Breaking News

ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||      ଛତ୍ରପୁର ଗୋବିନପୁର ସୀତାନଗର ରୁ ଆଠ ଫୁଟିଆ ଅଜଗର ସାପ ଉଦ୍ଦାର |    (04-Oct-2026)       ||      ବିଜେଡିର ସିନିଏର ପେନାଲ ଲିଷ୍ଟ ରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ |   (04-Oct-2026)       ||      ଟ୍ରେନ ଧକ୍କାରେ ଟ୍ରାକ ମେନ ର ମୃତ୍ୟୁ ||   (03-Oct-2026)       ||      ସୋରଡ଼ା ମଠ ସାହିର ନିଖୋଜ ଛାତ୍ର ର ମୃତ ଦେହ ଉଦ୍ଧାର ||   (03-Oct-2026)       ||      କୁନୀ ଝିଅର ଆରୋଗ୍ୟ ପାଇଁ ଘରେ, ଘରେ ଛାତ୍ର, ଛାତ୍ରୀ ମାଗୁଛନ୍ତି ଅର୍ଥ |   (03-Oct-2026)       ||      ବରିଷ୍ଠ ଶିକ୍ଷକ ନେତା କାମ ରାଜୁ ମହାରଣା ଆନ୍ତର୍ଜାତୀୟ ବରିଷ୍ଟ ନାଗରିକ ଦିବସ ରେ ସମ୍ବର୍ଦ୍ଧିତ |    (03-Oct-2026)       ||      ଖୋର୍ଦ୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲ ର 125ତମ ବାର୍ଷିକ ସମାରୋହରେ ଯୋଗଦେଲେ ଓଡିଶା ରାଜ୍ୟପାଳ |   (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀଓଶାସ୍ତ୍ରୀ ଜୟନ୍ତୀ ବରଗଡ଼ ରେ ମହା ସମାରୋହ ରେ ପାଳିତ ||   (03-Oct-2026)       ||      ଅନସ୍ଲୋ ହାଇସ୍କୁଲ ବିଜ୍ଞାନ ନାଟକ ପ୍ରତିଯୋଗୀ ତାରେ ଗଞ୍ଜାମ ଜିଲ୍ଳାରେ ପ୍ରଥମ ସ୍ଥାନ ପାଇଛି ||   (03-Oct-2026)       ||      ଝାରବନ୍ଧ ର ହିତେଶ୍ବରୀ ଚାକିରି କରିବା ସହ ପାଠ ପଢ଼ା ଏବଂ ନିଟ ରେସଫଳତା |    (03-Oct-2026)       ||      ପାଇକ ମାଳ ଥାନା ପରିସରରେ ଶାରଦୀୟ ଦୁର୍ଗା ପୂଜା ପାଇଁ ଶାନ୍ତି କମିଟି ଗଠିତ |    (03-Oct-2026)       ||     

32 ବର୍ଷ ପରେ ମା ଡାଳ ଖାଇ ପିଠରେ ଏକାଠି ହେଲେ 1993 ବେଚର ସହପାଠୀ, ହେଲା ବନ୍ଧୁ ମିଳନ |

24-May-2026

୩୨ ବର୍ଷ ପରେ ଏକାଠି ହେଲେ ସହପାଠୀ ; ମା ଡାଳଖାଇ ପୀଠରେ ଜମିଲା ୧୯୯୩ ବେଚ୍‌ର ବନ୍ଧୁ ମିଳନ।

ଓଡିଶା ଜନ ମତ,ଖଲ୍ଲିକୋଟ,  ବିକାଶ କୁମାର ସାହୁ,

୨୪-୫-୨୦୨୬:----

 ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ସାନ ଘାଟି ସ୍ଥିତ ମା ଡାଳଖାଇ ପୀଠ ପରିସରରେ କେଶପୁର ଉଦୟନାଥ ବିଦ୍ୟାପୀଠର 1993 ବେଚ୍‌ର  ୫୪ ଛାତ୍ରୀଛାତ୍ର ଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୩୨ ବର୍ଷ ପରେ ପୁଣିଥରେ ଏକାଠି ହୋଇଥିଲେ ସେହି ସମୟର ସହପାଠୀମାନେ। ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ 1993 ବେଚ୍‌ର ସମସ୍ତ ସହପାଠୀ ନିଜ ନିଜ ପରିବାର ସହିତ ସାମିଲ ହୋଇଥିଲେ। ଛାତ୍ରୀଛାତ୍ର ଜୀବନର ବହୁ ବର୍ଷ ପରେ ପୁରୁଣା ସ୍ମୃତିକୁ ତାଜା କରି ସମସ୍ତଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଅନନ୍ୟ ଉତ୍ସାହ ଓ ଭାବନାର ମିଶ୍ରଣ ।ଏହି କାର୍ଯ୍ୟକ୍ରମରେ ପୁରୁଣା ଦିନର ଅନୁଭୂତି, ସ୍କୁଲ ଜୀବନର ସ୍ମୃତିଚାରଣ, ସାଂସ୍କୃତିକ ପରିବେଷଣ ଏବଂ ପରସ୍ପର ସହ ଆଲୋଚନା ମାଧ୍ୟମରେ ପରିବେଶ ଉତ୍ସବମୁଖର ହୋଇଉଠିଥିଲା। ସହପାଠୀମାନେ କହିଥିଲେ ଯେ, ସମୟ ବଦଳିଥିଲେ ମଧ୍ୟ ସ୍କୁଲ ଜୀବନର ସମ୍ପର୍କ ଓ ବନ୍ଧୁତ୍ୱ ଆଜିବି ସେହିଭଳି ଅତୁଟ ରହିଛି। ଏଭଳି ବନ୍ଧୁ ମିଳନ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ସେମାନେ ମତ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଲକ୍ଷ୍ମଣ କୁମାର ରଥ,   ଶ୍ରୀକାନ୍ତ କୁମାର ପାତ୍ର, ପ୍ରଭାତ ଶିଶିର ପଣ୍ଡା,  ସୁଜିତ୍ କୁମାର ଆଚାର୍ଯ୍ୟ, ଜିଲ୍ଲା ପରିଷଦ ବିନାୟକ ଜାଲି, ନଳିନୀ କାନ୍ତ ପଣ୍ଡା, ସୁରେନ୍ଦ୍ର ସାହୁ,ସୁନିତା ପରିଡା, ଅଭିମନ୍ୟୁ ପାହାନ୍, ନମିତା ମିଶ୍ର, ସୁବର୍ଣ୍ଣ ମାଳା ପାତ୍ର, ଗୟସ ରଥ  ଙ୍କ ସହ ସମସ୍ତ ସହପାଠୀ ନିଜ ନିଜ ପରିବାର ସହିତ ଉପସ୍ଥିତ ଥିଲେ ।

News Comment

You Might Also Like

BACK TO TOP