Breaking News

ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||      ଛତ୍ରପୁର ଗୋବିନପୁର ସୀତାନଗର ରୁ ଆଠ ଫୁଟିଆ ଅଜଗର ସାପ ଉଦ୍ଦାର |    (04-Oct-2026)       ||      ବିଜେଡିର ସିନିଏର ପେନାଲ ଲିଷ୍ଟ ରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ |   (04-Oct-2026)       ||      ଟ୍ରେନ ଧକ୍କାରେ ଟ୍ରାକ ମେନ ର ମୃତ୍ୟୁ ||   (03-Oct-2026)       ||      ସୋରଡ଼ା ମଠ ସାହିର ନିଖୋଜ ଛାତ୍ର ର ମୃତ ଦେହ ଉଦ୍ଧାର ||   (03-Oct-2026)       ||      କୁନୀ ଝିଅର ଆରୋଗ୍ୟ ପାଇଁ ଘରେ, ଘରେ ଛାତ୍ର, ଛାତ୍ରୀ ମାଗୁଛନ୍ତି ଅର୍ଥ |   (03-Oct-2026)       ||      ବରିଷ୍ଠ ଶିକ୍ଷକ ନେତା କାମ ରାଜୁ ମହାରଣା ଆନ୍ତର୍ଜାତୀୟ ବରିଷ୍ଟ ନାଗରିକ ଦିବସ ରେ ସମ୍ବର୍ଦ୍ଧିତ |    (03-Oct-2026)       ||     

ମହିଳା ହତ୍ୟା ଘଟଣାରେ ଅଭିଯୁକ୍ତ କୁ ଆଜୀବନ କାରାଦଣ୍ଡାଦେଶ ଦେଲେ ଅତିରିକ୍ତ ଜିଲ୍ଲା ଜର୍ଜ |

22-May-2026

ବିଷମକଟକ ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଜଣେ ହତ୍ୟାକାରୀ ଙ୍କୁ ଆଜୀବନ କାରା ଦଣ୍ଡରେ ଦଣ୍ଡିତକଲେ |

ଓଡିଶା ଜନ ମତ ବ୍ୟୁରୋ, 
ଜଣେ ମହିଳାଙ୍କୁ ଶୋଇଥିବା ଅବସ୍ଥାରେ ଯାଇ ନିର୍ମମ ଭାବରେ ହତ୍ୟା କରିଥିବା ଅଭିଯୁକ୍ତ କୁ  ମାନ୍ୟବର ଅତିରିକ୍ତ ଜିଲ୍ଲା ଜର୍ଜ  ଉଚିତ ଦଣ୍ଡ ବିଧାନ କରି ମୃତକ ଙ୍କ ପରିବାର କୁ ପ୍ରକୃତ ନ୍ୟାୟ ପ୍ରଦାନ କରିଥିବାରୁ ସମସ୍ତେ  ଜର୍ଜ ଙ୍କୁ କୃତଜ୍ଞତା ଜଣାଇବା ସହ ଧର୍ମର ଜୟ ହୋଇଥିବା ର କହିଛନ୍ତି | ଏଭଳି ଏକ ନୃଶଂସ ଲୋମଟାଙ୍କୁରା ହତ୍ୟା ଘଟଣା ଘଟିଛି ବିଷମକଟକ ରେ | ଏହି ଘଟଣା ର ଚତୃପାର୍ଶ୍ଵ କୁ ଅନୁସନ୍ଧାନ କରି ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଶ୍ରୀ ସିଦାର୍ଥ ସାହୁ ଏହି ହତ୍ୟା ଘଟଣାର ବିଚାର କରିଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। 2023 ମସିହାରେ ମୁନିଗୁଡା ଥାନା ଅନ୍ତର୍ଗତ ହଟାମୁନିଗୁଡା ରାମକୃଷ୍ଣ ମିଶନ ନିକଟରେ ବାସ କରୁଥିବା ନନ୍ଦିନୀ ନାଏକ ନାମକ ମହିଳା ଙ୍କୁ ଶୋଇଥିବା ଅବସ୍ଥାରେ ଚନ୍ଦ୍ର ଆରେକେନ୍ଦ୍ରା ହତ୍ୟା କରି , ମୁନିଗୁଡା ଥାନା ରେ ନିଜେ ଯାଇ ସରେଣ୍ଡର କରିଥିଲେ, ଏ ବିଷୟ କୁ ନେଇ ନନ୍ଦିନୀ ଙ୍କ ସ୍ବାମି ରଞ୍ଜିତ ନାଏକ ମୁନିଗୁଡା ଥାନା ରେ ମକଦ୍ଦମା କରିଥିଲେ | ସ୍ୱାମୀ ରଂଜିତ ନୟାକଙ୍କ ଏତଲା ଆନୁଯାୟୀ ଚନ୍ଦ୍ର ଆରେକେନ୍ଦ୍ରା
ଙ୍କୁ ମୁନିଗୁଡା ପୋଲିସ ଗିରଫ କରିଥିଲା। ଏହି କେଶର ଶୁଣାଣୀ କରି 22ଜଣ ସାକ୍ଷୀଙ୍କ ସାକ୍ଷ ପ୍ରମାଣକୁ ଭିତ୍ତିକରି ଆଜି ବିଷମକଟକ ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଚନ୍ଦ୍ର ଆରେକେନ୍ଦ୍ରାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ସହ 10ହଜାର ଟଙ୍କାର ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି ଓ ଅର୍ଥ ଅନାଦେୟ ଏକବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ମାନ୍ୟବର ଅତିରିକ୍ତ ଜିଲ୍ଲା ଜର୍ଜ ଙ୍କ ଏହି ବିଚାର କୁ ସମସ୍ତେ ସ୍ୱାଗତ କରିବା ସହ ବେଳେ ବେଳେ କିଛି ଦୋଷୀ  କୋର୍ଟ ରେ ନିର୍ଦୋଷ ରେ  ଖଲାସ ହୋଈ ଯାଉଥିଲା ବେଳେ  ବର୍ତମାନ ଏହି ଘଟଣାରେ ଜର୍ଜ ଯେଉଁ ନ୍ୟାୟ ପ୍ରଦାନ କରିଛନ୍ତି  ସମସ୍ତେ ତାହାକୁ ପ୍ରକୃତ ବିଚାର ବୋଲି ବର୍ଣ୍ଣନା  କରିଛନ୍ତି |

News Comment

You Might Also Like

BACK TO TOP