବ ଉଦ୍ଧାର କରିଥିଲା ପୋଲିସ। ପରିତ୍ୟକ୍ତ ଅବସ୍ଥାରେ ଶବଟି ପଡି ପଚି ଯାଇଥିବା ବେଳେ ବେଗୁନିଆପଡ଼ା ଥାନା ଅଧିକାରୀ ଭଗବାନ ପୂଜାରୀଙ୍କ ନିର୍ଦେଶ କ୍ରମେ ପୋଲିସ ଟିମ୍ ପହଞ୍ଚି ଶବକୁ ଉଧାର କରି ପୋଷ୍ଟ ମୋଟମ୍ ପାଇଁ ପଠାଇ ଥିଲେ । ତେବେ କେଉଁ ପରିସ୍ଥିତିରେ ବ୍ଯକ୍ତିକଂ ମୃତ୍ୟୁ ଘଟିଲା ଏବଂ କିପରି ଘଟିଲା ସେ ନେଇ ସ୍ପଷ୍ଟ ସୂଚନା ମିଳି ନଥିଲା । କିମ୍ବା କେହି କିଛି ଅଭିଯୋଗ କରିନଥିଲେ । ଫଳରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଶନିବାର ଦିନ ସମଗ୍ର ହିନ୍ଦୁ ସମାଜ ବେଗୁନିଆପଡା ଶାଖା ପକ୍ଷରୁ ବେଗୁନିଆପଡା ଥାନାରେ ପହଂଚି ଏକ ଏତଲା ଦେଇଛନ୍ତି । ସେମାନଙ୍କ ଦାବି ହେଲା ଏହାକୁ ସୁଚିନ୍ତିତ ହତ୍ୟା ଘଟଣା, ତେଣୁ ଉକ୍ତ ଘଟଣା ର ତଦନ୍ତ କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏତଲା ପାଇବା ପରେ  ପୋଲିସ ନିକଟରେ ଥିବା ସି ସି ଟି ଭି ଯାଞ୍ଚ ପାଇଁ ପଦକ୍ଷେପ ନେବା ସହ ସମ୍ପୃକ୍ତ ବ୍ୟକ୍ତି ରହୁଥିବା ଘରୁ ଏକ ଟିଣ ବାକ୍ସ ଆଣିବା ସହ ବାକ୍ସ ଖୋଲି ତଦନ୍ତ ଜାରି ରଖିଛି । ପ୍ରକାଶ ଥାଉ କି ମୃତ ବ୍ଯକ୍ତି ଜଣକ ହେଲେ କୋଦଳା ଥାନା ମର୍ଦ୍ଦକୋଟର ଭାସ୍କର ନାୟକ ବୋଲି ସୂଚନା ମିଳିଛି ।  ରାମାନନ୍ଦ ସମ୍ପ୍ରଦାୟର ବାବାଜୀ ଦୀକ୍ଷା ଗ୍ରହଣ କରି ଭକ୍ତି ଚରଣ ଦାସ ନାମରେ ପରିଚିତ ଥିଲେ । ଦୀର୍ଘ ଦିନ ଧରି  ବେଗୁନିଆପଡ଼ା ସ୍ଥିତ ଅଖଣ୍ଡ ନାମରେ ହରିନାମ ସଂକୀର୍ତ୍ତନ କାର୍ଯ୍ୟ କରୁଥିଲେ ।

News Comment

You Might Also Like

BACK TO TOP