Breaking News

ଟ୍ରେନ ଧକ୍କାରେ ଟ୍ରାକ ମେନ ର ମୃତ୍ୟୁ ||   (03-Oct-2026)       ||      ସୋରଡ଼ା ମଠ ସାହିର ନିଖୋଜ ଛାତ୍ର ର ମୃତ ଦେହ ଉଦ୍ଧାର ||   (03-Oct-2026)       ||      କୁନୀ ଝିଅର ଆରୋଗ୍ୟ ପାଇଁ ଘରେ, ଘରେ ଛାତ୍ର, ଛାତ୍ରୀ ମାଗୁଛନ୍ତି ଅର୍ଥ |   (03-Oct-2026)       ||      ବରିଷ୍ଠ ଶିକ୍ଷକ ନେତା କାମ ରାଜୁ ମହାରଣା ଆନ୍ତର୍ଜାତୀୟ ବରିଷ୍ଟ ନାଗରିକ ଦିବସ ରେ ସମ୍ବର୍ଦ୍ଧିତ |    (03-Oct-2026)       ||      ଖୋର୍ଦ୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲ ର 125ତମ ବାର୍ଷିକ ସମାରୋହରେ ଯୋଗଦେଲେ ଓଡିଶା ରାଜ୍ୟପାଳ |   (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀଓଶାସ୍ତ୍ରୀ ଜୟନ୍ତୀ ବରଗଡ଼ ରେ ମହା ସମାରୋହ ରେ ପାଳିତ ||   (03-Oct-2026)       ||      ଅନସ୍ଲୋ ହାଇସ୍କୁଲ ବିଜ୍ଞାନ ନାଟକ ପ୍ରତିଯୋଗୀ ତାରେ ଗଞ୍ଜାମ ଜିଲ୍ଳାରେ ପ୍ରଥମ ସ୍ଥାନ ପାଇଛି ||   (03-Oct-2026)       ||      ଝାରବନ୍ଧ ର ହିତେଶ୍ବରୀ ଚାକିରି କରିବା ସହ ପାଠ ପଢ଼ା ଏବଂ ନିଟ ରେସଫଳତା |    (03-Oct-2026)       ||      ପାଇକ ମାଳ ଥାନା ପରିସରରେ ଶାରଦୀୟ ଦୁର୍ଗା ପୂଜା ପାଇଁ ଶାନ୍ତି କମିଟି ଗଠିତ |    (03-Oct-2026)       ||      ରଣ ଝାଲୀ ଗ୍ରାମ ପଞ୍ଚାୟତ ରେ ଶିଶୁବିବାହ ନିଷେଧ ଉପରେ ଗ୍ରାମସଭା ଅନୁଷ୍ଠିତ |   (03-Oct-2026)       ||      ଶିକରପାଇ ବିଦ୍ୟାଳୟ ରେ ସାମର୍ଥ ଶିବିର ଅନୁଷ୍ଠିତ ||   (03-Oct-2026)       ||      ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||     

ଖଲ୍ଲିକୋଟ କନ୍ଧ ସାହିରେ ମଶାଣୀ ନଥିବାରୁ ରାସ୍ତା କଡରେ ପୋଡୁଛନ୍ତି ଶବ |

25-May-2026

ଜମି ଦଲାଲ ମାନେ ସରକାରୀ ଜମି ସବୁ  ପଟା କରି ମରିନେଲେ 
କନ୍ଧ ସାହି ରେ ସର୍ବ ସାଧାରଣ ମସାଣି ପାଇଁ ଜାଗା ମିଳୁନି, ରାସ୍ତା କଡରେ ପୋଡୁଛନ୍ତି ସବ |

 ଓଡିଶା ଜନମତ, ମାଧବ ବେହେରା 
ଖଲ୍ଲିକୋଟ : 25/5:----

 ନିର୍ମଳଝର ଖଲ୍ଲିକୋଟ ଏନ ଏ ସି ର ଏକ ଅବିଚ୍ଛେଦ୍ୟ ଅଙ୍ଗ |କିନ୍ତୁ ଏହି ଅଞ୍ଚଳ ର ବିକାଶ ପାଇଁ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନାହାନ୍ତି |ମୁଖ୍ୟ ରାସ୍ତା ରେ ଅଧିକାଂଶ ବିଜୁଳି ବଟୀ ଲିଭି ଅନ୍ଧାର ରେ ଳୋକ ମାନେ ଯାତାୟତ କରୁଛନ୍ତି |ଖୁବ ନିକଟ ରେ ନିର୍ମଳଝର ଥିଲେ ମଧ୍ୟ ଲୋକଙ୍କ ତୃଷା ମେନ୍ତୁନି |ଏହି ଅଞ୍ଚଳ ର ଳୋକ ମାନେ  ମୁନ୍ଦାଏ ପିଇବା ପାଣି ପାଇଁ ଡହକ ବିକଳ ହେଉଛନ୍ତି | ଳୋକ ମାନେ ମାତ୍ର ଅଧ ଘଣ୍ଟା ପିଇବା ପାଣି ପାଉଛନ୍ତି |,ଏଣେ ଜମି ଦଲାଲ ମାନେ ଅନୈତିକ ଉପାୟ ରେ ରାଜସ୍ବ ବିଭାଗ ର କର୍ମକର୍ତା ମାନଙ୍କୁ କରୟତ କରି ବ୍ୟାପକ ସରକାରୀ ଜମି କୁ ହଡପ କରି ପାଟ କରି କିଣାବିକା  କରି ସାରିଲେଣି |, ଫଳରେ ମଥୁରା ପଂଚାୟତ ଅଧୀନ ରେ ଥିବା  8 ନମ୍ବର ୱାର୍ଡ କନ୍ଧ ସାହି ଅଞ୍ଚଳ ରେ ନୂତନ ଜନବସତି ସବୁ ଗଢି ଉଠିଥିବା ବେଳେ ପ୍ରାୟ 70  ରୁ ଊର୍ଧ୍ଵ ପରିବାର ଏହି ଅଞ୍ଚଳ ରେ ରହୁଛନ୍ତି |ତେବେ ସବ ଦାହ ପାଇଁ ଖଣ୍ଡେ ମସାଣି ନଥିବା ଯୋଗୁଁ ଳୋକ ମାନେ  ଖରା ବର୍ଷା ରେ ରାସ୍ତା କଡ଼ ରେ ସବ ଦାହ କରିବା ପାଇଁ ବାଧ୍ୟ ହେଉଛନ୍ତି |ଏ ସମ୍ପର୍କ ରେ ଖଲ୍ଲିକୋଟ  ବିଡ଼ିଓ ଦେବାଶିଷ ସାମଲ ଙ୍କ ସହ ଯୋଗାଯୋଗ କରିବାରେ କନ୍ଧ ସାହି ମସାଣି ନିର୍ମାଣ କରିଵା ପାଇଁ ସାତ ଲକ୍ଷ୍ୟ ଟଙ୍କା ଅନୁଦାନ ଆସିଥିବା ବେଳେ ଆବଶ୍ୟକ ସରକାରୀ ଜମି ଅଭାବ ରୁ ମସାଣି କାର୍ଯ୍ୟ ଆରମ୍ଭ ହୋଇ ପାରୁନି ତେଣୁ ଆବଶ୍ୟକ ଜମି ଯୋଗାଇବା ପାଇଁ ତହସିଲଦାର ଙ୍କୁ କୁହାଯାଇଥିବା ପ୍ରକାଶ କରିଥିଲେ |, ସେହିପରି ପ୍ରାଥମିକ ଶିକ୍ଷା କଥା ନ କହିଲେ ଭଲ ଦୀର୍ଘ 12 ବର୍ଷ ହେଲା ଏକ ପ୍ରାଥମିକ ବଦ୍ୟାଳୟ ଭଗ୍ନ ଅବସ୍ଥା ପଡ଼ି  ପଡ଼ିଥିବା ବେଳେ ଏଥି ପ୍ରତି ସରକାରଙ୍କ ନଜର ନାହିଁ | ଯା ଫଳରେ ମାତ୍ର 1 2 ଗୋଟି ଛାତ୍ର କୁ ନେଇ ଦୁଇ ଜଣ ଶିକ୍ଷୟତ୍ରୀ ଏକ ବାତ୍ୟା ଆଶ୍ରୟ ସ୍ଟଲ ରେ ପାଠ ପଢ଼ା ଚାଲିଛି | ଏଠାରେ ଅଙ୍ଗନବାଡି କେନ୍ଦ୍ର ଟିଏ ନାହିଁ ଫଳରେ ଶିଶୁ ମହିଳା ଓ କିଶୋରୀ ବାଳିକା ମାନେ ସରକାରୀ ସୁବିଧା ରୁ ବଂଚିତ ହେଉଛନ୍ତି | ସେହିପରି କନ୍ଧ ସାହି ଅଞ୍ଚଳ ରେ ରାସ୍ତା ଘାଟ ଅବସ୍ଥା ମଧ୍ୟ ସୋଭାନୀୟ ହୋଇ ପଡିଛି |, ଏ ସମ୍ପର୍କ ରେ ମଥୁରା ସରପଞ୍ଚ ମେହମତ ସେଠୀ ଙ୍କ ଯୋଗ ଯୋଗ କରିବାରେ ବି ଭି ରାମ ଜି ଯୋଜନା ଆରମ୍ଭ ହେଲେ ଏହି ସବୁ ସମସ୍ୟା ର ସମାଧାନ ହେବ ବୋଲି ପ୍ରକାଶ କରିଥିଲେ | ତେବେ ବ୍ଲକ ପ୍ରଶାସନ ର ନାକ ତଳେ ଥିବା ନିର୍ମଳଝର ର ଅନତି ଦୂରରେ ଥିବା ଲୋକଙ୍କ ସମସ୍ୟା ପ୍ରତି ଧ୍ୟାନ ଦେବା ପାଇଁ ଗଞ୍ଜାମ ଜିଲ୍ଲପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଗ୍ରାମ ବାସୀ |( ଦୁଇଟି ଫୋଟୋ କୁ ସ୍ଥାନ ଦେବା ପାଇଁ ଅନୁରୋଧ.....)

News Comment

You Might Also Like

BACK TO TOP